ମାଳିକା ବଚନ ଭୁବନେଶ୍ଵରରେ ମତିବେ ଆତଙ୍କବଦୀ,ହୋଇଜୀବ ନଷ୍ଟ

ଅନେକ ଲୋକ ମାନଙ୍କ ମଧ୍ୟରେ ପ୍ରଶ୍ନ ଥାଏ ଯେ ମାଳିକା ରେ ଥିବା କଥା ର କିଛି ସତ୍ୟାସତ୍ୟ ରହିଛି ନା କିଛି ମନଗଢ଼ା କାହାଣୀ ଲେଖା ହେଇଛି।ଯଦି ରହିଛି ତେବେ ଘଟଣା ଘଟିବା ପୂର୍ବରୁ କାଇଁ କହୁନାନାହାନ୍ତି ଘଟଣା ଘଟିସରିବା ପରେ କାହିଁକି କହୁଛନ୍ତି?ମହାପୁରୁଷ ମାନେ ବିଭିନ୍ନ ମାଳିକାରେ ବିଭିନ୍ନ କଥା ଲେଖିଛନ୍ତି।ସେମାନେ ଭୁବନେଶ୍ୱର ବିଷୟରେ ମଧ୍ୟ ଅନେକ କଥା ଲେଖିଛନ୍ତି।
ଶିବକଲ୍ପ ନବଖଣ୍ଡ ଦିଗନ୍ତରେ ଲେଖିଥିଲେ ,
“ଭୁବନେଶ୍ୱରରେ ଭୈରବୀ ଡାକିବ ନିଶାଅର୍ଧରେ ରହିଁଣ
ବାସୁଆ ବଳଦ ଉଭହେଇଥିବା ଏକ ପାଡେଣ ନୃତ୍ୟେଣ”

ଅର୍ଥାତ ଭୁବନେଶ୍ୱର ରେ ରାତି ଅଧ ରେ ଭୈରବୀ ଡାକିବା।ମାଳିକାରେ ବର୍ଣ୍ଣିତ କଥା ଲୋକମାନଙ୍କୁ ସତର୍କ କରେଇଦବା ପାଇଁ ଉଦ୍ଦିଷ୍ଟ।ଭୁବନେଶ୍ୱର ବିଷୟରେ ଆହୁରି ମଧ୍ୟ ଅନେକ କଥା ଲେଖାଯାଇଛି।ଵଲରାମ ଦାସ କଳି ଆଗତ ମାଳିକା ରେ ମଧ୍ଯ ଲେଖିଛନ୍ତି ଯେ

“ଶାଳ ଶିଳ ବଟରେ ଜାଏ, ଗୁପତେ ଅଛନ୍ତି ଥୋକାଏକାଳ ପ୍ରମାଦଟି ପଡିବ,କେ ତାହା ଜାଣି ନପାରିବଶୁଣ କହିବା ତାଂହା,ତୋତେ ମୋହର ନାହିଁ ମାୟାଘୋରଗର୍ଜନ ନାଦ ଘୋର,ପ୍ରମାଦ ପଡିବ ସଂସରଭୁବନେଶ୍ୱରଠାରେ ଜାଣ,ବିନ୍ଦୁଯେ ସରୋବର ପୁଣସେଠାରେ ଫାଟଉଧେଇବ,କେହି କାହାକୁ ନକହିବସଂଗ୍ରାମଲାଗିବଟି ପୁଣ,ଚବିଶଅଙ୍କ ରେ ପ୍ରମାଣଚଇତ୍ରମାସ ମଧ୍ୟରେ,ମଙ୍ଗଳବାର ସେଦିନରେସେଦିନ ସୈନ୍ୟଟି ଆସିବେ,ଓଡ଼ିଶା ଭିତରେ ପଶିବେଘୋରପ୍ରମାଦହେବ ଜାଣ,ତୋତେ କହିଲୁ ଭକ୍ତେ ଶୁଣ”ମହାପୁରୁଷ କହୁଛନ୍ତି ଯେ ଚୈତ୍ରମାସ ହେଇଥିବ ସେଦିନ ମଙ୍ଗଳ


ବାର ହେଇଥିବ ବିନ୍ଦୁସରବର ପାଖରେ ଘୋରଯୁଦ୍ଧ ଆରମ୍ଭ ହବ।ଭୁବନେଶ୍ୱରରେ ବିଦେଶୀ ଶତ୍ରମାନେ ପଶିବେ।କିଛି ଆତଂକବାଦୀ ତଥା କିଛି ସନ୍ତ୍ରାସବାଦୀ ପଶିପାରନ୍ତି ତଥା କିଛି ଜନବିରୋଧୀ ଗୋଷ୍ଠୀ ଆନ୍ଦୋଳନ କରିପାରନ୍ତି।ଏପରି ଘଟଣା ଅନେକଥର ଘଟିବ।ମହାପୁରୁଷ କହିଛନ୍ତି ଚୈତ୍ରମାସ ମଙ୍ଗଳବାର ମାସ କହିଛନ୍ତି ବାର ମଧ୍ୟ କହିଛନ୍ତି।ଭୁବନେଶ୍ୱର ରେ ନାନା ପ୍ରକାରର ଘଟଣା ଘଟିବ।ଭୁବନେଶ୍ୱର ହେଉଛି ଭଗବାନ ଶିବଙ୍କ କ୍ଷେତ୍ର।ଏହା ହେଉଛି ଏକାମ୍ର କ୍ଷେତ୍ର।ଯେଉଁଠି ଖଣ୍ଡଗିରି ଗୁପ୍ତେ ସିଦ୍ଧ ସାଧୁ ମାନେ ଅଛନ୍ତି।ଯେଉଁଠାରେ ସାଧୁସନ୍ଥମାନେ ରହିବାକଥା, ସେଠାରେ ଯଦି ଆମେ ଭୋଗବିଳାସ ରେ ଲିପ୍ତ ରହିବା ତେବେ ନିଶ୍ଚୟ କିଛିକିଛି ଦୈବିଗନ୍ଧ ଆସିବ।

କିନ୍ତୁ ଭୁବନେଶ୍ୱର ନଷ୍ଟ ହେବନି ଧ୍ୱଂସ ହେବନି।କିଛି ପାପୀ ମାନେ ନଷ୍ଟ ହେବେ।କିଛି ଦୋଷୀ ମାନଙ୍କୁ ଦଣ୍ଡ ମିଳିବ।ପାପର କ୍ଷୟ ହବ ।ଭୁବନେଶ୍ୱରରେ ଶାନ୍ତି ଫେରିଆସିବ।ମନ୍ଦିରମାଳିନୀନଗରୀ ଭୁବନେଶ୍ୱରରେ ଭକ୍ତମାନଙ୍କର ଜନ୍ମ ହେବ।ଏହା ଓଡ଼ିଶାର କୀର୍ତ୍ତିରାଜିକୁ ବହନ କରିଚାଲିଥିବ।ଓଡ଼ିଶାର ଐତିହ ସଂସ୍କୃତିର ମୂକସାକ୍ଷୀ ହେଉଛି।ଭୁବନେଶ୍ୱର।ସେ ଓଡ଼ିଶାର ଗର୍ବ ଗୌରବକକୁ ବହନ କରିଚାଲୁଥିବ।ତେଣୁ ଏହା ମଧ୍ୟ କୁହାଯାଏକି ମାଳିକାବଚନ କିକରିବା ଆନ।ତେଣୁ ମାଳିକାବଚନ ସର୍ବଦା ସତ ହେଇଥାଏ।ଏହି ବଚନ ପ୍ରତି ଭୟଭୀତ ନ ହେଇକି ସତର୍କ ରହିବାକୁ ପଡିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.