ପପୁଙ୍କ ସମ୍ପତ୍ତି ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ ବାପ୍ ରେ ଏତେ ଅଧିକ

ପପୁ ପମ୍ ପମ୍ ଙ୍କର ଘର ଏବଂ ସମ୍ପତି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ?

ପପୁ ପମ୍ ପମ୍ ଏକାଧାରରେ ଜଣେ ଅଭିନେତା,ହାସ୍ୟକାର ତଥା ଜଣେ ଉଚ୍ଚକୋଟୀରର ସଙ୍ଗୀତକାର।ସେ ଅନେକ ଚଳଚ୍ଚିତ୍ରରେ ମୁଖ୍ୟଅଭିନେତା ତଥା ପାର୍ଶ୍ଵ ଅଭିନେତା ଭାଭେ କାମ କରିଛନ୍ତି।ଜଣେ ହାସ୍ୟକାରଭାଭେ ନିଜର ଯାତ୍ରା ଆରମ୍ଭ କରିଥିଲେ।ତାଙ୍କୁ କମେଡି କିଙ୍ଗ ମଧ୍ୟ କୁହ ଯାଇଥାଏ।ମାତ୍ର ସମୟକ୍ରମେ ପାର୍ଶ୍ଵ ଅଭିନେତା ଭାଭେ ଅନେକ ଚଳଚିତ୍ରରେ ଆସିଛନ୍ତି।

ଏବଂ ତା ପରେ ଅଭିନେତା।ତାଙ୍କ ଅଭିନୀତ ଚଳଚିତ୍ର ବହୁତ ପ୍ରସିଦ୍ଧି ଲାଭ କରିଛି।ତାଙ୍କ ସୁମଧୁର କଂଠରେ ମଧ୍ୟ ସେ ଅନେକ ଗୀତ ଗାଇଛନ୍ତି।ଗୀତଗୁଡିକ ମଧ୍ୟ ଖୁବ ଲୋକପ୍ରିୟ ହେଇଛି।ତେଣୁ ଚଳଚିତ୍ରଜଗତର ସେ ଜଣେ ଚର୍ଚିତ ଚେହେରା।କିନ୍ତୁ ଆପଣ ମାନେ ଯଦି ତାଙ୍କ ସମ୍ପତ୍ତି ବିଷୟରେ ଜାଣିବେ ଆପଣ ଆଶ୍ଚର୍ଯ୍ୟ ହେବେ।ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ତାଙ୍କ ସମ୍ପତ୍ତି ବିଷୟରେ।

ପପୁ ପମ୍ ପମ୍ ଙ୍କର ଜନ୍ମ ମୟୁରଭଞ୍ଜଜିଲ୍ଲାରେ।ତାଙ୍କ ବାପା ଜଣେ ପ୍ରଧାନଶିକ୍ଷକ ଥିଲେ।ପପୁ ପମ୍ ପମ୍ ପିଲାବେଳୁ ଭଲ ପାଠ ମଧ୍ୟ ପଢୁଥିଲେ। ପାଠପଢିବା ସହ ଭଲ ଅଭିନୟ ମଧ୍ୟ କରୁଥିଲେ।ଓଲିଉଡ଼ ଜଗତରେ ସେ ୨୦୧୦ ମସିହାରେ ପାଦ ଦେଇଥିଲେ।ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ତୁ ମୋ ଆଖିର ତାରା।ଏହି ଚଳଚିତ୍ରରେ ସିଦ୍ଧାନ୍ତ ହିରୋ ହେଇଥିଲେ ମଧ୍ୟ ପପୁଙ୍କର ଏକ କ୍ଷୁଦ୍ର ଭୂମିକା ଲୋକମାନଙ୍କୁ ଖୁବ ପସନ୍ଦ ଆସିଥିଲା।ସେ ପାଖାପାଖି ୧୫ ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ରରେ କାମ କରିସାରିଲେଣି।ଅନେକ ଚଳଚିତ୍ରରେ ସେ ହିରୋମଧ୍ୟ ହେଇଛନ୍ତି।ତାଙ୍କ ଅଭିନୀତ ଚଳଚିତ୍ର ଆମେ ତ ଟୋକା ଷଣ୍ଢମାର୍କା ବହୁତ ଲୋକପ୍ରିୟ ହେଇଥିଲା।୨୦୧୪ ରେ ସେ ରାଜନୀତିରେ ମଧ୍ୟ ପାଦ ଦେଇଥିଲେ।

ବିଜେଡ଼ି ଦଳ ପକ୍ଷରୁ ତାଙ୍କୁ ଏମଏଲଏ ପାଇଁ ଟିକେଟ ମିଳିଥିଲା।ମାତ୍ର ସେ ହରିଯାଇଥିଲେ।ଏହା ସହିତ ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଗୋଟିଏ ପୁଅ ଗୋଟିଏ ଝିଅ ଅଛନ୍ତି।ତାଙ୍କର ଅନେକ ସମ୍ପତ୍ତି ମଧ୍ଯ ରହିଛି।ମୟୁରଭଞ୍ଜରେ ତାଙ୍କର ଏକ ବିଶାଳକାୟ ଘର ରହିଛି।ଏହା ସହ ସେ ବହୁତ ଅର୍ଥମଧ୍ୟ ଉପାର୍ଜନ କରିଥାନ୍ତି।ସେ ଅନେକ ଟିଭି ସୋ ମଧ୍ୟ କରିଥାନ୍ତି।ଏକ୍ସଉଇଜ ମି ଯାହା କହିବି ସତ କହିବି ତାଙ୍କର ଏକ ଲୋକପ୍ରିୟ ଟିଭି ସୋ।ଶୁଣାଯାଏ ଯେ ଏହି ସୋ ର ଗୋଟେ ଏପିସୋଡ୍ ପାଇଁ ସେ ପାଖାପାଖି ୧ଲକ୍ଷ ଟଙ୍କା ନେଇଥାନ୍ତି।ସେ ବହୁତ ବ୍ରାଣ୍ଡର ପ୍ରମୋସନ କରିଥାନ୍ତି।

ପ୍ରତି ମାସରେ ତାଙ୍କର ଗୋଟିଏ ସୁପରହିଟ ଗୀତ ମଧ ଆସିଥାଏ।ତାଙ୍କର ୟୁଟୁବ ରେ ମଧ୍ୟ ପପୁ ପମ୍ ପମ୍ କ୍ରିଏସନ ନାମରେ ଗୋଟେ ଚ୍ୟାନେଲ ମଧ୍ୟ ରହିଛି।ସେଥିରୁ ମଧ୍ୟ ସେ ବିପୁଳ ଅର୍ଥ ଉପାର୍ଜନ କରିଥାନ୍ତି।ସେ ଗୋଟିଏ ଚଳଚ୍ଚିତ୍ର ରେ କାମ କରିବା ପାଇଁ ପାଖାପାଖି ୨ଲକ୍ଷ ଟଙ୍କା ନେଇଥାନ୍ତି।ତାଙ୍କର ସମୁଦାୟ ସମ୍ପତ୍ତିକୁ ଯଦି ଆମେ ଦେଖିବା ତେବେ ତାହା ପାଖାପାଖି ୭୦ ଲକ୍ଷ ଟଙ୍କାର ହେବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.