ନିଆଁ ଭଳି ଭାଇରାଲ ହେଉଛି ପ୍ରେମୀଯୁଗଳଙ୍କ ପାହାଡ଼ତଳେ ରାସଲୀଳା ଦେଖନ୍ତୁ ଭିଡିଓ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ଆଜିକାଲି ସମାଜ କଳୁଷିତ ହେବାରେ ଲାଗିଛି।ପ୍ରେମ ଭଳି ଏକ ପବିତ୍ର ସମ୍ପର୍କକୁ ଯୁବ ସମାଜ ଅପବିତ୍ର କରି ସାରିଲେଣି।ଆଜିକାଲି ବହୁତ ଭିଡିଓ ଭାଇରାଲ ହେବାରେ ଲାଗିଛି।ଏହାଦ୍ବାରା ସେମାନେ କଳୁଷିତ ହେବା ସହ ସମାଜ ଉପରେ ଏହା ବହୁତ ଖରାପ ପ୍ରଭାବ ପକାଉଛି।

ପାହାଡ଼ ତଳେ କିପରି ରାସଲୀଳା ଚାଲିଥିଲା ଆସନ୍ତୁ ଦେଖିବା । ନିର୍ଜନ ପାହାଡ ତଳେ ନିଛାଟିଆ ଖରା ରେ ଚାଲିଥିଲା ଦୁଇ ପ୍ରେମୀ ଯୁଗଳଙ୍କ ରାସଲୀଳା । ସେ ଦୁଇ ପ୍ରେମୀ ଯୁଗଳ ଙ୍କ ରାସଲୀଳା ଏବେ ବହୁତ ମାତ୍ରାରେ ସୋସିଆଲ ମେଡିଆ ରେ ଭାଇରାଲ ହେବାରେ ଲାଗିଛି ଯାହାକି ଏବେ ସୋସିଆଲ ମେଡିଆରେ ଘୁରିବୁଲୁଛି । ଏବେ ତ ସାଧାରଣତଃ ସମସ୍ତଙ୍କ ହାତ ରେ ନିହାତି ଭାବରେ ଗୋଟିଏରୁ ଦୁଇଟି ଲେଖା ସ୍ମାର୍ଟଫୋନ ଅତି କମ ରେ ରହୁଛି । ତ ସେଇ ଭାବରେ ଭିଡ଼ିଓଟି ଏତେ ମାତ୍ରା ରେ ସେୟାର ହେଇଚାଲିଛି କି ବହୁତ ଲୋକମାନେ ସେମାନଙ୍କର ରାସଲୀଳା କୁ ଦେଖିସାରିଲେଣି ଯେଉଁଟା କି ଏବେ ସୋସିଆଲ ମେଡିଆରେ ଚହଳ ସୃଷ୍ଟି କରିଛି ।

ଏହି ଦୁଇ ପ୍ରେମୀଯୁଗଳଙ୍କ ରାସଲୀଳା ଭିଡ଼ିଓ ଟି କେଉଁ ସ୍ଥାନର ସେଇଟା ଆମେ ସଠିକ ଭାବେ ଜାଣିନାହୁଁ କି ସେ ଦୁଇ ପ୍ରେମୀଯୁଗଳଙ୍କ ମୁହଁ ମଧ୍ୟ ଭିଡ଼ିଓ ରେ ଦେଖାଯାଉନାହିଁ ।ଯେତେବେଳେ ସେ ଦୁଇ ପ୍ରେମିକ ଆଉ ପ୍ରେମିକାଙ୍କ ରାସଲୀଳା ଚାଲିଥିଲା ସେମାନେ ଏତେ ମଜି ଯାଇଥିଲେ କି ସେ ସମୟ ରେ ସେମାନଙ୍କ ନଜର ଆଉ କେଉଁଠି ବି ପଡିନଥିଲା ଏବଂ ସେହି ସମୟରେ ସେମାନଙ୍କ ଦୃଷ୍ଟି ବି ପାହାଡ ପଛରେ ଲୁଚିରହି ଭିଡ଼ିଓ କରୁଥିବା ପିଲାଙ୍କ ଉପରେ ବି ପଡିନଥିଲା ଯାହାର ଫାଇଦା ଉଠାଇ ସେମାନେ ସେହି ଦୃଶ୍ୟ କୁ ଦେଖିବା ସହ ତାହାର ଭିଡ଼ିଓ ବି କରିଥିଲେ ଏବଂ ସେହି ଭିଡ଼ିଓ କୁ ସେମାନେ ସୋସିଆଲ ମେଡିଆରେ ଭାଇରାଲ କରିଥିଲେ ।

ଏହି ଭିଡ଼ିଓରେ ଯେତିକି ଦେଖିବାକୁ ମିଳୁଛି ପ୍ରେମିକ ଏବଂ ପ୍ରେମିକା ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଛନ୍ତି । ସେହି ପାହାଡର ଏକ ଗଡାଣିଆରେ ଦୁହେଁ ସୋଇକରି ଚୁମ୍ବନ କରୁଛନ୍ତି ପରସ୍ପରଙ୍କୁ ,ସେମାନଙ୍କ ଏହି ରାସଲୀଳା ଏବେ ସୋସିଆଲ ମେଡ଼ିଆରେ ଘୁରିବୁଲୁଛି।

ଯେତେବେଳେ ଯୁବକଙ୍କ ନଜର ମୋବାଇଲ ଉପରେ ପଡ଼ିଲା ସେତେବେଳେ ସେମାନେ ଦୂରକୁ ଚାଲିଯାଇଥିଲେ ଏବଂ ସେହି ସମୟରେ ଯୁବତୀ ଜଣଙ୍କ ନିଜର ମୁହଁଙ୍କୁ ନିଜର ଓଢଣୀରେ ଢାଙ୍କି ଦେଇଥିଲେ ।କିନ୍ତୁ ସେହି ଦୃଶ୍ୟକୁ ରେକର୍ଡ କରିଥିବା ପିଲା ମାନେ ସେହି ଭିଡ଼ିଓକୁ ସୋସିଆଲ ମେଡିଆ ରେ ଭାଇରାଲ କରିଦେଇଥିଲେ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.