ଟିକିଏ ଭାବିକି କୁହନ୍ତୁ,ଝିଅଙ୍କ ହଷ୍ଟେଲ ବାଥରୁମ କାନ୍ଥରେ କଣ ଲେଖା ଥିବ?

ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ପାପା- ପୁଅ ତୋ ରେଜଲ୍ଟ ର କଣ ହେଲା
ପପୁ – ପାପା 80 % ଆସିଛି
ପାପା – କିନ୍ତୁ, ମାର୍କସିଟ ରେ ତ 40 % ଲେଖା ହେଇଛି ?
ପପୁ- ବାକି 40 % ଆଧାର କାର୍ଡ ଲିଙ୍କ ହେଲେ ସିଧା ଆକାଉଣ୍ଟ କୁ ଆସିବ

୨) ଆକବର- ବୀରବଲ ମତେ ଗୋଟେ କଥା କୁହ !
ଆମ ଷ୍ଟାଫ ମାନଙ୍କ ଭିତରୁ ସବୁଠୁ ଅଧିକ ପରିଶ୍ରମ କରୁଥିବା ମଣିଷକୁ କେମିତି ଚିହ୍ନିବା ?
ବୀରବଲ- ମହାରାଜ, ମୁଁ ଏବେ ଯାଇ ସମସ୍ତଙ୍କୁ ଡକେଇ ଆଣୁଛି,
ତା ପରେ ଆପଣଙ୍କୁ କହୁଛି !
ବୀରବଲ ସେହି ସମୟରେ ସମସ୍ତଙ୍କୁ ଡାକି ଆଣିଲା ଓ ଜଣଙ୍କର ହାତ ଧରି କହିଲା
‘ମହାରାଜ ଏହି ଅଟେ ସେହି ମଣିଷ’
ଆକବର – ତୁମେ କେମିତି ଏହି ମହାନ ବ୍ୟକ୍ତି କୁ ଚିହ୍ନିଲ ?
ବୀରବଲ- ମହାରାଜ ! ମୁଁ ୟାର ମୋବାଇଲ ଏବେ ଚେକ କରିଛି,
ୟାର ମୋବାଇଲରେ ବ୍ଯାଟେରୀ 98% ଅଛି !!

୩) ରୋଗୀ ଡାକ୍ତର ସାହେବ ମୋର ଡାହାଣ ଗୋଡ ବିନ୍ଧା ହେଉଛି , ଡାକ୍ତର ଏହା ବଢୁଥିବା ବୟସର କାରଣରୁ ହୋଇଥାଏ , ରୋଗୀ କିନ୍ତୁ ଡାକ୍ତର ସାହେବ ମୋର ଡାହାଣ ପାଦର ବୟସ ବରାବର ଅଟେ ।

୪) ସ୍ତ୍ରୀ ଲାଗୁଛି ମୁଁ ଏବେ ଆଉ ବଞ୍ଚିବି ନାହିଁ । ସ୍ୱାମୀ : ଲାଗୁଛି ମୁଁଏବେ ମରିଯିବି , ସ୍ତ୍ରୀ : ତୁମେ କଣ ପାଇଁ ମରିବ , ସ୍ୱାମୀ : ଏତେ ବଡ ଖୁସି ମୁଁ ଆଉ ସହ୍ୟ କରିପାରିବି ନାହିଁ , ସ୍ତ୍ରୀ କାରଣରୁ ଏବେ ସ୍ୱାମୀ ବେଡ୍ ରେ ଅଛି ।

୫)ପପୁ ଏକ କାନ୍ଥ ପାଖରେ ପରିଶ୍ରା କରୁଥିଲା , ଅଚାନକ ପୋଲିସ୍ ବାଲା ଧରିନେଲେ , ପୋଲିସ୍ ବାଲା କହିଲା : କଣ କରୁଛୁ ଚାଲ୍ ଥାନା
ପପୁ : ଆରେ ସାର୍ ଜୋର୍ ରେ ଆସୁଥିଲା ସେଥିପାଇଁ ଏଠାରେ କରିଦେଲି 
ପୋଲିସ୍ : ବାହାର କର ୧୦୦ ଟଙ୍କା
ପପୁ : ମୋର ପକେଟ୍ ରେ ୫ ଟଙ୍କା ଅଛି , ପୋଲିସ୍ : ଛାଡ ସେଇଟା ଦେ ବଇନି କରିଦେ..
ପପୁ : ୫ ଟଙ୍କା ଦେଇଦେଲା , ପୋଲିସ୍ ବାଲା ୫ ଟଙ୍କା ନେଇକରି ଚାହାବାଲା ପାଖକୁ ଗଲା , ଏକ ବଢିଆ ଚାହା ବନାଇବୁ , ମଲାଇ ମାରିକି..
ପପୁ ;ଦେଖ ଯାହା ବି ହେବ ଭଲ ହିଁ ହେବ , ମୁଁ ମୁତି ନଥିଲେ ଚାହା କଣ ପାଇଁ ପିଇଥାନ୍ତ । ପୋଲିସ୍ ବାଲା ଏପର୍ଯ୍ୟନ୍ତ ଭାବିକରି ବସିଛନ୍ତି ।
୬) ଲେଡିସ୍ ଗାରମେଣ୍ଟ ସପ୍ ରେ ପପୁକୁ ସେଲ୍ସମ୍ୟାନ୍ ଚାକିରି ମିଳିଗଲା , ଜଣେ ଝିଅ ସେଠାକୁ ଆସିଲା , ଓ ପପୁକୁ କହିଲା ଅନ୍ତବସ୍ତ୍ର ଦେଖାଅ , ପପୁ ଲାଜେଇ କରି : ଆଜି ପିନ୍ଧିବ ନାହିଁ କାଲି ଦେଖାଇଲେ ଚଳିବ ତ ।

୭) ପାଗଳର ମେଡିକାଲ୍ ରେ ଏକ ରୁମ୍ ରେ ସବୁ ପାଗଳ ଡ୍ୟାନ୍ସ କରୁଥିଲେ , ଖାଲି ଗୋଟେ ପାଗଳ ଚୁପ୍  ବସିଥିଲା , ଡାକ୍ତର ବୁଝିଲେ ଯେ ସେ ଠିକ୍ ହୋଇଯାଇଛି , ଓ ପଚାରିଲେ ତୁମେ ଡ୍ୟାନ୍ସ କଣ ପାଇଁ କରୁନ , ପାଗଳ : ଆରେ ମୁର୍ଖ ମୁଁ ବର ଅଟେ ।

୮) ସ୍ତ୍ରୀ : ସତ କହିବ ଏଇ ଆମ ପଡୋଶୀ ଶୀଲା ସହ ଆପଣଙ୍କ ଚକ୍କର ଚାଲୁନି ତ ? ସ୍ୱାମୀ : ଏମିତି କଣ କହୁଛ । ସ୍ତ୍ରୀ : ପ୍ରଥମେ ମୋତେ କହୁଥିଲେ କି ରାଜୁର ବାପା କେମିତି ଅଛନ୍ତି , ଓ ଏବେ ଡାଇରେକ୍ଟ୍ କହୁଛି ରାଜୁ କେଉଁଠି ଅଛି ?

୯) ପୋଲିସ୍ ବାଲା ପଚାରିଲେ ଏତେ କଣ ପାଇଁ ପିଇଥିଲୁ , ମଦୁଆ : କଣ କରିବି ବାଧ୍ୟ ଥିଲି, ପୋଲିସ୍ କଣ ଅସୁବିଧା ମଦୁଆ –ବୋତଲର ଠିପି ହଜିଯାଇଥିଲା ।

୧୦) ଯେବେ ଆପଣଙ୍କୁ ଏକ ମହିଳା ପସନ୍ଦ କରେ ତେବେ ଆପଣ ଏକ ସ୍ୱାମୀ ଅଟନ୍ତି , ଯେବେ ଆପଣଙ୍କୁ ବହୁତ ସାରା ମହିଳା ପସନ୍ଦ କରନ୍ତି ତେବେ ଆପଣ ଏକ ଆଦର୍ଶ ବ୍ୟକ୍ତି ଅଟନ୍ତି । ଯେବେ ଆପଣଙ୍କୁ ହଜାର ସଂଖ୍ୟକ ପସନ୍ଦ କରନ୍ତି , ତେବେ ଆପଣ ଏକ ଲିଡର୍ ଅଟନ୍ତି , ଓ ଯେବେ ଆପଣଙ୍କୁ ସହରର ପୁରା ମହିଳା ପସନ୍ଦ କରନ୍ତି , ତେବେ ଆପଣ ଏକ ଗୁପଚୁପ୍ ବାଲା ଅଟନ୍ତି ।

୧୧) ପପୁର ନୁଆ ନୁଆ ବାହାଘର ହୋଇଥିଲା , ପ୍ରଥମ ରାତିର ପରେ , ରୁମ୍ ରୁ ବାହାରିଲା , ଓ ଶାଶୁ ଆଗରେ କାନ୍ଦିବାକୁ ଲାଗିଲା , ବୋହୁ କାନ୍ଦୁଥିଲା, ଶାଶୁ ପଚାରିଲା କଣ ପାଇଁ ଝିଅ କାହିଁକି କାନ୍ଦୁଛୁ , ବୋହୁ କଣ ମୁଁ ରାକ୍ଷାଶୁଣୀ ପରି ଦେଖାଯାଉଛି କି , ଶାଶୁ ନା ବିଲକୁଲ୍ ନୁହେଁ , ବୋହୁ : କଣ ମୋର ଆଖି ବେଙ୍ଗ ପରି ଅଟେ । ଶାଶୁ ନାହିଁ ତ , ବୋହୁ : ମୁଁ କଣ କଳା ମଇଁଷି ପରି ଦିଶୁଛି , ନା ଝିଅ କେବେ ନୁହେଁ କିଏ କହୁଛି , ବୋହୁ : ତେବେ କାହିଁକି ଆପଣଙ୍କ ପୁଅ ମୋତେ କହୁଛନ୍ତି ତୁ ମୋର ମା ପରି ଦିଶୁଛୁ ।

୧୨) ପୁଅ ଘର ଝିଅ ଦେଖିବାକୁ ଆସିଥିଲେ
ପୁଅର ବାପା ; ଆମ ପୁଅ ପୋଲିସ ଚାକିରୀ କରିଛି, 15 ହଜାର ଦରମା ଆଉ 10ହଜାର ଉପୁରୁ କମାଏ
ଝିଅର ବାପା : ଆମ ଝିଅ ନର୍ସ ଚାକିରୀ କରିଛି, 20ହଜାର ଦରମା ଆଉ 2 ହଜାର ଉପର ପଟୁ କମାଏ,3 ହଜାର ତଳ ପଟୁ କମାଏ, 500 ପଛ ପଟୁ କମାଏ

୧୩) ପୁଅ ପିଲାଙ୍କ ହଷ୍ଟେଲ ବାର୍ଥରୁମ କାନ୍ଥ ରେ ଲେଖା ଥିଲା
“ତୁମ ଭବିଷ୍ୟତ ତମ ହାତରେ”

କହିଲେ ଦେଖି ଝିଅଙ୍କ ହଷ୍ଟେଲ ବାଥରୁମ କାନ୍ଥ ରେ କଣ ଲେଖା ହେଇଥିବ?

ନିଜ ଭବିଷ୍ୟତରେ ଆଙ୍ଗୁଠି ଗେଞ୍ଜନି?

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.