ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ଦୁଃଖ କଣ …?
ସକାଳେ 7 ଟା ରେ ନିଦ ଭାଙ୍ଗିବ ଓ ଜାଣିବା କି ଆଉ ପୁଣି ଶୋଇବାର ନାହିଁ …!
ଖୁସି କଣ …?
ରାତି 2 ଟା ରେ ନିଦ ଭାଙ୍ଗିବ ଓ ଜାଣିବା କି
ଏବେ ଆହୁରି 5 ଘଣ୍ଟା ଶୋଇବାର ଅଛି …!
ଡବଲ ଖୁସି କଣ …?
ରାତିରେ ନିଦ ଭାଙ୍ଗିବା ପରେ ଜାଣିବା କି
କାଲି ତ ଛୁଟି ଅଛି ….!

୨) ଜଣା ଅଛି ବିଦେଶରେ ଛାଡପତ୍ର ଦେବା ବହୁତ ସହଜ ଅଟେ …!
ପତ୍ନୀ – ଜାଣିଛି , ସେଇଥି ପାଇଁ ତ ସେଠିକାର ଝିଅମାନେ ବାହାଘର ବେଳେ କାନ୍ଦନ୍ତି ନାହିଁ …!!
ପାପା – ପୁଅ, ତୁ ପାସ ହଅ, ନହେଲେ ଫେଲ
ମୁଁ ତତେ ନିଶ୍ଚୟ ବାଇକ ଟେ ଦେବି
ପାପା- ପାସ ହେଇଗଲେ କଲେଜ ଯିବା ପାଇଁ ଓ ଫେଲ ହେଇଗଲେ କ୍ଷୀର ବିକିବା ପାଇଁ
୩)ସନ୍ଧ୍ୟାରେ ସ୍ଵାମୀ ଆସିବା ମାତ୍ରେ ସ୍ତ୍ରୀ କଳି କରିବା ଆରମ୍ଭ କରିଦେଲା ।
ଚିନ୍ତିତ ସ୍ଵାମୀ – ଆରେ ଦିନ ସାରା କାମ କରି ଥକି ଯାଇଛି ଟିକେ ଫ୍ରେସ ତ ହେବାକୁ ଦେ …
ପତ୍ନୀ – ମୁଁ ବି ତ ଦିନ ସାରା ଏକୁଟିଆ ଥିଲି,
ତ ମୁଁ ବି ଫ୍ରେଶ ହଉଛି
୪) ସ୍ତ୍ରୀ- ଯଦି ମୁଁ କୌଣସି ଯବାନ ପୁରୁଷକୁ କିସ୍ କରିବି ତା ହେଲେ କଣ ହେବ ବାବା ?
ବାବା- ନର୍କକୁ ଯିବ ତମେ ?
ସ୍ତ୍ରୀ- ଆଛା, ଯଦି ମୁଁ ତୁମକୁ କିସ୍ କରିବି ତା ହେଲେ ?
ବାବା- ଚାଲାଖ ଅଛ, ସ୍ଵର୍ଗକୁ ଯିବା ପାଇଁ ଚାହୁଁଛ ତମେ ଯାହା ଲାଗୁଛି ।
୫)ସର୍ଦାର୍ ନିଜ ସ୍ତ୍ରୀ ସହ କଫି ହାଉସ୍ ରେ ସର୍ଦାର୍- ଜଲଦି ପି, କଫି ଥଣ୍ତା ହୋଇଯୀବ, ସ୍ତ୍ରୀ-ତାପରେ କଣ ହେବ ? ସର୍ଦାର୍- ମୁର୍ଖ, ମେନୁ କାର୍ଡ ଦେଖ୍ , ହଟ୍ କଫି- ୧୫ ଟଙ୍କା , କୋଲଡ୍ କଫି-୪୫ ଟଙ୍କା ।

୬) ଗ୍ରାହକ- ଭାଇ ୭ ଟି ସିଙ୍ଗଡା ଦିଅ ଦୋକାନୀ- ଠିକ୍ ଅଛି, ପଲିଥିନରେ ଦେବି କି ? ଗ୍ରାହକ-ନା ପେନଡ୍ରାଇଭ୍ ଆଣିଛି, ସିଙ୍ଗଡା ଫୋଲଡର୍ କରି ସେଥିରେ ପକାଇଦେ ଶଳା ।
୭) ବାପା- ତୁ ପୁଅ ଆମ ବାଘ ଛୁଆ ଟେ, ଓ ସେଇ ବାଘ ମୁଁ ଅଟେ , ପୁଅ- ବାପା ସ୍କୁଲ୍ ଶିକ୍ଷକ ବି ଏଇ କଥା କହୁଛନ୍ତି , କି ତୁ କେଉଁ ପଶୁ ଛୁଆ?
୮) ଗୋଟେ ଫ୍ଲାଇଟ୍ ରେ ଏକ ସୁନ୍ଦର ମହିଳା ସାଥିରେ ବସିଥିବା ଦେଖି ଜଣେ ବ୍ୟକ୍ତିକୁ ପଚାରିଲା , ଭଲ ପରଫ୍ୟୁମ୍ କେଉଁ ପରଫ୍ୟୁମ୍ ଏଇଟା ? ମୁଁ ମୋର ସ୍ତ୍ରୀକୁ ଗିଫ୍ଟ କରିବାକୁ ଚାହୁଁଛି , ସେହି ମହିଳା କହିଲା ଛାଡନ୍ତୁ ଗିଫ୍ଟ କରନ୍ତୁ ନାହିଁ । ନହେଲେ କେଉଁ ଗଧକୁ ତାଙ୍କ ସହ କଥା ବାର୍ତ୍ତା କରିବାକୁ ମିଳିଯିବ ।
୯) ମ୍ୟାଡମ – ପୁଅ, ମାନି ନେ ଯଦି ଚୋର ପଛ ପଟୁ ଘରେ ପଶିଯାଏ,
ତ ତୁ ସବୁଠୁ ପ୍ରଥମେ କଣ କରିବୁ ?
ପିଲା- ତ ମୁଁ 001 ରେ କଲ କରିବି
ତ ପୋଲିସ ବି ପଛ ପଟୁ ହିଁ ଆସିବ

୧୦) ଥରେ ବୋହୂ ନିଜ ଶାଶୁଙ୍କର ଗୋଡ଼ ଘଷୁଥିଲା ଭୂଲରେ ଶାଶୁ ର ଲୁଗା ଟେକି ହେଇଗଲା
ବୋହୂ କହିଲା : ପ୍ରଣାମ!
ଶାଶୂ : କାହାକୁ ପ୍ରଣାମ କରୁଚୁ?
ବୋହୂ : ଶଶୁରଙ୍କ ରଣ ଭୂମି ଏବଂ ସ୍ୱାମୀ ଙ୍କ ଜନ୍ମ ଭୂମି କୁ..
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ