ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ କେଉଁ ରାଶିର ଲୋକ କେଉଁ ରଙ୍ଗର ବାହାନ କିଣିବେ?ପ୍ରତ୍ୟେକ ମନୁଷ୍ୟର ନିର୍ଦ୍ଦିଷ୍ଟ ରାଶି ତଥା ନକ୍ଷତ୍ର ରହିଥାଏ।ସେହି ରାଶି ଅନୁସାରେ କେତେକ ନିର୍ଦ୍ଦିଷ୍ଟ ଶୁଭ ରଙ୍ଗ ରହିଥାଏ।ସେହିରଙ୍ଗର ଯଦି ଆପଣ କିଛି ସାମଗ୍ରୀ କିଣିବେ ଆପନଙ୍କୁ ଅନେକ ଶୁଭଫଳ ଦେବ।ସେହିପରି ନିର୍ଦିଷ୍ଟ ରାଶିର ଲୋକ ନିର୍ଦ୍ଦିଷ୍ଟ ରଙ୍ଗର ବାହନ କିଣିବାର ଆବଶ୍ୟକତା ରହିଛି।ଏହା ଦ୍ୱାରା ଆପଣଙ୍କ ଅନେକ ଲାଭ ହେବ।ତେବେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କେଉଁ ରଙ୍ଗର ବାହାନ କିଣିବେ।

ରାଶିଚକ୍ରର ପ୍ରଥମ ରାଶି ହେଉଛି ମେଷ ରାଶି।ଏହି ରାଶିର ବ୍ୟକ୍ତିବିଶେଷ ମାନେ ଯଦି ଲାଲ୍, ଗୋଲାପୀ କିମ୍ବା ଚକୋଲେଟ୍ ରଙ୍ଗର ଯଦି ବାହନ କିଣିବେ ତେବେ ସେମାନେ ଅନେକ ଶୁଭଫଳ ପାଇବେ।ବୃଷ ରାଶିର ବ୍ୟକ୍ତିବିଶେଷ ମାନେ ହଳଦିଆ କିମ୍ବା ସବୁଜ ରଙ୍ଗର ବାହନ କିଣିଲେ ଶୁଭ ହେବ।ମିଥୁନ ରାଶିର ଲୋକମାନେ ଚମ୍ପା,ନୀଳ,ହଳଦିଆ କିମ୍ବା ଗୋଲାପୀ ରଙ୍ଗର କିଣିବା ଆବଶ୍ୟକ।କର୍କଟ ରାଶିର ବ୍ୟକ୍ତି ଯଦି ଧଳା କିମ୍ବା ବାଇଗଣୀ ରଙ୍ଗର କିଣିଲେ ଶୁଭ ହେଇଥାଏ।ସିଂହ ରାଶିର ଲୋକମାନେ କମଳା,ଚକୋଲେଟ୍, କିମ୍ବା ଲାଇଟ ରଙ୍ଗର କିଣିଲେ ଶୁଭ ହବ।କନ୍ୟା ରାଶିର ବ୍ୟକ୍ତିମାଙ୍କର କଳା ରଙ୍ଗ ତଥା ଗାଢ଼ ନୀଳ ରଙ୍ଗ ଅତ୍ୟନ୍ତ ଶୁଭ ହେଇଥାଏ।ତୁଳା ରାଶି ପାଇଁ ମିଶାମିଶି ତଥା ସବୁଜ ରଙ୍ଗ ଶୁଭ ହେଇଥାଏ।ବିଛା ରାଶି ପାଇଁ ଖାଇରିଆ, ଗୋଲାପି,ହଳଦିଆ ଅତ୍ୟନ୍ତ ଶୁଭ ହେଇଥାଏ।ଧନୁରାଶି ପାଇଁ ଚମ୍ପା,ଘିଅ,ହଳଦିଆ ରାଶିର ବାହାନ ଶୁଭ ହେଇଥାଏ।
ମକର ରାଶି ପାଇଁ କଳା,ନୀଳ ଏବଂ ହଳଦିଆ ଅତ୍ୟନ୍ତ ଶୁଭ ହେଇଥାଏ।କୁମ୍ଭୀରାଶି ପାଇଁ କଳା,ନୀଳ ତଥା ଚକୋଲେଟ୍ ରଙ୍ଗ ଶୁଭ ହେଇଥାଏ।ସେହିପରି ମୀନ ରାଶିର ବ୍ୟକ୍ତିବିଶେଷ ମାନେ ଯଦି ହଳଦିଆ,ଚମ୍ପା ତଥା ଗୋଲାପୀରଙ୍ଗର ବାହାନ ଆଣିବେ ତେବେ ତାହା ଅତ୍ୟନ୍ତ ଫଳପ୍ରଦ ହେବ।ପ୍ରତ୍ୟେକ ବ୍ୟକ୍ତି ଏହା ଅନୁସାରେରେ ଯଦି ବାହାନ କିଣିବେ ତେବେ ସେମାନେ ନିଶ୍ଚିତ ଶୁଭଫଳ ପାଇବେ।ଏହାଦ୍ବାରା ସେମାନଙ୍କର ଆଉ କୌଣସି ଦୁର୍ଘଟଣା ମଧ୍ୟହେବନି କିମ୍ବା ସେମାନଙ୍କର କିଛି କ୍ଷଯକ୍ଷତି ମଧ୍ୟ ହେବନି।ତେଣୁ ଏହାର ଅବଲମ୍ବନ ଦ୍ୱାରା ଆପଣଙ୍କର ଅନେକ ସୁବିଧା ହେବ।ପ୍ରତ୍ୟକ ବ୍ୟକ୍ତି ଏହି ରାଶି ଅନୁଯାୟୀ ରଙ୍ଗର ବାହାନ କିଣିବାର ଆବଶ୍ୟକତା ରହିଛି।ଅନେକ ବ୍ୟକ୍ତି ଏହାକୁ ଅନ୍ଧବିଶ୍ୱାସ ବୋଲି କହିଥାନ୍ତି।ମାତ୍ର ଏହାର ନିଶ୍ଚୟ କିଛି ମହତ୍ତ୍ୱ ରହିଛି।ପ୍ରତ୍ୟେକ ବ୍ୟକ୍ତି ଏହାକୁ ବିଶ୍ୱାସ କରିବାର ଆବଶ୍ୟକତା ରହିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ