ବନ୍ଧୁଗଣ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆମେ ଆଜି କିଛି କଷ୍ଟ ପୂର୍ଣ୍ଣ ଜଣା ଅଜଣା ସାଧାରଣ ଜ୍ଞାନ IAS ପରୀକ୍ଷା ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା। ଏହି ପ୍ରଶ୍ନ ଗୁଡ଼ିକ ର ଉତ୍ତର ଅନେକ ଉଚ୍ଚ ପାଠ ପଢ଼ା ବ୍ୟକ୍ତି ମଧ୍ୟ ସଠିକ ଦେଇ ପାରନ୍ତି ନାହିଁ। ଏହି ପ୍ରଶ୍ନ ଗୁଡ଼ିକ ସେତେ ସହଜ ହୋଇନଥାଏ। ଏହି ପ୍ରଶ୍ନ ଗୁଡିକ UPSC ବା IAS , IPS ଇଣ୍ଟରଭିଉ ପରୀକ୍ଷା ରେ ପଚାରାଯାଇଥାଏ।ଆମର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଏହା ଆମକୁ ସମସ୍ତ ସରକାରୀ ଚାକିରି ଏବଂ ଜୀବନ ଜୀବିକାରେ ବହୁତ ସହାୟକ ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜିକେ ନେଇ ଆସିଛୁ । ଯାହାକୁ ପଢି ଆପଣ ଏହି ଓଡିଆ ଜିକେ ବିଷୟରେ ଜାଣି ପାରିବେ । ଆପଣ ପଢିବା ପରେ ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ଆପଣ ଏହାର ଜ୍ଞାନ ଦେଇପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜେନେରାଲ ନଲେଜ ବିଷୟରେ ।
୧: ଭାରତର ସବୁଠାରୁ ଉଚ୍ଚ ନ୍ୟାୟାଳୟ କଣ ଅଟେ ?
ଉତ୍ତର: ଭାରତର ସବୁଠାରୁ ଉଚ୍ଚ ନ୍ୟାୟାଳୟ ଆହ୍ଲାବାଦ ନ୍ୟାୟାଳୟ ଅଟେ ।
୨) ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ?
ଉତ୍ତର : ହରେ କୃଷ୍ଣ ମହତାବ
୩) ବିଶ୍ୱର ସବୁଠାରୁ ବଡ଼ ପାଚେରୀ କଣ ଅଟେ ?
ଉତ୍ତର: ବିଶ୍ୱର ସବୁଠାରୁ ବଡ଼ ପାଚେରୀ ଦ ଗ୍ରେଟ ୱାଲ ଅଫ ଚାଇନା ଅଟେ
୪)ନୀତି ଆୟୋଗର ଅଧକ୍ଷ କିଏ ହୋଇଥାଏ ?
ଉତ୍ତର: ନୀତି ଆୟୋଗର ଅଧକ୍ଷ ପ୍ରଧାନମନ୍ତ୍ରୀ ହୋଇଥାନ୍ତି ।

୫) ଦିଲ୍ଲୀ ଚଲୋ ଡାକରା କିଏ ଦେଇଥିଲେ?
ଉତ୍ତର: ଦିଲ୍ଲୀ ଚଲୋ ଡାକରା ସୁଭାଷ ଚନ୍ଦ୍ର ଵୋଷ ଦେଇଥିଲେ ।
୬) ଭାରତରେ ସବୁଠାରୁ ଅଧିକ ଚନ୍ଦନ ଗଛ କେଉଁ ରାଜ୍ୟରେ ଅଛି?
ଉତ୍ତର: ଭାରତରେ ସବୁଠାରୁ ଅଧିକ ଚନ୍ଦନ ଗଛ କର୍ଣ୍ଣାଟକ ରାଜ୍ୟରେ ଅଛି।
୭) ମେଡିକାଲରେ ନାଲି ରଙ୍କର ଯୁକ୍ତ ଚିହ୍ନ କାହିଁକି ହୋଇଥାଏ ?
ଉତ୍ତର:ଏହା ରେଡ଼ କ୍ରସରକୁ ସୂଚାଏ ଓ ଏହା ଆପାତ କାଳୀନ ପରିସ୍ଥିତିରେ ଆଗକୁ ଯିବାପାଇଁ ସହଜ ହୋଇଥାଏ ।
୮)କେଉଁ ପକ୍ଷୀର ପର ନଥାଏ?
ଉତ୍ତର: କିୱି ପକ୍ଷୀର ପର ନଥାଏ ।

୯) କଳା ଗୋଲାପ କେଉଁ ଦେଶରେ ଦେଖାଯାଏ?
ଉତ୍ତର: କଳା ଗୋଲାପ ତୁର୍କୀ ଦେଶରେ ଦେଖାଯାଏ ।
୧୦) ଆମୀରର କିଲ୍ଲା କେଉଁଠାରେ ଅବସ୍ଥିତ ?
ଉତ୍ତର: ଆମୀରର କିଲ୍ଲା ରାଜସ୍ଥାନରେ ଅବସ୍ଥିତ ।
୧୧) ଲେଖିଥାଏ କିନ୍ତୁ ପେନ ନୁହେଁ,
ଚାଲିଥାଏ କିନ୍ତୁ ଗାଡି ନୁହେଁ,ଟିକଟକ କରେ କିନ୍ତୁ ଘଡି ନୁହେଁ,ତେବେ ମୁଁ କିଏ ?
ଉତ୍ତର : ଟାଇପ ରାଇଟର

୧୨) ନବୀନ ପଟ୍ଟନାୟକ ପ୍ରଥମ ଥର କେଉଁ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ?
ଉତ୍ତର : ୧୯୯୯ ମସିହାରେ,
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ