ବନ୍ଧୁଗଣ ଆପଣଙ୍କୁ ଆମ ୱେବସାଇଟ କୁ ସ୍ୱାଗତ। ବନ୍ଧୁଗଣ, ଆପଣଙ୍କ ଭଲ ସମୟ ଆସିଯାଇଛି। ଆଉ ଡେରି ନକରି ତୁରନ୍ତ ଏହି ଚାକିରୀ ରେ ଆବେଦନ କରି ନିଅନ୍ତୁ।ଅମାଜନ କମ୍ପାନୀ ଆଣିଛି ଚାକିରୀର ବଡ଼ ସୁଯୋଗ।ଯଦି ଆପଣ ମଧ୍ୟ ବିଶ୍ୱର ସବୁଠାରୁ ବଡ ଇ-କମର୍ସ କମ୍ପାନୀ ଆମାଜନରେ ଚାକିରୀ କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ଖୁବ ଶୀଘ୍ର ଆପଣଙ୍କ ସ୍ୱପ୍ନ ପୂରା ହେବ । ଏବେ ଆମାଜନ ନିଜ ସହିତ ୨୦ ହଜାର ଲୋକଙ୍କୁ ଯୋଡିବାକୁ ଘୋଷଣା କରିଛି । ଅର୍ଥାତ୍ ଏବେ ଆପଣଙ୍କୁ ଚାକିରୀ ପାଇଁ ଚିନ୍ତା କରିବାକୁ ପଡିବନି । ଆମାଜନ ଆପଣଙ୍କୁ ନିଯୁକ୍ତି ଦେବ ଏବଂ ଏହାକୁ ଆପଣ ଫୁଲ୍ ଟାଇମ୍, ପାର୍ଟ ଟାଇମ୍ କୌଣସ ବି ସମୟରେ କରିପାରିବେ । ଆପଣ ଯଦି ଚାହିଁବେ ତେବେ ମାତ୍ର ୪ ଘଣ୍ଟା ଚାକିରୀ କରି ମାସିକ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ କମାଇ ପାରିବେ । ଆସନ୍ତୁ ଜାଣିବା ।

#ଆପଣଙ୍କ ଅଞ୍ଚଳରେ ମିଳିବ ଚାକିରୀ।
ଆମାଜନରେ ଡେଲିଭରୀ ବୟର ନିଯୁକ୍ତି ବାହାର କରାଯାଇଛି ଯାହା ଜରିଆରେ ଆପଣ ମୋଟା ରାଶି କମାଇ ପାରିବେ । କହିରଖୁଛୁ କମ୍ପାନୀ ଅଧିକାଂଶ ସହରରେ ସେଣ୍ଟର ଅଛି, ତେଣୁ ଆପଣଙ୍କୁ ନିଜ ସହରରେ ମଧ୍ୟ ଅତି ସହଜରେ ନିଯୁକ୍ତି ମିଳିଯିବ । ଏଥିପାଇଁ ଆପଣଙ୍କୁ ଅନ୍ୟ କୌଣସି ସହରକୁ ଯିବାକୁ ପଡିବନି ।
ଏମିତି କରନ୍ତୁ ଆବେଦନ
ଡେଲିଭରୀ ବୟ ଚାକିରୀ ପାଇଁ ଆପଣ ସିଧା ଆମାଜନର ସାଇଟ୍ https://logistics.amazon.in/applynow ରେ ଆବେଦନ କରିପାରିବେ । ଏହା ବ୍ୟତୀତ ଆମାଜନର କୌଣସି ବି ସେଣ୍ଟର ଯାଇ ଚାକିରୀ ପାଇଁ ଆବେଦନ କରିହେବ । ଅଧିକାଂଶ ସେଣ୍ଟର୍ସରେ ଡେଲିଭରୀ ବୟ ପାଇଁ ସ୍ଥାନ ଖାଲି ଥାଏ ।

ଡେଲିଭରୀ ବୟକୁ ସାରା ଦିନ କାମ କରିବାକୁ ପଡେନି । କେବଳ ତାଙ୍କ ଏରିଆ ହିସାବରେ ପ୍ୟାକେଜ୍ ଦିଆଯାଏ । ଡେଲିଭରୀ ବୟଙ୍କ କହିବାନୁସାରେ ଗୋଟେ ଦିନରେ ପ୍ରାୟ ୪ ଘଣ୍ଟାରେ ୧୦୦-୧୫୦ ପ୍ୟାକେଜ୍ ଡେଲିଭରୀ କରିହୁଏ । ଡେଲିଭରୀ ବୟ ହେବା ପାଇଁ ଆପଣଙ୍କୁ ସ୍କୁଲ୍ କିମ୍ବା କଲେଜ ପାସ୍ ସାର୍ଟିଫିକେଟ୍ ହେବା ଜରୁରୀ । ଡେଲିଭରୀ କରିବା ପାଇଁ ଆପଣଙ୍କ ପାଖରେ ନିଜ ବାଇକ୍ କିମ୍ବା ସ୍କୁଟର ଥିବା ଉଚିତ୍ । ବାଇକ୍ କିମ୍ବା ସ୍କୁରଟର ଇନସ୍ୟୁରାନ୍ସ ବୈଧ ହେବା ଉଚିତ୍ । ଏହା ସହିତ ଆବେଦନ କରିଥିବା ବ୍ୟକ୍ତିଙ୍କର ଡ୍ରାଇଭିଂ ଲାଇସେନ୍ସ ଥିବା ଉଚିତ୍ ।
# କେତେ ଟଙ୍କା ମିଳିବ ଦରମା ?

ଡେଲିଭରୀ ବୟକୁ କମ୍ପାନୀ ତରଫରୁ ପ୍ରତି ମାସରେ ସାଲାରୀ ଦିଆଯାଏ । କମ୍ପାନୀ ନିଜ ଡେଲିଭରୀ ବୟକୁ ୧୨ରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ସାଲାରୀ ଦିଏ । ଏଥିରେ ପେଟ୍ରୋଲ ଖର୍ଚ୍ଚ ନିଜର ହୋଇଥାଏ । ତେବେ ଗୋଟିଏ ପ୍ରଡକ୍ଟ ବା ପ୍ୟାକେଜ ଡେଲିଭରୀ କରିବା ପରେ ୧୫ରୁ ୨୦ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ । ଡେଲିଭରୀ ସର୍ଭିସ ଦେଉଥିବା କମ୍ପାନୀ ଅନୁସାରେ ଯଦି କେହି ସାରା ମାସ କାମ କରିଥାଏ ଏବଂ ପ୍ରତି ଦିନ ୧୦୦ ପ୍ୟାକେଜ୍ ଡେଲିଭରୀ କରେ ତେବେ ସେ ୬୦ ହଜାରରୁ ୭୦ ହଜାର ପର୍ଯ୍ୟନ୍ତ ମାସିକ ଆୟ କରିପାରିବ ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ