ଶ୍ରଦ୍ଧା କପୂରଙ୍କର ଏ ସତ୍ୟତା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଆପଣ ମାନେ ଜାଣିଥିବେ ବଲିଉଡର ସବୁ ଅଭିନେତ୍ରୀ ନିଜର ଅଦା ଓ ଷ୍ଟାଇଲକୁ ନେଇ ଲୋକମାନଙ୍କ ମନରେ ବହୁତ ଭଲ ଜାଗା ବନେଇ ପାରିଛନ୍ତି।ଏହି କେତେକ ଅଭିନେତ୍ରୀ ନିଜର ନଖରା ଓ ଅନ୍ଦାଜ ପାଇଁ ସେମାନେ ଲୋକମାନଙ୍କ ସାମ୍ନାରେ ବେଶ ଚର୍ଚ୍ଚାରେ ଆସି ଥାଆନ୍ତି।ଏମାନଙ୍କ ଭିତରୁ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯିଏ ନିଜର ଭଲ ଅଭିନୟ ଓ ସୁନ୍ଦରତା ପାଇଁ ଅନେକ କଣ୍ଟ୍ରୋଭର୍ଶିର ଶିକାର ହୋଇଛନ୍ତି।ଏମିତିକି ମିଡିଆ ମାନେ ମଧ୍ୟ ଏହି ଅଭିନେତ୍ରୀଙ୍କୁ ମିଡିଆ କଭରେଜ ଦେବାକୁ ମନା କରିଦେଇଥିଲେ।ଆଉ ପ୍ରାୟ ଏହି କେତେକ ଦିନ ହେବ ସୁଶାନ୍ତ ସିଂ ରାଜପୁତଙ୍କ କେଶରେ ଏହି ଅଭିନେତ୍ରୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଅଛି।ଆଜ୍ଞା ହଁ ଅଭିନେତା ସୁଶାନ୍ତଙ୍କ ସହିତ ନଜରରେ ଆସିଥିବା ଅଭିନେତ୍ରୀ ଶ୍ରଦ୍ଧା କପୁର ଏବେ ଏମଶିବିର ନଜରରେ ଆସିଛନ୍ତି।

ଦେଖିବାକୁ ଗଲେ ସୁଶାନ୍ତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୋୟା ସାହା ଆଉ ଶ୍ରଦ୍ଧା କପୁରଙ୍କର ଟ୍ରାକ ସାମ୍ନାକୁ ଆସିଥିଲା ଯେଉଁଥିରେ ଶ୍ରଦ୍ଧା ଜୋୟାଙ୍କ ଠାରୁ ସିବିଡ଼ି ମାଗିଥିଲେ।ଏହା ସାଧାରଣତଃ ଏକ ପ୍ରକାରର ଡ୍ରଗ ହୋଇଥାଏ ଆଉ ଏହା ସାଧାରଣତଃ ଇଲିଗାଲ ହୋଇଥାଏ।ଏହା ପ୍ରଥମ ଥର ନୁହଁ ଯେତେବେଳେ ଶ୍ରଦ୍ଧା କପୁର କୌଣସି ବାଦ ବିବାଦରେ ନଫସି ଥିବେ।ତାହେଲେ ଆସନ୍ତୁ ଜାଣିବା ଶ୍ରଦ୍ଧାଙ୍କ ସହିତ ଜଡ଼ିତ ଏହି କଳା ସତ ବିଷୟରେ।ତାହେଲେ ଆମ ତାଲିକାରେ ଏକ ନମ୍ବରରେ ଆସିବାକୁ ଯାଉ ଅଛି।
୧.ପ୍ରଥମେ ଆମେ ସମସ୍ତେ କଥା ହେବା ଶ୍ରଦ୍ଧା କପୁରଙ୍କ ରିଭେଳିଙ୍ଗ ଡ୍ରେସ ବିଷୟରେ।ସେମିତିରେତ ଶ୍ରଦ୍ଧା କପୁର ପ୍ରାୟ ସମୟରେ ସାଧାରଣ ପୋଷାକ ପ୍ରିରିଦ୍ଧାନ କରୁଥିବାର ନଜରରେ ଆସିଛନ୍ତି।ଥରେ କଣ ହୋଇଛି ନା ଶ୍ରଦ୍ଧା କପୁର ପାକିସ୍ତାନ ଯାଇଥିଲେ ଆଉ ସେଠାରେ ତାଙ୍କ ଡ୍ରେସ କିଛି ବିଶେଷତାରୁ ଅଧିକ ଛୋଟ ହୋଇଯାଇଥିଲା ଆଉ ସେଠାରେ ଏମିତି ପୋଷାକକୁ ବିଶେଷ ଆପତ୍ତିଜନକ ବୋଲି ମଣାଯାଇଥିଲା,ତାପରେ ତାଙ୍କ ସଟସ ତଳେ ଏକ ଛୋଟ କଳା ରଙ୍ଗର ଗୋଟେ କପଡା ଲଗା ଯାଇଥିଲା।ଆସିକି ୨ ର ପ୍ରମୋସନ ସମୟରେ ଅଭିନେତ୍ରୀ ଶ୍ରଦ୍ଧା କପୁର ଗୋଟେ କଲା ରଙ୍ଗର ଛୋଟ କପଡା ପିନ୍ଧିଥିଲେ।ସେ ଡ୍ରେସ ଏତେ ଛୋଟ ଥିଲାକି ସେ ବସିବା ସମୟରେ ତାଙ୍କର ଇନରୱୟାର ସଫା ଦେଖାଯାଉଥିଲା।ଶ୍ରଦ୍ଧା କୌଣସି ଉପାୟରେ ନିଜ ହାତ ସାହାଯ୍ୟରେ ତାକୁ ଲୁଚେଇବାର ନଜର ଆସିଥିଲେ।

୨.ତାପରେ ଦ୍ଵିତୀୟରେ ଆସିବ ଶ୍ରଦ୍ଧା କପୁରଙ୍କର ଲଭ ରିଲେସନ ସିପ ବିଷୟରେ।ଆସିକି ୨ ପରେ ଶ୍ରଦ୍ଧା କପୁର ଆଦିତ୍ୟ ରଏ କପୁରଙ୍କ ସହିତ ପ୍ରେମ ସମ୍ପର୍କରେ ଥିଲେ।ଦୁଇଜଣ ଏ ସମ୍ପର୍କକୁ ହଁ ନକହି ଥିଲେ ମଧ୍ୟ କେବେ ସେମାନେ ଏହାକୁ ମନା ମଧ୍ୟ କରି ନାହାନ୍ତି।ତାପରେ ଏ ଦୁଇଜଣଙ୍କ ସମ୍ପର୍କ ବହୁତ ଅଳ୍ପ ଦିନ ପର୍ଯ୍ୟନ୍ତ ଚାଲିଥିଲା ଆଉ ସେପଟରେ ଏବିସିଡି-୨ ପରେ ଶ୍ରଦ୍ଧା କପୁରଙ୍କ ସହିତ ବରୁନ ଦ୍ଧବନଙ୍କ ନାଁ କୁ ଯୋଡ଼ା ଯାଇଥିଲା।
୩.ତାପରେ ଆମେ କଥା ହେବା ଶକ୍ତି କପୁରଙ୍କ ବିଷୟରେ ଶକ୍ତି କପୁର ବଲିଉଡରେ ବହୁତ ମହାନ ମହାନ ଦିଗଜ୍ଜ କଳାକାର ମାନଙ୍କ ଭିତରୁ ଜଣେ ଅଟନ୍ତି।ଶକ୍ତି କପୁର ପୁନମ ପାଣ୍ଡେଙ୍କ ସହିତ ଗୋଟେ ଚଳଚ୍ଚିତ୍ରରେ କାମ କରି ସାରିଛନ୍ତି।
୪.ତାପରେ ଶ୍ରଦ୍ଧାଙ୍କ ଭାଇ ମୁମ୍ବାଇର ଜୁହୁ ଠାରେ ଗୋଟେ ରେପ ପାର୍ଟି ସମୟରେ ଆରେଷ୍ଟ ହୋଇଥିଲେ।ଏହି ଥରେ ବହୁତ ମାତ୍ରାରେ ଏମଡିଏମ ଇ ଆଉ କୋକେନ ଜବତ ହୋଇଥିଲା।

୫.ଥରେ ୨୦୧୪ ରେ ଭିଲିଆନ ଚଳଚ୍ଚିତ୍ର ରିଲିଜ ସମୟରେ ଏକ ଇଭେଣ୍ଟରେ ଶ୍ରଦ୍ଧାଙ୍କର ମିଡିଆ ଵାଲା ବହୁତ ଅପେକ୍ଷା କରିଥିଲେ କିନ୍ତୁ ଶ୍ରଦ୍ଧା ଆସିବାରେ ବିଳମ୍ବ କରିଦେଇଥିଲେ।ଆଉ ତାପରେ ସେ ୨୦୧୪ ରେ ମେଡିଆ ବାଲା ଶ୍ରଦ୍ଧାଙ୍କୁ ବ୍ୟାନ କରିଦେଇଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।