ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ଚିକିତ୍ସା ପାଇଁ ଆପୋଲୋ ଯାଉଥିଲେ ସାବଧାନ। ଚିକିତ୍ସା ନା ରେ ଚୂନ ଲଗାଉଛି ଆପୋଲୋ।ଶେଷ ରେ ଶିକାର ହୋଇପାରନ୍ତି ଆପଣ।ବାରମ୍ବାର ଆସୁଛି ଆପୋଲୋ ନା ରେ କେଳେଙ୍କାରୀ ର ଅଭିଯୋଗ।ପୁଣି ଆପୋଲୋ ନା ରେ ଆସିଛି ଆଉ ଏକ ଅଭିଯୋଗ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛି ଆପୋଲୋ ହସ୍ପିଟାଲ।ଦିନ ଦ୍ୱିପ୍ରହର ରେ ଆଖି ରେ ଆଙ୍ଗୁଳି ଗେଂଜି ରୋଗୀଙ୍କୁ ଶୋଷଛି ଆପୋଲୋ।ଆଉ ଆପୋଲୋ ବିରୋଧରେ ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କଟକ ବକ୍ସି ବଜାର ର ଆଦର୍ଶ ଦାସ।ତାଙ୍କ କହିବା ଅନୁସାରେ ତାଙ୍କ ସମ୍ପର୍କୀୟ ଦେହ ଅସୁସ୍ଥ ଥିବାରୁତାଙ୍କୁ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲ ଆଣିଥିଲେ।

କିନ୍ତୁ ଏଠି ଯେ ଭଳି ଭାବରେ ମେଡିକାଲ ତାଙ୍କୁ ଶୋଷଣ କରିଛି ସେ ଚିନ୍ତା ରେ ପଡିଛନ୍ତି।ମନ ଇଛା ବିଲ କରିଛି ଆପୋଲୋ।କହୁଛି ଗୋଟିଏ ରେଟ ଆଉ ନେଉଛି ଆଉ ଗୋଟିଏ ରେଟ।ବାମ ହାତ ଡାହାଣ ହାତ କରି ବିଲ କରିଛନ୍ତି ମେଡିକାଲ କତ୍ତୃପକ୍ଷ।ଆଉ ହିସାବ ମାଗିଲେ କତ୍ତୃପକ୍ଷ ହେଉଛି ଥା..ଥା..ମା..ମା..ହେଉଥିବାର ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ।
ଆଦର୍ଶ ଙ୍କ କହିବା ଅନୁସାରେ ତାଙ୍କୁ କହିଥିଲେ କି ICUର ଚାର୍ଜ ହେଉଛି ୬୫୦୦। ଆପଣଙ୍କର ୬୫୦୦ ଟଙ୍କା ରେ ହେଇଯିବ।କିନ୍ତୁ ୪୦୦୦୦ ଟଙ୍କା ପଡୁଛି ଚାରି ଦିନ କୁ ।କେମିତି ତିଆରି ହେଇଚି ଏ ବିଲ?…
କଟକ ବକ୍ସି ବଜାର ଅଞ୍ଚଳ ର ପ୍ରୀତିଲତା ଅସୁସ୍ଥ ହୋଇଥିବାରୁ ତାଙ୍କୁ ଭର୍ତି କରାଯାଇଥିଲା ଆପୋଲୋ ରେ।ଭର୍ତ୍ତି ହେବା ପରେ ଆପୋଲୋ ଆରମ୍ଭ କରିଦେଇଥିଲା ଶୋଷଣ ମନ ଇଛା ମାସ୍କ ଆଉ ଗ୍ଲୋଭସ ଏବଂ ଇଂଜେକସନ ପକାଇ ବିଲ କରିଥିଲା ଆପୋଲୋ ।ଦିନ ରେ ଗୋଟିଏ ରୋଗୀ ପିଛା ୫୦ଟା ଗ୍ଲୋଭସ ଆଉ ୩୦ ଟି ମାସ୍କ ର ଲିଷ୍ଟ ରହିଛି।କୋଭିଡ ର ଲୁଟ ଚାଲିଛି ଆପୋଲୋ ରେ ।ଅଯଥା ଏକ୍ସ ରେ କରୁଛନ୍ତି ଆପୋଲୋ ରେ।
ସରକାର ଜମି ରେ ହସ୍ପିଟାଲ କରି ଶୋଷଣ କରୁଛି ରୋଗୀଙ୍କୁ। ଶବ ବନ୍ଧା ରଖିବା ସହିତ ରୋଗୀ ଶୋଷଣ ଅଭିଯୋଗ ଆସିଛି। ସବୁ ଦେଖି ନ ଦେଖିଲା ପରି ରହୁଛି ସ୍ୱାସ୍ଥ୍ୟ ବିଭାଗ ।ନୀରବ ଦ୍ରଷ୍ଟା ସାଜିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।ଆପୋଲୋ ବିରୋଧ ରେ ଅଭିଯୋଗ ନେବାକୁ ସାହାସ ଜୁଟାଇପାରୁନାହାନ୍ତି ମନ୍ତ୍ରୀ। ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଉପରେ ରହିଛି କି ଅଦୃଶ୍ୟ ଚାପ…?କାହିଁକି ଆକ୍ସନ ନେଉ ନାହାନ୍ତି ମନ୍ତ୍ରୀ ଏହକୁ ନେଇ ସୃଷ୍ଟି ହେଉଛି ବଡ ପ୍ରଶ୍ନ ।
ଆପୋଲୋର ଶୋଷଣ ଦିନକୁ ଦିନ ବଢି ଚାଲିଛି । ରୋଗୀମାନେ ପଡୁଛନ୍ତି ବହୁତ ଅସୁବିଧାରେ ।କୋଭିଡ ନା ରେ ଶୋଷଣ କରିଚାଲିଛି ରୋଗୀଙ୍କୁ । ରୋଗୀଙ୍କ ସମ୍ପର୍କୀୟ ହେଉଛନ୍ତି ହତାଶ କଣ କରିବେ ବୁଝିପାରୁନାହାନ୍ତି ରୋଗୀଙ୍କ ସମ୍ପର୍କୀୟ ।କଣ ପାଇଁ ମନ୍ତ୍ରୀ ନବ ଦାସ ନେଉନାହାନ୍ତି ଆକ୍ସନ ।ଏହାକୁ ନେଇ ସୃଷ୍ଟି ହଉଚି ବିଭିନ୍ନ ପ୍ରକାରର ପ୍ରଶ୍ନ

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ