ଯାଜପୁର ରେ ଓୟ ନେଇ ନାବାଳିକା ଙ୍କୁ ଗର୍ଭବତୀ କରିଥିବା ବୃଦ୍ଧ ବ୍ୟକ୍ତି ଗିରଫ..
ବନ୍ଧୁଗଣ ଆପଣଙ୍କୁ ଆମ ନିଉଜ୍ ପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ ଆଜିର ଏହି ଘୋର କଳିଯୁଗରେ ଏମିତି ସବୁ ଘଟଣା ଘଟୁଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ନାବାଳିକା ଙ୍କୁ ପ୍ରେଗନେଣ୍ଟ କରିଲେ ବୃଦ୍ଧ ମଉସା! ଏହି ଘଟଣା ଟି ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ନାବାଳିକା ଝିଅଙ୍କ ସହ ଓୟ ହୋଟେଲ ରେ ଶାରୀରିକ ସମ୍ବନ୍ଧ ବନାଇ ଗର୍ଭବତୀ କରେଇଦେଲେ ଏହି ବୟସ୍କ ବ୍ୟକ୍ତି ଜଣଙ୍କ। ଆପଣ ନିଶ୍ଚିତ ଭାବରେ ଭାବୁଥିବେ ବୃଦ୍ଧ କାଳ ରେ ମଉସା ଙ୍କର ଏତେ ଶକ୍ତି କେଉଁଠାରୁ ଆସିଲା? ଛି ଏହା ଏକ ନିନ୍ଦନୀୟ ବିଷୟ ପାଲଟିଛି ନିଜ ନାତୁଣୀ ବୟସର ନାବାଳିକା ଝିଅ କୁ ଗର୍ଭବତୀ କରିଛନ୍ତି ଜେଜ ବୟସର ଏହି ବୃଦ୍ଧ।
ଭୁବନେଶ୍ୱର ରେ ରହିବା ବେଳେ ବୃଦ୍ଧ ଜଣଙ୍କ ପଡ଼ୋଶୀ ଥିଲେ, ପ୍ରେଗନେଣ୍ଟ ହେବା କଥା ଝିଅର ବାପା ମାଆ ଜାଣିବା ପରେ ପୋଲିସ ଅଭିଯୋଗ କରିଥିଲେ ଏହାପରେ ବୃଦ୍ଧ ଙ୍କର କଳା କାରନାମା ସବୁ ଧରା ପଡ଼ିଯାଇଥିଲା। ଝିଅକୁ ନିଜର ପ୍ରେମ ଜାଲରେ ଉପହାର ଏବଂ ଟଙ୍କା ଦେଇ ଫସେଇ ଥିଲେ ଏହି ବୃଦ୍ଧ। ଏହାପରେ ଓୟ ହୋଟେଲ କୁ ସେ-କ୍ସ ପାଇଁ ଡାକିଥିଲେ ଏହି ବୃଦ୍ଧ ଜଣଙ୍କ।
ଯାଜପୁର ବାଲିଚନ୍ଦ୍ରପୁର ଥାନା ବହୁଚର୍ଚ୍ଚିତ ନାବାଳିକା ଗର୍ଭବତୀ ଘଟଣା, ଅଭିଯୁକ୍ତ ବୃଦ୍ଧ ପ୍ରଫୁଲ୍ଲ ମହାପାତ୍ରଙ୍କୁ ଗିରଫ ପରେ ପୋକସୋ କୋର୍ଟରେ ହାଜର କରିଛି ପୋଲିସ। ସୂଚନା ମୁତାବକ ନାବାଳିକା ଜଣକ ଭୁବନେଶ୍ୱରରେ ରହୁଥିବା ସମୟରେ ପ୍ରଫୁଲ୍ଲ ତାଙ୍କୁ ଗର୍ଭବତୀ କରାଇଥିଲେ।

ନାବାଳିକା ଜଣଙ୍କୁ ଡ଼ାକି ଏକ ଓୟ ହୋଟେଲ କୁ ନେଇ ରାତିରେ ସମ୍ବନ୍ଧ ବନାଇ ଥିଲେ ଏହି ବୟସ୍କ ବ୍ୟକ୍ତି ଜଣକ। ଏହାପରେ ନାବାଳିକା ଜଣଙ୍କ ପ୍ରେଗନେଣ୍ଟ ହୋଇଯାଇଥିଲେ।ଏହାପରେ ଅଭିଯୁକ୍ତ ପ୍ରଫୁଲ୍ଲ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହେବା ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ