ବନ୍ଧୁଗଣ ଆପଣଙ୍କୁ ଆମ ନିଉଜ୍ ପୋର୍ଟାଲ ରେ ସ୍ୱାଗତ।ବର୍ତ୍ତମାନର ବଡ଼ ଖବର ,କାହିଁକି ମିହିର ଦାସ ଙ୍କ ବୋହୁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ? କଥା କୁ କାହିଁକି ଚାପିବାକୁ ଚେଷ୍ଟା କରୁଛନ୍ତି ଅମ୍ଳାନ? ହୋଇଛି କି ଘରେ ପାରିବାରିକ ହିଂସା? ନା ଏହା ଥିଲା ମାତ୍ର ଏକ ଦୁର୍ଘଟଣା? ଏ ବିଷୟରେ ଯେବେ ଅମ୍ଳାନ ଙ୍କୁ ପଚରା ଯାଇଛି ଅମ୍ଳାନ ମନ୍ତବ୍ୟ ଦେଇ କହିଛନ୍ତି ଯେ ,

ଆମେ ଉଭୟ ଗାଡ଼ିରେ ଠାକୁର ଙ୍କ ଫୁଲ ବିସର୍ଜନ କରିବା ପାଇଁ ଆସିଥିଲୁ। ଭୂମିକା ଙ୍କ ଗୋଡ଼ ଖସିଯିବାରୁ ସେ ନଦୀ ରେ ପଡ଼ିଯାଇଥିଲେ। କିନ୍ତୁ ପ୍ରତକ୍ଷଦର୍ଶୀ ଙ୍କ ଅନୁଯାୟୀ ଅମ୍ଳାନ ବହୁତ ଦୂରରେ ଛିଡା ହୋଇଥିଲେ? ତେବେ କଣ ଏହା ଆତ୍ମହତ୍ୟା ଉଦ୍ୟମ ଥିଲା? ନା ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ହୋଇଥିଲା କଳି ଝଗଡ଼ା? ଏନେଇ କଣ ତଦନ୍ତ ଆବଶ୍ୟକ? କି, ଯଦି ଏହା ପାରିବାରିକ ହିଂସା ହୋଇଥାଏ ତେବେ ବାପାଙ୍କ କାର୍ଯ୍ୟକ୍ରମ “ଆଶାର ଆଲୋକ” କୁ ପୁଅ ବୋହୂ ଉଭୟଙ୍କୁ ଡ଼ାକିବାକୁ ପଡ଼ିବ।

ଓଲିଉଡ ଅଭିନେତା ଅମ୍ଳାନ ଦାସ ଙ୍କ ସ୍ତ୍ରୀ ଭୂମିକା ଙ୍କ ଆତ୍ମହତ୍ୟା ଉଦ୍ୟମ। ଅଳ୍ପକେ ବଞ୍ଚିଲେ। ଓଲିଉଡ ଅଭିନେତା ଅମ୍ଳାନ ଜଣେ ଆଗଧାଡ଼ି ର ଅଭିନେତା ତଥା ବରିଷ୍ଠ ଅଭିନେତା ମିହିର ଦାସ ଙ୍କ ପୁଅ ।ତାଙ୍କର ଅଭିନୟ ରେ ସେ ନିଜର ଦକ୍ଷତା କୁ ସିନେ ପରଦା ରେ ଭଲ ଭାବେ ଫୁଟାଇ ପାରିଛନ୍ତି ।ପ୍ରଥମେ ଟାର୍ଗେଟ ଫିଲ୍ମ ଜରିଆ ରେ ଅଭିନୟ ଆରମ୍ଭ କରିଥିବା ଏହି ଅଭିନେତା ଜଣକ ଏବେବି ଅଭିନୟ ଜାରି ରଖିଛନ୍ତି ।
ବଡ଼ ଦୁଃଖର କଥା କି ତାଙ୍କ ପରିବାର ଉପରେ ଦୁଃଖ ର ପାହାଡ଼ ମାଡ଼ି ଆସିଛି ।ହଟାତ ଏକ ଘରୋଇ ଡାକ୍ତର ଖାନା ରେ ତାଙ୍କ ସ୍ତ୍ରୀ ଙ୍କୁ ଆଡ଼ମିଟ କରାଯାଇଥିଲା ।ଘଟଣା ରୁ ପ୍ରକାଶ ଯେ କିଛି ଘଟଣା ପାଇଁ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା ପାଇଁ ନଦୀ କୁ ଡେଇଁ ପଡ଼ିଥିଲେ ଓ କିଛି ଲୋକ ତାଙ୍କୁ ସାହାଯ୍ୟ କରି ଡାକ୍ତରଖାନା ରେ ଭର୍ତି କରିଥିଲେ ।

ଅମ୍ଳାନ ଏକ ଗାଡି ରୁ ଆସିବା ପରେ ତାଙ୍କ ପତିକ୍ରିୟା ନବାକୁ ଚେଷ୍ଟା କରିଥିଲେ ବି ଅମ୍ଳାନ ଘଟଣା ଟି କୁ ଚପେଇ ଦେବାକୁ ଚେଷ୍ଟା କରିଥିଲେ
ତାଙ୍କ ପତିକ୍ରିୟା ରେ କହିଥିଲେ ଆମ ଭିତରେ ସବୁ ଠିକ ଅଛି ,ମୋତେ କିଛି କାମ କରିବା ର ବାକି ଅଛି ତାପରେ ଆମେ ଦୁଇଜଣ ପତିକ୍ରିୟା ଦେବୁ ।
କିଛି ଦିନ ପୂର୍ବରୁ ଅମ୍ଳାନ ବାହା ହୋଇଥିଲେ ।ତାଙ୍କର ଆରେଞ୍ଜ ମ୍ୟାରେଜ ହୋଇଥିଲା କେଉଁ ପରିସ୍ଥିତି ରେ ଏପରି ଘଟିଲା ତାହା ଏପଯ୍ୟନ୍ତ ଜଣା ପଡ଼ିନାହିଁ ।ଯଦି ଏହି ବିଷୟରେ ଅଧିକ ଖବର ଆସେ ଆମେ ନିଶ୍ଚିତ ଜଣେଇବୁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ