ନାରୀ ସ୍ତନର ଲକ୍ଷଣ ଦେଖି ଚିହ୍ନିବାର ଉପାୟ।

ନାରୀମାନେ ହେଉଛନ୍ତି ସୌନ୍ଦର୍ଯ୍ୟତାର ମୂର୍ତ୍ତିମନ୍ତ ବିଗ୍ରହ।ନିଜର ସୌନ୍ଦର୍ଯ୍ୟତା ଦ୍ଵାରା ସେ ସମସ୍ତଙ୍କୁ ମୁଗ୍ଧ କରିପାରନ୍ତି।ନାରୀର ସ୍ତନ ଯୁଗଳ ତା ସୌନ୍ଦର୍ଯ୍ୟତାର ଅନନ୍ୟ ଉପଦାନ।ମାତ୍ର ଏଇ ସ୍ତନ ଦ୍ୱାରା ଗୋଟିଏ ନାରୀର ଚରିତ୍ର ବିଷୟରେ ମଧ୍ୟ ପୂର୍ବାନୁମାନ କରାଯାଇପାରେ। ସ୍ତନର ଆକୃତି ତଥା ଆକାରକୁ ଦେଖି ନାରୀ ବିଷୟରେ ସବୁ ତଥ୍ୟ ମଧ୍ୟ ଜାଣିହୁଏ। ନାରୀର ସ୍ତନ ମଧ୍ୟ ବିଭିନ୍ନ ଧରଣର ହେଇଥାଏ।ଯେଉଁ ନାରୀର ସ୍ତନ ଯୁଗଳ,ଘନ,ସୁଗୋଳ,ସ୍ଥୁଳ,କଠିନ, ଉନ୍ନତ ହେଇଥାଏ ସେ ନାରୀ ସୁଲକ୍ଷଣା ହେଇଥାନ୍ତି। ଯେଉଁ ନାରୀ ମାନଙ୍କର ଦୁଇ ସ୍ତନ ମଧ୍ୟରେ ଅଧିକ ଫାଙ୍କା ହେଇଥାଏ ସେମାନେ ସର୍ବଦା ଚିର ଦୁଃଖିନୀ ହେଇଥାନ୍ତି। ସେମାନଙ୍କ ଦୁଃଖ ସର୍ବଦା ବଢିଥାଏ ଏବଂ ଦୁଃଖର କୌଣସି ସୀମା ନଥାଏ। ଯେଉଁ ନାରୀ ଙ୍କର ସ୍ତନ ସୁଉଚ୍ଚ ,ସ୍ଥୁଳ ଏବଂ ଲମ୍ବହୀନ ହେଇଥାଏ ସେମାନେ ମଧ୍ୟ ଗୁଣବତୀ ହେଇଥାନ୍ତି।

ସ୍ତନର ଆକାର ଏବଂ ଆକୃତି ଦେଖି ପୁତ୍ର ସନ୍ତାନ ଏବଂ କନ୍ୟା ସନ୍ତାନର ନିରୂପଣ ମଧ୍ୟ କରାଯାଇପାରିବ।ଗର୍ଭବତୀ ନାରୀର ଡାହାଣ ସ୍ତନ ବାମ ସ୍ତନ ଅପେକ୍ଷା ଅଧିକ ବଡ ହେଲେ ପୁତ୍ର ସନ୍ତାନ ଜନ୍ମ ନିଅ ସେହିପରି ବାମ ସ୍ତନ ଡାହାଣ ସ୍ତନ ଠାରୁ ଅଧିକ ଉନ୍ନତ ହେଲେ କନ୍ୟାସନ୍ତାନ ଜନ୍ମ ନିଏ। ଯେଉଁ ନାରୀ ମାନଙ୍କର ଦୁଇ ସ୍ତନ ମଧ୍ୟରେ ଫାଙ୍କ ଅଳ୍ପ ଥାଏ ସେ ନାରୀ ମାନେ ବହୁତ ଭାଗ୍ୟଶାଳୀ ହେଇଥାନ୍ତି।ଯେଉଁ ନାରୀ ମାନଙ୍କର ସ୍ତନ ଅଧିକ ବଡ ତଥା ପୁରୁ ,ବିପୁଳକାର ହେଇଥାଏ ସେମାନେ ଦୁଶ୍ଚରିତା ହେଇଥାନ୍ତି। ସ୍ତନର ଚାରିପାଖେ କଳା,ସ୍ତନବୁନ୍ଦା ତଥା ଫଟା ଫଟା ହେଇଥାଏ ସେହି ନାରୀମାନେ ଚିର ରୋଗିଣୀ ହେଇଥାଏ। ସର୍ବଦା ସେ କିଛି ନା କିଛି ରୋଗରେ ପଡିଥାଏ।

ତେଣୁ ଏକ ନାରୀ କୁ ସର୍ବଗୁଣା ସମ୍ପନା ସେତେବେଳ କୁହାଯିବ ଯେତେବେଳେ ସେ ସମସ୍ତ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ହେବା ସହିତ ସମସ୍ତ ଗୁଣର ମଧ୍ୟ ଅଧିକାରୀ ହେଇଥିବ।ଏହା ସହିତ ସୁନ୍ଦର ସ୍ତନର ମଧ୍ୟ ଅଧିକରିଣୀ ହେଇଥିବ।ତାର ସ୍ତନଦ୍ଵୟ ସୁଡ଼ଳ ହେବା ସହ ସୁଉଚ୍ଚ ତଥା ସୁଗୋଳ ହେବା ଆବଶ୍ୟକ।ଏହା ଦ୍ଵାରା ସେହି ନାରୀ ସୁଲକ୍ଷଣା ହେଇପାରିବ। ନାରୀଟିଏ ସୌଭାଗ୍ୟବତୀ ହେବ ସହ ଗୁଣବତୀ ମଧ୍ୟ ହେଇପାରିବ।ତେଣୁ ପ୍ରତ୍ୟେକ ନାରୀ କୁ ଏଥି ପାଇଁ ଧ୍ୟାନ ଦେବା ଆବଶ୍ୟକ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.