ଏକ ପ୍ରଜାପତି ଚୟନ କରି ଜାଣନ୍ତୁ ନିଜ ବିଷୟରେ ଏକ ଗୋପନୀୟ ତଥ୍ୟ ।

ଜନ୍ମର ତାରିଖ ଯେତେ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ସେତିକି ମହତ୍ୱପୂର୍ଣ୍ଣ ଜନ୍ମର ମାସ । ଜ୍ୟୋତିଷ ମାନଙ୍କ କହିବା ଅନୁସାରେ , ଜନ୍ମର ମାସ ସମସ୍ତ ବ୍ୟକ୍ତିଙ୍କୁ ପ୍ରଭାବିତ କରିଥାଏ ।

ଅମେ ଆପଣଙ୍କୁ ଆପଣ ଜନ୍ମ ମାସ ଅନୁସାରେ ପ୍ରଜାପତି ଦେଖାଇବୁ । ଅମେ ସବୁ ମାସ ପାଖରେ ଗୋଟେ ଗୋଟେ ପ୍ରଜାପତି ରଖିଛୁ ଆପଣଂକୁ ସେଥିରୁ ଗୋଟେ ପ୍ରଜାପତି ଚୟନ କରିବାକୁ ହେବ ଆଉ ତାହା ବି ପାଞ୍ଚ ସେକେଣ୍ଡ ଭିତରେ କରିବାକୁ ହେବ । ତା ପରେ ଆପଣଙ୍କ ଦ୍ୱାରା ଚୟନ କରାଯାଇଥିବା ଆପଣଙ୍କ ଜନ୍ମମାସ ଅର୍ଥାତ ଆପଣଙ୍କ ଦ୍ଵାରା ଚୟନ କରାଯାଇଥିବା ପ୍ରଜାପତିକୁ ଦେଖି ଆପଣଙ୍କ ଜୀବନର କିଛି ଗୋପନୀୟ କଥା କହିବୁ ।

ସର୍ଵପ୍ରଥମେ ଆମେ କହିବୁ ସେହି ମାନଙ୍କ ବିଷୟରେ ଯେଉଁମାନେ ଜାନୁୟାରୀ ମାସର ପ୍ରଜାପତିକୁ ଚୟନ କରିଛନ୍ତି । ଆପଣ ଏକ ପ୍ରଜାପତି ପରି ସୁନ୍ଦର ଏବଂ ଆଜାଦ ଚିନ୍ତାଧାରାର ବ୍ୟକ୍ତି ଅଟନ୍ତି । ଆପଣ ନିଜ ନିକଟରେ ସବୁବେଳେ ଏକ ଖୁସିର ମାହୋଲ୍ ବାନେଇଥାନ୍ତି ।ଆପଣଙ୍କ ହୃଦୟ ବହୁତ ଉଦାର ଏବଂ ଆପଣ ଅନ୍ୟ ମାନଙ୍କ ସହ ବହୁତ ଶୀଘ୍ର ବନ୍ଧୁ ହୋଇଯାନ୍ତି । ବହୁତ ଲୋକ ଆପଣଂକୁ ଆପଣଙ୍କ ଭଲ ସ୍ୱଭାବ ପାଇଁ ପସନ୍ଦ କରିଥାନ୍ତି ।

ଯେଉଁମାନେ ଫେବ୍ରୁଆରୀ ମାସକୁ ଚୟନ କରିଛନ୍ତି ଆସନ୍ତୁ ଦେଖିବା ସେମାନଙ୍କ ବିଷୟରେ । ଅପଣ ନିଜର ବ୍ୟକ୍ତିତ୍ୱ ଦ୍ୱାରା ବହୁତ ପ୍ରଭାବଶାଳୀ ଅଟନ୍ତି । ଭିଡ଼ ମଧରେ ବି ନିଜର ଅଲଗା ବ୍ୟକ୍ତିତ୍ବ ସୃଷ୍ଟି କରିବା ଆପଣଙ୍କୁ ବହୁତ ଭଲ ଭାବରେ ଜଣାଅଛି ।ନିଜର ସମସ୍ତ କାର୍ଯ୍ୟକୁ ଆତ୍ମବିଶ୍ବାସର ସହ କରିବାକୁ ଆପଣଙ୍କୁ ଭଲ ଲାଗିଥାଏ ଏବଂ ନିଜର ବ୍ୟକ୍ତିଗତ ଜୀବନରେ କାହାର ହସ୍ତକ୍ଷେପ କରିବାକୁ ଦିଅନ୍ତିନାହିଁ ।

ଆସନ୍ତୁ ଦେଖିବା ଯେଉଁମାନେ ମାର୍ଚ୍ଚ ମାସକୁ ଚୟନ କରିଛନ୍ତି ସେମାନଙ୍କ ବିଷୟରେ । ଆପଣ ସ୍ୱଭାବରେ ବହୁତ ଭଲ ଅଟନ୍ତି ,ଆପଣ ସମସ୍ତଙ୍କୁ କଥାକୁ ନିଜ ଚିନ୍ତାଧାରାର ରଙ୍ଗରେ ରଙ୍ଗୀନ କରିଦିଅନ୍ତି । ଆଉ ଆପଣ ସବୁବେଳେ କିଛି ନୂଆ ଶିଖିବାକୁ ଇଚ୍ଛା କରିଥାନ୍ତି । ଆପଣ ଧନ ରୋଜଗାର କରିବାର ଉପାୟ ନିଜ ବଳରେ କରିବାକୁ ଇଚ୍ଛା କରନ୍ତି।

ଯେଉଁମାନେ ଏପ୍ରିଲ ମାସକୁ ଚୟନ କରିଛନ୍ତି ସେମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି ଏବଂ ଅନ୍ୟ ମାନଙ୍କ ଅସୁବିଧାରେ ସେମାନଙ୍କ ସହ ଚିଡାରୁହାନ୍ତି । ଆପଣ ନିଜ କାର୍ଯ୍ୟରେ ଅନ୍ୟ ମାନଙ୍କ ହସ୍ତକ୍ଷେପକୁ ପସନ୍ଦ କରିନଥାନ୍ତି ।

ମଇ ମାସକୁ ଚୟନ କରିଥିବା ବ୍ୟକ୍ତିମାନଙ୍କ କଳ୍ପନାଶକ୍ତି ବହୁତ ଥାଏ । ଆପଣ ନିଜ ଅନୁଭବରୁ ନିଜେ ଶିଖିଯାନ୍ତି । ଆପଣଙ୍କ ଭାବିବା କ୍ଷମତା ବହୁତ ବେସି ।

ଯେଉଁମାନେ ଜୁନ ମାସକୁ ଚୟନ କରିଛନ୍ତି ସେହି ବ୍ୟକ୍ତିମାନେ ସମସ୍ତଙ୍କ ପ୍ରିୟ ଏବଂ କଥା କଥାରେ ଇମୋସନାଲ ହୋଇଯାନ୍ତି । ଆପଣ ସବୁବେଳେ ଏକା ନିଜ କାମ କରିଥାନ୍ତି ।

ଯେଉଁମାନେ ଜୁଲାଇ ମାସକୁ ଚୟନ କରିଛନ୍ତି ସେମାନେ ଦୃଢ଼ ନିଶ୍ଚୟୀ ହୋଇଥାନ୍ତି । ଏମାନେ ବହୁତ ଇମୋସନଲ ହୋଇଥାନ୍ନ୍ତି । ଆପଣ ବହୁତ ଶୀଘ୍ର ରାଗିଯାନ୍ତି ।

ଯେଉଁମାନେ ଅଗଷ୍ଟ ମାସକୁ ଚୟନ କରିଛନ୍ତି ସେମାନେ ସର୍ବଦା ହସିଥାନ୍ତି । ଆପଣଙ୍କ ମୁଣ୍ଡରେ ସବୁବେଳେ କିଛ ନା କିଛି ଚାଲିଥାଏ । ଆପଣ ବହୁତ ନିଡ଼ର ହୋଇଥାନ୍ତି ।

ଯେଉଁମାନେ ସେପ୍ଟେମ୍ବର ମାସକୁ ଚୟନ କରିଛନ୍ତି ସେମାନେ ଭାବୁକ ପରି ସବୁବେଳେ ଭାବିଥାନ୍ତି କିଛି ନ କିଛି । ଆପଣ ଅନ୍ୟ ମାନଙ୍କ ଠୁ କିଛି ବି କଥା ଲୁଚାନ୍ତି ନାହିଁ ।

ଯେଉଁମାନେ ଅକ୍ଟୋବର ମାସକୁ ଚୟନ କରିଛନ୍ତି ,ସେମାନେ ନିଜର ଲାଗ ଦୁନିଆରେ ରହିବାକୁ ପସନ୍ଦ କରିଥାନ୍ତି ,ଏକୁଟିଆ ରହିବାକୁ ପସନ୍ଦ କରିଥାନ୍ତି । ସବୁ ବିଷୟରେ ଆପଣଙ୍କ ରାୟ ସଠିକ ହୋଇଥାଏ ।

ଯେଉଁମାନେ ନଭେମ୍ବରକୁ ଚୟନ କରିଛନ୍ତି ,ସେମାନେ ସର୍ଵଦା ସତ କହିବାକୁ ପସନ୍ଦ କରନ୍ତି ଏବଂ ନିଜର ପରିବାରକୁ ବହୁତ ଭଲ ପାଇଥାନ୍ତି । ନିଜ କାରଣରୁ ଆଉ ଜଣଙ୍କ ମୁଖରେ ଖୁସି ଆଣିଲେ ଆପଣଂକୁ ବହୁତ ଖୁସି ମିଳିଥାଏ ।

ଯେଉଁମାନେ ଡିସେମ୍ବେର ମାସକୁ ଚୟନ କରିଛନ୍ତି , ସେମାନେ ସ୍ୱତନ୍ତ୍ରତାପ୍ରୀୟଲୋକ ଅଟନ୍ତି । ଆପଣ ନିଜ ଜୀବନର କୌଣସି ବି ନିଷ୍ପତ୍ତି ଶୀଘ୍ର ନେଇନଥାନ୍ତି । ଅନ୍ୟମାନଙ୍କୁ ସାହାଯ୍ୟ କରିବା କ୍ଷେତ୍ରରେ ଆପଣ ସବୁବେଳେ ଆଗରେ ରହିଥାନ୍ତି ।

ତ ଆମେ ଆଶା କରୁଛୁ ଆପଣ ବି ନିଜର ଜନ୍ମମାସରୁ ନିଜ ବିଷୟରେ କିଛି ଜାଣିପାରିଥିବେ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.