ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ଥରେ ଗୁରୁଜୀ ପପୁକୁ ସ୍କୁଲରେ ପ୍ରଶ୍ନ ପଚାରିଲେ
ଗୁରୁଜୀ : ଯଦି ତୁମ ବାପା 10% ହିସାବରେ ମୋ ଠାରୁ 50000 ଟଙ୍କା ରୁଣ ନେବେ ତେବେ କୁହ ବର୍ଷକ ପରେ କେତେ ଟଙ୍କା ଫେରସ୍ତ କରିବେ ?
ପପୁ: କିଛି ବି ନୁହେଁ
ଗୁରୁଜୀ : ଆରେ ତୁ ଗଣିତ ଜାଣିନୁ କି ?
ପପୁ: ମୁଁ ଗଣିତ ଠିକ ଜାଣିଛି ଗୁରୁଜୀ କିନ୍ତୁ ଆପଣ ମୋ ବାପାଙ୍କୁ ଜାଣି ନାହାଁନ୍ତି ।
୨) ରାତି ସମୟରେ ଜଣେ ଲୋକ ଏକା ଯାଉଥିଲା ।
ସେହି ସମୟରେ ହଠାତ ଦୁଇଜଣ ବ୍ୟକ୍ତି ସେହି ଲୋକ ପାଖକୁ ଆସିଲେ
ସେହି ଦୁଇଜଣ ମଧ୍ୟରୁ ଜଣେ କହିଲା- କଣ ଆପଣଙ୍କ ପାଖରେ ଏକ ଟଙ୍କାର ମୁଦ୍ରା ଅଛି ?
ଲୋକଟି ଭୟଭୀତ ହୋଇ କହିଲା ହଁ ଅଛି ମୋ ପାଖରେ ହେଲେ ତମେ ଏକ ଟଙ୍କା ନେଇ କଣ କରିବ ?
ଅନ୍ୟ ଲୋକ- ଆଜ୍ଞା ଆମେ କେବଳ ଗୋଟେ ଟସ କରିବାକୁ ଚାହୁଁଛୁ ।
ରାସ୍ତାରେ ଯାଉଥିବା ଲୋକ- କଣ ପାଇଁ ଟସ କରିବ ?
ଅନ୍ୟ ଲୋକ- ଆଜ୍ଞା ଆପଣଙ୍କ ଟଙ୍କା ଆମେ ପରସ୍ପର ମଧ୍ୟରେ ବାଣ୍ଟି ଦବୁ ହେଲେ ଆପଣଙ୍କ ଘଣ୍ଟା କିଏ ନେବ, ସେଥିପାଇଁ ଟସ କରୁଛୁ
୩) ପ୍ରଥମ ସାଙ୍ଗ- ଦୁନିଆରେ ସବୁଠାରୁ ବଡ ପର୍ବର ନାମ କଣ ?
ଦୁତୀୟ ସାଙ୍ଗ- ଘରବାଲି
ପ୍ରଥମ ସାଙ୍ଗ- କେମିତି ?
ଦୁତୀୟ ସାଙ୍ଗ- କାରଣ ପ୍ରତି ସପ୍ତାହରେ ୩ ରୁ ୪ ଥର ମନେଇବାକୁ ପଡିଥାଏ
୪) ଚାକରାଣୀ କହିଲା- ମେମ ସାହାବ
ମୁଁ ଗର୍ଭବତୀ ଅଛି,
ମତେ ଲମ୍ବା ଛୁଟି ଦରକାର
ମାଲିକାଣୀ- ଆରେ ! ବାଃ ବହୁତ ବଢିଆ
ଯାଆ…ଆଉ ନିଜ ଧ୍ୟାନ ରଖ
ଚାକରାଣୀ- ଧ୍ୟାନ ତ ତୁମେ ନିଜର ରଖ, ମେମ ସାହବ, ସାହବ ଙ୍କ ନସବନ୍ଦି ଅପରେଶନ ଫେଲ ଯାଇଛି
୫) ସର୍ଦାର୍ : ପୋଲିସ୍ ଷ୍ଟେସନ ଯାଇକରି କହିଲା – ମୋତେ ଫୋନରେ ଜୀବନରେ ମାରିଦେବାକୁ ଧମକି ଆସୁଛି ।
ପୋଲିସ୍ ବାଲା : କିଏ ଦେଉଛି ? ସର୍ଦାର୍ : ବିଏସ୍ ଏନ୍ ଏଲ୍ ବାଲା , କହୁଛନ୍ତି , ବିଲ୍ ନଦେଲେ କାଟିଦେବେ ।
୬) ଗୋଟେ ପାଗଳ ପେପରକୁ ବାରମ୍ବାର ଚୁମା ଦେଉଥିଲା, ଦ୍ୱିତୀୟ ପାଗଳ: ଏହା କଣ : ପ୍ରଥମ ଲଭ ଲେଟର ଅଟେ, ଦ୍ୱିତୀୟ : କିନ୍ତୁ ଏହା ତ ଖାଲି ଅଟେ। ପ୍ରଥମ ଆଜି କାଲି କଥା କହିବା ବନ୍ଦ୍ ଅଛି ।
୭) ହୃଦୟ କହିଲା କି ବନ୍ଧୁମାନଙ୍କୁ ମେସେଜ୍ କରିବି , ମୋବାଇଲ୍ ଉଠାଇଲି , ତାପରେ ଭାବିଲି ଥାଉ ଦିଲ୍ ତୋ ପାଗଲ୍ ହେ , ତାପରେ ଆଉଥରେ ଭାବିଲି କି କଣ ହେଲା , ବନ୍ଧୁ ମାନେ ସେମିତି ବି କେଉଁ ନର୍ମାଲ୍ ଅଟେ ।

୮) ମମ୍ମୀ : ଶୋଇଯାଅ ନହେଲେ ଗବର୍ ଆସିଯିବ , ପୁଅ : ପ୍ରଥମେ ୧୦୦ ଟଙ୍କା ଦିଅ , ମାମା : କଣ ପାଇଁ , ପୁଅ : ନହେଲେ ବାପାଙ୍କୁ କହିଦେବି କି ସବୁଦିନ ରାତିରେ ଏଠାରେ ଗବର୍ ଆସୁଛି ବୋଲି ।
୯) ବ୍ୟକ୍ତି : ଭଗବାନ ଯେବେ ମୁଁ ମରିବାର ଆସିବି ତେବେ ମୋତେ ପାଞ୍ଚ୍ ମିନିଟ୍ ଦେବ , ଭଗବାନ କଣ ପାଇଁ ବ୍ୟକ୍ତି : ମୋବାଇଲ୍ ଫର୍ମାଟ୍ କରିବାପାଇଁ , ନହେଲେ ମରିବାପରେ ଲାଗିଯିବ ଇଜ୍ଜତର ୱାଟ୍ ।
୧୦)କର୍ମଚାରୀ : ସାର୍ ଆପଣ ଅଫିସ୍ ରେ ବିବାହିତ ଲୋକଙ୍କୁ କଣ ପାଇଁ ରଖୁଛ ? ସାହେବ : କାରଣ ବେଇଜ୍ଜତ ସହିବାର ଅଭ୍ୟାସ ହୋଇଥାଏ । ଓ ଘରକୁ ଯିବାର ଜଲଦି ହୋଇନଥାଏ ।
୧୧) ଇତିହାସ ସାକ୍ଷୀ ଅଛି , କି ଆଲାରାମ୍ ବନ୍ଦ କରିବା ପରେ ଯେତେ ମସ୍ତ ନିଦ ଆସେ , ସେତେ ପୁରା ରାତି ଆସେ ନାହିଁ ।
୧୨) ଶିକ୍ଷକ : ସେମିଷ୍ଟାର୍ ସିଷ୍ଟମ୍ କଣ ଫାଇଦା ଅଛି , କୁହ ? ଛାତ୍ର : ଫାଇଦା ତ ଜଣାନାହିଁ , ବେଇଜ୍ଜତ ବର୍ଷକୁ ଦୁଇଥର ହୋଇଯାଏ ।
୧୩) ପୁଅ କହିଲା ଆଇ ଲଭ୍ ୟୁ ତାପରେ ଝିଅ କହିଲା ଆଇ ଲଭ୍ ୟୁ ଠୁ , ପୁଅ : ଗୋଟେ କିସ୍ ଦିଅ ନା , ଝିଅ ଲାଜେଇ କରି ଏବେ ଏହା କରିପାରିବି ନାହିଁ ବାହାଘର ପରେ କରିବି । ପୁଅ : ଠିକ୍ ଅଛି , ବାହାଘର ପରେ ମୋତେ ଫୋନ୍ କରିବ ।
୧୪) ଗୋଟେ ସୁନ୍ଦର ସ୍ୱାମୀ ସ୍ତ୍ରୀଙ୍କର କଳା ଛୁଆ ହେଲା, ସ୍ୱାମୀ : ରାଗରେ ପଚାରିଲା : ତୁମେ ଗୋରି ମୁଁ ଗୋରା ତେବେ ଏଇ କଳା ଛୁଆ କଣ ପାଇଁ ହେଲା ? ଚାଲାକ୍ ସ୍ତ୍ରି : ଜାନୁ ସେହି ସମୟରେ ଆପଣ ଗରମ ଥିଲେ, ଓ ମୁଁ ବି , ଏଥିପାଈଁ ଛୁଆ ଜଳିଗଲା ।
୧୫) ସ୍ତ୍ରୀ – ହେଇଟି ଶୁଣୁଛ ଘରେ ଚିନି ସରିଯାଇଛି ଚାହା କେମିତି କରିବି?
ସ୍ୱାମୀ – ଜାନୁ, ତମ କ୍ଷୀର ଏତେ ମିଠା ଯେ ଚିନି କଣ ଦରକାର?
ସ୍ତ୍ରୀ (ରାଗିକି) – ଘରୁ ଲୁଣ ବି ସରିଯାଇଛି,ପରିବା ଆଉ ତରକାରୀ ରେ ମୁତି ଦେବି କି ?
୧୬) ଥରେ ଦୁଇଟି ବଦମାସ ଝିଅ ରାସ୍ତାରେ ଯାଉଥିଲେ,ଜଣେ ପ୍ରେଗନେଣ୍ଟ ମହିଳା ଯାଉଥିବାର ଦେଖି
ରିଙ୍କି – ଲାଗୁଛି ଘର ତିଆରି ହେଇଗଲାଣି।
ପିଙ୍କି – ହଁ ଘର ଭିତରେ ଲୋକ ବି ରହିବାକୁ ଲାଗିଲେଣି
ଏହା ଶୁଣି ଗର୍ଭବତୀ ମହିଳା କହିଲେ – ମିସ୍ତ୍ରୀ ଫାଙ୍କା ବସିଛି ତମ ପାଖକୁ ପଠେଇବି କି ଘର ତିଆରି ପାଇଁ ?
୧୭) ନେହା – Wow ତୋ ହାର ଟା କି ସୁନ୍ଦର ବଢିଆ ହେଇଛି
ରାନୀ – ମୋ ବୟଫ୍ରେଣ୍ଡ ଗିଫ୍ଟ କରିଛି
ନେହା – କେତେ ପଡ଼ିଲା ?
ରାନୀ – ୨ ଥର Oyo ଯିବାକୁ ପଡ଼ିଲା,୨ଘଣ୍ଟା ଲାଗିଲା, ୨ ଥର ଆଗରୁ ୨ଥର ପଛରୁ..

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ