ଶୀତଦିନ ଫଟା ଗୋଇଠି ର ଏକମାତ୍ର ଘରୋଇ ଉପଚାର, ସମସ୍ୟାର100% ସମାଧାନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ଫଟା ଗୋଇଠି ର ଉପଚାର କରନ୍ତୁ ଘରୋଇ ଉପାୟରେ।ଆପଣ ନିଜ ଫଟା ଗୋଇଠିର ଉପଚାର କରିପାରିବେ ଏବଂ ତାହାକୁ ଆହୁରି ସୁନ୍ଦର କରିପାରିବେ।ସାଧାରଣତଃ ତ୍ବଚା ର ଯତ୍ନ ନ ନେଲେ ଅଥବା ଅପରିଷ୍କାର ରହିଲେ ଗୋଇଠି ଫାଟିଥାଏ।ଆପଣଙ୍କ ଗୋଡ ସୁନ୍ଦର ଦେଖାଯାଇନଥାଏ।ତେଣୁ ଏମିତିକିଛି ଉପାୟଅଛି ଯାହାଦ୍ୱାରା ଆପଣ ଏହି ସମସ୍ୟାରୁ ରକ୍ଷା ପାଇପାରିବେ।ତେବେ ଆସନ୍ତୁ ଜାଣିବା।

ପ୍ରଥମେ ଆମେ କିଛି କୋଲ୍ ଗେଟ୍ ପେଷ୍ଟ ନବା।କାରଣ ଏହି ପେଷ୍ଟରେ ଏପରି କିଛି ଉପାଦାନ ରହିଛି ଯାହା ଆପଣଙ୍କ ତ୍ବଚା ର ଅନେକ ଗଭୀରକୁ ଯାଇଥାଏ।ଏହା ଆପଣଙ୍କ ତ୍ବଚାକୁ ସୁନ୍ଦର କରେଇଥାଏ।କାରଣ ଏହା ରକ୍ତ ସଞ୍ଚାଳନ କ୍ଷୀପ୍ରଗତିରେ କରେଇଥାଏ।ତେଣୁ କିଛି ପେଷ୍ଟ ଏକ ସଫା ବୋତଲରେ ନିଅନ୍ତୁ।ଏହା ସହ କିଛି ଇଭିଏମ୍ ଭିଟାମିନ୍ କ୍ୟାପସୁଲ୍ ସେହି ବୋତଲରେ ନିଅନ୍ତୁ।ଆପଣ ଜାଣିଛନ୍ତି ଯେ ଭିଟାମିନ୍ ଇ ଆପଣଙ୍କ ତ୍ୱଚା କୁ ସୁନ୍ଦର କରେଇବା ସହ ସତେଜ ମଧ୍ୟ କରେଇଥାଏ।

ଶେଷରେ କିଛି ପରିମାଣର ଲେମ୍ବୁ ମଧ୍ୟ ମିଶେଇବା।ଲେମ୍ବୁରେ ଭିଟାମିନ୍ ସି ଏବଂ ସାଇଟ୍ରିକ୍ ଏସିଡ୍ ଥାଏ।ଏହା ତ୍ବଚାରେ କ୍ଷୁଦ୍ର ଛିଦ୍ରଗୁଡିକୁ ଖୋଲିଦିଏ।ଫଳରେ ସେଠାରେ ରକ୍ତ ସଞ୍ଚାଳନ ଜଲଦି ହେଇଥାଏ।ତେଣୁ ଅଳ୍ପ ପରିମାଣର ଲେମ୍ବୁରସ କିଛି ମିସେଇଦେବା ଯେପରିକି ଏକ ଲେପନ ପ୍ରସ୍ତୁତ ହେଇଯିବ।ଏହାକୁ ଭଲକରି ମିଶେଇଦେବେ।ଏହାର ପରିମାଣ ମଧ୍ୟ ଆପଣ ବଢ଼େଇପାରିବେ।ଆପଣଙ୍କ ଗୋଇଠି କେତେ ଫାଟିଛି ସେହି ହିସାବରେ ଏହାକୁ ଆପଣ ପ୍ରସ୍ତୁତ କରିବେ।ଏହି ଲେପନ କୁ ମିଶେଇକି ପତଳା କରିଦେବେ ଯାହାଫଳରେ ଆପଣ ଅତ୍ୟନ୍ତ ଭଲଭାବରେ ନିଜ ଗୋଇଠିରେ ଲାଗେଇପାରିବେ।

ଏହାକୁ ରାତିରେ ଶୋଇବା ପୂର୍ବରୁ ଆପଣଙ୍କ ଗୋଇଠିରେ ଲଗେଇଦେବେ।୪ ରୁ ୫ ମିନିଟ ଯାଏଁ ଏହାକୁ ଭଲ ଭାବେ ଆପଣଙ୍କ ଗୋଇଠିରେ ଘଷିବେ ଯାହାଦ୍ୱାରା କି ଲେମ୍ବୁ ଆପଣଙ୍କ ତ୍ୱଚା ର ଗଭୀରକୁ ଯାଇପାରିବ।ଭିଟାମିନ୍ ଇ ଆପଣଙ୍କ ତ୍ୱଚାକୁ ସତେଜ କରିଦେବ।କୋଲ୍ ଗେଟ୍ ଆପଣଙ୍କ ଫଟା ଗୋଇଠିକୁ ଜଲଦି ଭଲ କରିଦେବ।ଏହି ମିଶ୍ରଣକୁ ଆପଣ ଭଲ ଭାବେ ଆପଣଙ୍କ ଗୋଇଠିରେ ଘଷିବେ।ଆପଣ ଜାଣିଛନ୍ତି ଯେ କୋଲ୍ ଗେଟ୍ ଶୀଘ୍ର ଶୁଖିଯାଏ।ତେଣୁ ସୁଖିଗଲାପରେ ଏହାକୁ ଥଣ୍ଡାପାଣିରେ ଭଲ ଭାବେ ଧୋଇଦେବେ।ଯାହାଦ୍ଵାରା ଏହା ଆପଣଙ୍କ ତ୍ୱଚାରୁ ସମ୍ପୂର୍ଣ୍ଣ ହଟିଯିବ।

ଦୁଇ ତିନି ଥର ବ୍ୟବହାରପରେ ଆପଣ ଦେଖିପାରିବେ କି ଆପଣଙ୍କ ଗୋଇଠି ପୂର୍ବପରି ହେଇଯାଇଥିବ ଏବଂ ଏହାର କୌଣସି ସାଇଡ୍ ଇଫେକ୍ଟ ମଧ୍ୟ ନାହିଁ।ତେଣୁ ଏହି ଉପାୟରେ ଆପଣ ଖୁବଶୀଘ୍ର ଆପଣ ନିଜ ଗୋଇଠି ଫଟା ସମସ୍ୟାରୁ ଉପଶମ ପାଇପାରିବେ।ଆପଣଙ୍କର ତ୍ୱଚା ଆହୁରି ଉଜ୍ଜ୍ୱଳ ହେଇଯାଇଥିବ।ଆପଣଙ୍କର ଆଉ କୌଣସି ସମସ୍ୟା ମଧ୍ୟ ରହିବନାହିଁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.