ଘରେ ଏହି ପୁରୁଣା ନୋଟ ଥିଲେ ଆପଣ ହୋଇଯିବେ ଲକ୍ଷପତି,ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଆପଣଙ୍କ ପାଖରେ ପୁରୁଣା ନୋଟ ଅଛିକି ଆଉ ଯଦି ହଁ ତାହେଲେ ଆପଣ ହୋଇଯିବେ ମାଲାମାଲ।ଆଉ ଆପଣ ପାଇବେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା,ଏହି ଜିନିଷକୁ ମିଛ ବୋଲି ଆପଣ କେବେ ହେଲେ ଭାବନ୍ତୁ ନାହିଁ।ଏହା ହେଉଛି ନିରାଟ ସତ କଥା,ଚଳିତ ବର୍ଷର ଦୀପାବଳିରେ କିଛି ପୁରୁଣା ନୋଟ ଓ ମୁଦ୍ରା ଆପଣଙ୍କ ଭାଗ୍ୟକୁ ବଦଳେଇ ଦେଇ ପାରେ।ଆଉ ଏହି କାରଣରୁ ଆପଣ ଲକ୍ଷ୍ୟପତି ହେବାର ବହୁତ ଭଲ ଓ ସୁନ୍ଦର ସୁଯୋଗ ରହି ଅଛି।ତେବେ ଆଉ ଡେରି ନକରି ଆପଣ ଏମିତିହିଁ ନୋଟ ଖୋଜିବା ଆରମ୍ଭ କରି ଦିଅନ୍ତୁ।ଯଦି ଆପଣଙ୍କ ପାଖରେ ଏମିତି ନୋଟ ଅଛି ତାହେଲେ ଆପଣ ଲକ୍ଷ୍ୟ ପତି ହେବା ନିଶ୍ଚିତ ଅଟେ।ଏବେ ଚାଲନ୍ତୁ ଜାଣିବା ପୁରୁଣା ନୋଟକୁ ନେଇ କଣ କଲେ ଆମେ ଲକ୍ଷ ପତି ହୋଇ ପାରିବା।ଆପଣଙ୍କୁ କେବଳ ଇବେ ୱେବ ସାଇଟକୁ ଯିବାର ଅଛି,ଆଉ ଆପଣ ସେଠାରେ ପ୍ରାୟ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ବୋଲି ଲଗେଇ ପାରିବେ।

ବର୍ତ୍ତମାନ ଜାଣନ୍ତୁ ଆପଣଙ୍କୁ ଏଥିପାଇଁ କେଉଁ ନୋଟ ସବୁ ନେବାକୁ ହେବ।ଭାରତୀୟ ମୁଦ୍ରାରେ କମ ମିଳୁଥିବା ନୋଟ ଗୁଡିକର ନିଲାମ ଇବେରେ ଡ଼କାଯାଏ।ଇବେ ସବୁବେଳେ ନୋଟର ବୋଲି ଲଗେଇ ଥାଏ।ଆଉ ଏହି ବୋଲିରେ ଯେକୌଣସି ସାଧାରଣ ବ୍ୟକ୍ତି ଅଂଶ ଗ୍ରହଣ କରି ପରିବେ।ଆଉ ୭୮୬ କ୍ରମିକ ନୋଟ ଉପରେ ପ୍ରାୟ ତିନି ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ବୋଲି ଲଗେଇ ପାରିବେ ଗ୍ରାହକ।ଆଉ ଯଦି ଆପଣଙ୍କ ପାଖରେ ୭୮୬ କ୍ରମିକ ନୋଟ ନାହିଁ ତାହେଲେ ଆପଣ ସମାନ ନମ୍ବର୍ ଥିବା ନୋଟ ଦ୍ୱାରା ରୋଜଗାର କରି ପାରିବେ।ନିକଟରେ ଏକ ଦଶଟଙ୍କିଆ ନୋଟ ମିଳିଥିଲା ଯାହାର ନମ୍ବର୍ କ୍ରମିକ ଥିଲା।ଆଉ ଏହି ନୋଟ ବଦଳରେ ବୋଲି ଲଗେଇଥିବା ଗ୍ରାହକଙ୍କୁ ତିନି ହଜାର ତିନିସହ ଟଙ୍କା ମିଳିଥିଲା।ଆଉ ଆପଣ ମଧ୍ୟ ସେହି ବିଶେଷ ନୋଟରୁ ରୋଜଗାର କରିବା ପାଇଁ ସକ୍ଷମ ହୋଇପାରିବେ।

ଆଉ ଠିକ ସେହିଭଳି ଆପଣଙ୍କ ପାଖରେ ଯଦି ୧ ଟଙ୍କିଆ ନୋଟ ଅଛି ଆଉ ତାକୁ ୧୯୧୭ ମସିହାରେ ଛପା ଯାଇଅଛି ତାହେଲେ ଏହି ନୋଟର ମୂଲ୍ୟ ବର୍ତ୍ତମାନ ପ୍ରାୟ ୧୦ ହଜାର ୨୫୦ ଟଙ୍କା ରହି ଅଛି।ଆଉ ଆପଣଙ୍କ ପାଖରେ ଯଦି ଏହି ଭଳି କିଛି ପୁରୁଣା ନୋଟ ରହିଛି ତାହେଲେ ଆପଣ ତାର ବୋଲି ଲଗେଇବା ସମୟରେ ଆପଣଙ୍କୁ ପ୍ରାୟ ୧୦ ହଜାର ୨୫୦ ଟଙ୍କା ମିଳିପାରିବ।ଆଉ ତାସହିତ ୧୦ ଟଙ୍କିଆ ପୁରୁଣା ନୋଟ ଯଦି ଆପଣଙ୍କର ୧୯୫୧ ରେ ଛପା ଯାଇଥାଏ ଆଉ ସେ ଧଳା ଓ ହାଲ୍କା ନିଳ ରଙ୍ଗର ହୋଇଥାଏ ତାଆହେଲେ ଏହି ନୋଟରୁ ଆପଣ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ପାଇ ପାରିବେ।ବହୁତ ବର୍ଷ ପୁରୁଣା ଯୋଗୁଁ ଏହି ନୋଟ ବହୁତ କମ ଦେଖିବାକୁ ମିଳିଥାଏ।ତାପରେ ଜାଣିବା ମା ବୈଷ୍ଣଦେବୀଙ୍କ ପାଞ୍ଚ ଓ ଦଶ ଟଙ୍କିଆ ମୁଦ୍ରା ବିଷୟରେ।ଯଦି ଆପଣଙ୍କ ପାଖରେ ପାଞ୍ଚ କିମ୍ବା ୧୦ ଟଙ୍କିଆ ମୁଦ୍ରାରେ ମା ବୈଷ୍ଣଦେବୀଙ୍କ ଚିତ୍ର ଥିବ ତାହେଲେ ଆପଣ ଏହାକୁ ବିକ୍ରି କରି ଟଙ୍କା ରୋଜଗାର କରିପାରିବେ।ଏହି ବିରଳ ମୁଦ୍ରା ଗୁଡିକ ୨୦୦୨ ମସିହାରେ ବୋଲି କରାଯାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.