ବନ୍ଧୁଗଣ ଆପଣଙ୍କୁ ଆମ ୱେବ ପୋର୍ଟାଲ କୁ ସ୍ୱାଗତ। ବନ୍ଧୁଗଣ ଏହି କଳିଯୁଗରେ କିଭଳି କିଭଳି ଘଟଣା ସବୁ ଘଟୁଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଜଣେ ଭାଉଜ ଙ୍କ ର ବ୍ଲାଉଜ ସିଲେଇ କରିବା ବାହାନାରେ ମାପ ନେଇ ପ୍ରେମ ଜାଲ ରେ ଫସାଇ ତାଙ୍କ ସହ ସେ-କ୍ସ କରି ସେହି ଭିଡ଼ିଓ କୁ ମହିଳାଙ୍କ ସ୍ୱାମୀଙ୍କ ନିକଟ କୁ ପଠାଇ ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରିଥିଲେ ଏହି ଦରଜି।

ଜଣେ ବିବାହିତ ମହିଳାଙ୍କୁ ପ୍ରେମ ଜାଲରେ ଫସାଇଲା । କେବଳ ପ୍ରେମ କଲାନି, ଶାରୀରିକ ସମ୍ପର୍କ ମଧ୍ୟ ରଖିଲା । ଅନ୍ତରଙ୍ଗ ମୁହୂର୍ତ୍ତକୁ ମୋବାଇଲ୍ରେ କଏଦ୍ କରି ରଖିଲା । ପରେ ମନୋମାଳିନ୍ୟ ହେବା ପରେ ମୋବାଇଲ୍ରେ ରେକର୍ଡ଼ିଂ ହୋଇଥିବା ଅଶ୍ଳୀଳ ଭିଡିଓକୁ ମହିଳାଙ୍କ ସ୍ୱାମୀଙ୍କ ପାଖକୁ ପଠାଇଦେଲା । ଅନୁଗୁଳ ଥାନା ଇଲାକାରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଅଶ୍ଳୀଳ ଭିଡିଓରେ ପତ୍ନୀଙ୍କ କାରନାମା ଦେଖିବା ପରେ ମହିଳାଙ୍କ ସ୍ୱାମୀ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏତଲା ପରେ ପୁଲିସ୍ ମାମଲା ରୁଜ୍ଜୁ କରି ଛାନ୍ଭିନ୍ ଚଳାଇଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ଅନୁଗୁଳ ଥାନା ଅଞ୍ଚଳର ଏହି ବିବାହିତ ମହିଳାଙ୍କ ସ୍ୱାମୀ ଜଣେ ପାଣି ପାଇପ୍ ମିସ୍ତ୍ରୀ । ସେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହି ପାଇପ୍ କାମ କରନ୍ତି । ଅଧିକାଂଶ ଦିନ ସ୍ୱାମୀ ରହୁନଥିବା ବେଳେ ମହିଳାଙ୍କ ସ୍ଥାନୀୟ ଅଞ୍ଚଳର ଜଣେ ଟେଲର ମାଷ୍ଟରଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଧିରେ ଧିରେ ସମ୍ପର୍କ ଗଭୀର ହେବା ପରେ ଉଭୟ ଶାରୀରିକ ସମ୍ପର୍କ ରଖିଥିଲେ ।

ଏମିତିକି ଟେଲର ମାଷ୍ଟର ନିଜ ମୋବାଇଲ୍ରେ ଏହି ଅନ୍ତରଙ୍ଗ ମୁହୂର୍ତ୍ତକୁ ମୋବାଇଲ୍ରେ ସୁଟ୍ କରିଥିଲେ । ପରେ ବହୁବାର ସମ୍ପର୍କ ରଖିବା ପରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା । ମହିଳା ତାଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ । ମହିଳା ଜଣକ ଦୂରେଇ ଯାଉଥିବା ଦେଖି ବ୍ଲାକମେଲିଂ ଆରମ୍ଭ କରିଥିଲେ ଟେଲର ମାଷ୍ଟର । ଉଭୟଙ୍କ ଅଶ୍ଳୀଳ ଭିଡିଓକୁ ମହିଳାଙ୍କ ସ୍ୱାମୀଙ୍କ ପାଖକୁ ପଠାଇ ଦେଇଥିଲେ । ପତ୍ନୀଙ୍କ ଏଭଳି ଚୋରା ପୀରତି ଦେଖି ସେ କାମ ଛାଡ଼ି ଘରକୁ ଫେରିଥିଲେ । ମହିଳାଙ୍କୁ ଘରେ ତାଗିଦ୍ କରିବା ସହ ଏନେଇ ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ଏତଲା କ୍ରମେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ