ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ଟିଚର – ଭୋଲୁ ତମେ ପକ୍ଷୀ ମାନଙ୍କ ବିଷୟରେ ସବୁ ଜାଣିଛ ?
ଭୋଲୁ – ଆଜ୍ଞା
ଟିଚର – କହିଲ ଦେଖିଆ କେଉଁ ପକ୍ଷୀ ଉଡି ପାରେ ନାହିଁ ?
ଭୋଲୁ – ଟିଚର ମଲା ପକ୍ଷୀ ।
୨) ଆକବର (ବୀରବଲ କୁ)- କଥା ଦିଅ ବୀରବଲ କି ତୁମ ବାହାଘର ଯେବେ ହେବ ତ ତୁମ ସ୍ତ୍ରୀ କୁ ପ୍ରଥମେ ମୁଁ Kiss କରିବି
ବୀରବଲ – ଆଜ୍ଞା ହୁଜୁର, କିନ୍ତୁ ମୋର ବି ଗୋଟିଏ ସର୍ତ୍ତ
ଆକବର – କୁହ କଣ ସର୍ତ୍ତ ?
ବୀରବଲ – ମୁଁ ଆପଣଙ୍କ ଭଉଣୀକୁ ବାହାହେବି
୩) ପୁଅ : ବାପା ମୁଁ ପାର୍ଟି ପାଇଁ ନିଜ ସାଙ୍ଗ ମାନଙ୍କ ଘରେ ଯାଇ ପାରିବି ?
ବାପା : ମତେ ପଚାର ନାହିଁ ନିଜ ମାକୁ ପଚାର ।
ମା : ମତେ ପଚାର ନାହିଁ ନିଜ ବାପାକୁ ପଚାର ।
ପୁଅ : ଏଇଟା ସଳା ଘର ନା ଭାରତୀୟ ଷ୍ଟେଟ ବ୍ଯାଙ୍କ ବ୍ରାଞ୍ଚ
୪) ଶାଳି ପ୍ରଥମ କରି ମିନି ସ୍କର୍ଟ ପିନ୍ଧିଥିଲା ଓ ଭିଣେଇ କୁ କହିଲା,
“ଜିଜୁ ଟିକେ ଦେଖା ତ ନଇଁବା ଦ୍ଵାରା ମୋ ଅଣ୍ଡରୱିୟର ତ ଦେଖା ଯାଉନି ?”
ଭିଣେଇ ବହୁତ ସମୟ ଦେଖିବା ପରେ କହିଲା
“ନା, ଦେଖା ଯାଉନି, କିନ୍ତୁ ଆସନ୍ତା ଥର ମନେ କରି ପିନ୍ଧିନେବୁ”
୫) ଜଣେ କଲେକ୍ଟର,ଜଣେ ଏସପି, ଜଣେ ମନ୍ତ୍ରୀ ଓ ଜଣେ ଶିକ୍ଷାକର୍ମୀ ମିଶି କଥା ହେଉଥିଲେ
କଲେକ୍ଟର- ଆମେ ହେଉଛୁ ଏରିଆର ମାଲିକ ଆମେ ଯାହା ଚାହିଁବୁ ତାହା ହେବ ।
ଏସପି- ଆମେ ଯାହାକୁ ଚାହିଁବୁ ତାକୁ ଜେଲରେ ପୁରେଇବୁ ।
ମନ୍ତ୍ରୀ- ଆମେ ଯାହା ଚାହିଁବୁ ତାହା କରିବୁ, ଆମକୁ କେହି କିଛି କହିପାରିବେ ନାହିଁ ।

ଶିକ୍ଷାକର୍ମୀ- ଆମେ ସବୁଦିନ ପିଲା ମାନଙ୍କୁ କୁକୁଡା କରି ପିଟି ଥାଉ ।
ଆଗକୁ ତାଙ୍କ ଇଛା ସେମାନେ କଲେକ୍ଟର ହୁଅନ୍ତୁ, ଏସପି ହୁଅନ୍ତି କିମ୍ବା ନେତା ହୁଅନ୍ତୁ ଆମର କଣ ଅଛି ଆମେ ବର୍ତ୍ତମାନ ଠାରୁ ତାଙ୍କ କଥା ବୁଝି ଦେଉଛୁ
୬) ଗୋଲୁ- ଯେଉଁ ଲୋକମାନେ ଅଫିସ ରେ ଅଧିକ ସମୟ ପର୍ଯ୍ୟନ୍ତ କାମ କରନ୍ତି ସେମାନେ କଣ ଅଧିକ କଷ୍ଟ କରନ୍ତି ?
ପପୁ- ନା ସେମାନେ ନିଜ ସ୍ତ୍ରୀ ପାଇଁ ନ ହେଲେ ଅନ୍ୟ କୌଣସି ମହିଳା ପାଇଁ ଅଧିକ ସମୟ ଅଫିସରେ କାମ କରନ୍ତି ।
୭) ଝିଅଟି ର ଟି ଶର୍ଟ ରେ ଲେଖା ହୋଇଥିଲା
Amul- The Taste of India
ତା’କୁ ଦେଖି ସାନ୍ତା ବହୁତ ପ୍ରଭାବିତ ହେଲା
ଓ ନିଜ ପ୍ୟାଣ୍ଟ ରେ ଲେଖିଦେଲା
କୁରକୁରେ – ତେଢା ହେ ପର ମେରା ହେ !!!
୮) ସ୍ଵାମୀ ଛୋଟେଇ ଛୋଟେଇ ଘରୁ ବାହାରୁ ଥିଲା
ଶାଶୁ- ଜ୍ଵାଇଁ ବାବୁ କଣ ହେଇଛି ତମର ?
ଜ୍ଵାଇଁ- ତମ ଝିଅ ମୋର ଗୋଡ ଭାଙ୍ଗି ଦେଇଛି ।
ଶାଶୁ- ଆଛା ହଉ, ସନ୍ଧ୍ୟା ସମୟରେ ଶୀଘ୍ର ଘରକୁ ଆସିଯିବ । ତମ ଶଳାକୁ ଦେଖିବା ପାଇଁ ଝିଅ ଘର ବାଲା ଆସୁଛନ୍ତି ।
ଜ୍ଵାଇଁ- ଆରେ ମୋ ନିଜର ଚଏସ ଏତେ ଖରାପ ଅଛି ମୁଁ ଆଉ କାହା ପାଇଁ କଣ ଉପଦେଶ ଦେବି ।
୯) ଖାଇବା ପାଇଁ ଆସିଥିବା ସମୟରେ ସ୍ଵାମୀ ସ୍ତ୍ରୀକୁ ଆବାଜ ଦେଲା
ସ୍ଵାମୀ- ଆରେ ଶୁଣୁଛ, ଏହି ସବଜିର ନାମ କଣ, ଯାହାକୁ ତମେ ବନେଇଛ ?
ସ୍ତ୍ରୀ- କାହିଁକି କଣ ପାଇଁ ପଚାରୁଛ ?
ସ୍ଵାମୀ- ଆରେ ମତେ ସ୍ଵର୍ଗରେ ପଚରା ହେବ ନା, କଣ ଖାଇକି ତମେ ମରିଲ ।
୧୦) ପୁଅ (ମା ସହିତ)- ମା ପ୍ରେଗନେଣ୍ଟ ମାନେ କଣ ?
ମା ରାଗି ଯାଇ ପୁଅକୁ ଦେଖିଲା ।
ପୁଅ ଭାବିଲା ରାଗ କୁ ପ୍ରେଗନେଣ୍ଟ କୁହନ୍ତି ।
ଗୋଟେ ଦିନ ପୁଅ ଏକ ଝିଅ ସହ ପିଟି ହୋଇଗଲା
ଝିଅର ମା- ଅନ୍ଧ ତତେ ଦେଖା ଯାଉନାହିଁ ?
ପୁଅ- ମୁଁ ପିଟି ହେଲି ତୁମ ଝିଅ ସହ ଆଉ ତମେ ପ୍ରେଗନେଣ୍ଟ ହେଇ ଯାଉଛ ।
୧୧) ଏକ ଛୋଟ ପିଲାକୁ ରାସ୍ତାରେ ଏକ ଗର୍ଭବତୀ ମହିଳା ମିଳିଲା..
ଛୁଆ- ତମ ପେଟରେ କଣ ହେଇଛି ?
ମହିଳା- ମୋ ପେଟରେ ମୋର କ୍ୟୁଟ ପିଲା ଅଛି
ଛୁଆ- ଏତେ କ୍ୟୁଟ ଥିଲା ଯଦି ତୋର ପିଲା ତା ହେଲେ ତାକୁ ଗିଳୁ ଥିଲୁ କାହିଁକି ମୋଟି ।
୧୨) ସ୍ତ୍ରୀ : ହେଇଟି ଶୁଣୁଛ ଘରେ କ୍ଷୀର ସରି ଯାଇଛି ମାର୍କେଟ ରୁ ନେଇ ଆସିବ ?
ସ୍ୱାମୀ : ମିଠା କ୍ଷୀର ତ ତମ ପାଖେ ଅଛି ମତେ ପିଏଇ ଦିଅ
ସ୍ତ୍ରୀ : ଘରେ ଲୁଣ ବି ସରି ଯାଇଛି, ପରିବାରେ ମୁତି ଦେବି କି ?

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ