ଭାଇରାଲ ହେଲା ସୁର ଭାଇଙ୍କ ଏହି ଗୀତ, ସୋସିଆଲ ମିଡିଆରେ ହେଲା ଚର୍ଚା ଦେଖନ୍ତୁ ଭିଡିଓ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ଓଡିଶାରେ ଜଣାଶୁଣା ସୁର ରାଉତରାୟ ଯିଏ କି କଗ୍ରେଂସର ବହୁ ଟାଣୁଆ ନେତା | ବହୁ ସମୟରେ ତାଙ୍କ ଡାଇଲକ କୁ ନେଇ ସେ ଚର୍ଚାରେ ରହିଥାନ୍ତି | ସେ ଜଣେ ବିଧାୟକ ଭାବରେ ବହୁ କ୍ଷତନାମା ଅର୍ଜନ କରିଛନ୍ତି | ନିକଟରେ ସେ ଏକ ଗୀତା ଗାଇଛନ୍ତି, ଯେଉଁଥିରେ କିଛି ସଂଳାପ ଗାଇବାର ଦେଖା ଦେଇଛି | ଜାପାନୀ ଭାଇଙ୍କ ଦ୍ଵାରା ମ୍ୟୁଜିକ ଦିଆଯାଇଛି,ଏବଂ ଏହି ଗୀତକୁ ଦେଖିଛନ୍ତି ତପୁ ନାୟକ | ଗୀତର ନା ହେଉଛି ରଙ୍ଗବତୀ | youtube ରେ ଗୀତର ଷ୍ଟୂଡିଓ ମେକିଙ୍ଗ ଅପଲୁଡ ହୋଇଥିଲା |

ସେଥିରେ ଓଡିଶା ର ପବ୍ଲିକ ଆଉ ରାଜନେତାମାନେ ସୁର ବାବାଙ୍କୁ ଟ୍ରୋଲ କରୁଛନ୍ତି | ବୁଢା ବୟସରେ ସୁର ଙ୍କ ଯାବନୀ ଆସୁଛି, ସେ ରାଜନୀତି କରିବେ ନା ଗୀତ ଗଇବେ ,ପବ୍ଲିକ ଏମିତି କମେଣ୍ଟ ଦଉଛନ୍ତି | ଗୀତଟି କଟକ ମିଲନ ଷ୍ଟୂଡିଓରେ ରେକର୍ଡ କରାଯାଇଛି,ଯେହେତୁ ଜାପାନୀ ଭାଇଙ୍କ ପୁରୁଣା ଗୀତ ହିଟ ହେଇଛି ଓଡିଶା ବାସୀ ବି ଆଶା ରଖିଛନ୍ତି ଏହି ଗୀତ ହିଟ ହେବ ।

ପ୍ରତିକ୍ରିୟାରେ ସୁର ଭାଇ କହିଛନ୍ତି ଯେ ସେ ଅତ୍ୟନ୍ତ ଖୁସି ଅଛନ୍ତି ଏହି ଗୀତ ଗାଇ ଏବଂ କହିଛନ୍ତି ଜାପାନୀ ଭାଇଙ୍କ ଏହି ଗୀତ ଖାଲି ଓଡିଶା ରେ ନୁହେଁ ସାରା ବିଶ୍ଵରେ ବାଜି ଉଠୁ | କହିଲେ ପ୍ରଥମ ଥର ମୁଁ ଏହି ଜୀବନରେ ଗୀତ ଗାଇଛି | ଏହି ଏହି ସୁଯୋଗ ଦେଇଥିବାରୁ ଜାପାନୀ ଭାଇଙ୍କୁ ଧନ୍ୟବାଦ ଜଣାଉଛି | ଆମର ଶୁଭକାମନା ଆଗକୁ ମଡିଚାଳ ରାଜନୀତି କ୍ଷେତ୍ର ଏବଂ ଆଉ ସବୁ କ୍ଷେତ୍ରରେ ଜୟ ହେଉ ।

ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ

Leave a Reply

Your email address will not be published.