ମିଳିଗଲେ ନବୀନଙ୍କ ଉତ୍ତରାଧିକାରୀ! ଜାଣନ୍ତୁ କିଏ,ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନବୀନଙ୍କର ବିଜୟ ଆସିଲା ସାମ୍ନାକୁ।

ନିର୍ବାଚନ ଫଳ ଓ ଉପନିର୍ବାଚନ ଫଳ ବିଜୁଜନତା ଦଳକୁ କେବଳ ଆନନ୍ଦିତ କରି ନାହିଁ କେବଳ ଆଶ୍ୱସ୍ତ କରିଛି ଏବଂ ଭବିଷ୍ୟତ ରଣନୀତି ନିର୍ଦ୍ଧାରଣ ପାଇଁ ବାଟ ଖୋଲିଛି।ନବୀନ ବାବୁଙ୍କ ଉତ୍ତରାଧିକାରୀଙ୍କ ଘୋଷଣାର ବାଟ ଖୋଲିଦେଇଛି।ଏଥର ଉପନିର୍ବାଚନରେ ଆଉ ତାଙ୍କ ଟିମ ଗ୍ରହଣ କଲେ ତାହା ସଫଳ ହୋଇଥିବାରୁ,ଆଉ ଏବେ ଅପେକ୍ଷା ରହିଛି ପୌର ନିର୍ବାଚନରୁ,

ଆଉ ଏଠାରେ ଯଦି ପରିସ୍ଥିତି ସମାନ ରହୁଛି ତାହେଲେ ନବୀନ ବାବୁଙ୍କ ଉତ୍ତରାଧିକାରୀ ଆସିବାର ବାଟ ଖୋଲି ଯାଇଥିଲା। ଆଉ ଗୋଟେ କଥାର ଧ୍ୟାନ ଦିଅନ୍ତୁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କୌଣସି ନିର୍ବାଚନକୁ ହାଲ୍କାରେ ନିଅନ୍ତି ନାହିଁ। ଏଥର ପ୍ରଥମ ଥର ପାଇଁ ନବୀନ ବାବୁ ବାଲେଶ୍ଵର ଓ ତିର୍ତ୍ତୋଲର ନିର୍ବାବଚନକୁ ଯାଇ ନାହାନ୍ତି।ତଥାପି ସେ ସେଠାରେ ବିଜୟ ଲାଭ କରିଥିଲେ।

ଯଦି ଆପଣ ଜାଣିବାକୁ ଚାହୁଁଛନ୍ତିକି ନିବନ ବାବୁଙ୍କ ପରେ କିଏ ବା ତାଙ୍କ ଉତ୍ତରାଧିକାରୀ କିଏ ତାହେଲେ ଆପଣଙ୍କୁ ପ୍ରାୟ ୬ ମାସ ଅପେକ୍ଷା କରିବାକୁ ପଡିବ।ଆଉ ଏହି ନିର୍ବାଚନଟି ହେଉଛି ପୌର ନିର୍ବାଚନ,ଆଉ ସବୁ ପ୍ରକାରର ବ୍ୟବସ୍ଥା ହୋଇ ସାରାଇଲାଣି।

ଏଇ ବିଧାନ ସଭାରେ ଶୀତକାଳୀନ ଅଧିବେଶନରେ ଏକ ପ୍ରକାରର ବିଧେକ ଆସିବ ତାପରେ ମାର୍ଗ ଖୋଲିଯିବ,ପୌର ନିର୍ବାଚନ ପାଇଁ।ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମୁଖ୍ୟମନ୍ତ୍ରୀ ଗୋଟେ ପ୍ଲାନରେ ଆଗକୁ ବଢୁଛନ୍ତି। ବସ୍ତି ବାସିନ୍ଦା ଓ ଅନ୍ୟାନ୍ୟ ଲୋକଙ୍କ ଥଇ ଥାନ ପାଇଁ ଯାହା କରିବା ଆବଶ୍ୟକ ତାହା କରୁଛନ୍ତି। ଆଉ ଏବେ ମଝିରେ ଭୁବନେଶ୍ୱରକୁ ୨୪ ଘଣ୍ଟା ପାଣି ଯୋଗାଇବା ପାଇଁ ଚେଷ୍ଟା କରିଥିଲେ।

ଧରି ନିଅନ୍ତୁ ମେ ମାସ ପୁର୍ବରୁ ବର୍ଷା ରୃତୁ ଆସିବା ପୂର୍ବରୁ ନିର୍ବାଚନ ହେବାକୁ ଯାଉଅଛି। ଆଉ ଏହି ନିର୍ବାଚନରେ ଉଭୟ ସରରକାର ଓ ସରକାରୀ ଦଳ ସବୁ ପ୍ରକାରର ପ୍ରସ୍ତୁତ ହୋଇ ସାରିଲାଣି।ଯେ ହେତୁ ବାଲେଶ୍ଵର ଓ ଈର୍ତ୍ତୋଲ ଦଳ ବେଶ ଭଲ ଭୋଟ ଭାବେ ପରିଚାଳିତ ହେବାର ଆଶା ଅଛି ହେଲେ ଦେଖାଯାଉ କଣ ହେଉଛି।

ମୁଖ୍ୟମନ୍ତ୍ରୀ ଗୋଟିଏ ପ୍ଲାନରେ ଆଗକୁ ଯାଉଛନ୍ତି। କାରଣ ସେ ଏବେ ପାଣି ମାପିସାରିଲେଣି ଦୁଇଟି ବିପକ୍ଷ ଦଳ ଲଢ଼ିବା ଅବସ୍ଥାରେ ନାହାନ୍ତି। ଗୋଟେ ତ କଂଗ୍ରେସ ଆଦୌ ନାହିଁ ଏବଂ ବିଜେପି କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭରସାରେ ଏଠି ଲଢ଼ିବାକୁ ଚାହୁଁଚି।

Leave a Reply

Your email address will not be published.