କାନ୍ଦି କାନ୍ଦି ନ୍ୟାୟ ମାଗୁଛନ୍ତି ମହିଳା ଜଣକ । ଘର ଭିତରେ ପଶି ପୁଣି ଗାଁ ଦାଣ୍ଡରେ ମହିଳାଙ୍କ ଉପରେ ହେଉଛି ପ୍ରବଳ ମାଡ ।ସମସ୍ତଙ୍କ ସାମ୍ନାରେ ଚୁଟି ଝିଙ୍କି ଉଲଗ୍ନ କରି ଗୋଇଠା, ବିଧା , ଚାପୁଡ଼ା ଦେଇ ଚାଲିଲେ ଅତି ନିର୍ଦୟ ଭାବରେ ।ପୁରା ପୁରୁଷ ଢଙ୍ଗରେ ମହିଳାଙ୍କୁ ଏଭଳି ଭୟଙ୍କର ନିର୍ଯାତନା ଦେଇଥିଲା ଆଉ ଦୁଇ ଜଣ ମହିଳା ସ୍ୱାମୀ ଘରେ ନଥିବାର ସୁଯୋଗ ନେଇ ଘରୁ ଭିଡି ଆଣି ମନ ଇଚ୍ଛା ପିଟିଛନ୍ତି ପୀଡିତାଙ୍କୁ ।ଖୁଦୁରୁକୁଣୀ ଓଷା ପାଇଁ ଯାଇଥିଲା ଝିଅ । ମହିଳା ଜଣକ ମନ କରି ନିଜ ଛୁଆକୁ ଧରି ଘରକୁ ପଳେଇ ଆସିଥିଲେ ।ସେମାନେ ଯାଇକି ତାଙ୍କ ମାଆଙ୍କ ଆଗରେ କଣ କହିଥିଲେ କେଜାଣି । ସେମାନେ ଆସି ତାଙ୍କ ଘରେ ପଶି ମହିଳା ଜନକଙ୍କ ଛୁଆଙ୍କୁ ବାଡେଇଥିଲେ ଏବଂ ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ଦାଣ୍ଡରେ ବାଡେଇଥିଲେ ।

ମହିଳା ଜଣକ କହିଥିଲେ ଶୈଳ ବେହେରା , ସନ୍ଧ୍ୟାରାଣୀ ସାହୁ ଏବଂ ତାଙ୍କ ସ୍ୱାମୀ ବେଣୁଧର ସ୍ୱାଇଁ ତାଙ୍କୁ ଏପରି ଉଲଗ୍ନ କରି ମାରିଥିଲେ । ମହିଳା ଜଣକ କରୋନା ପାଇଁ ସତର୍କ ରହିବାକୁ ମନା କରିଥିଲେ ଖୁଦୁରୁକୁଣୀ ଓଷାକୁ ନ ଯିବାକୁ । ସେଥିପାଇଁ ସେ ୨ଟି ମହିଳା ଏବଂ ଜଣେ ପୁରୁଷ ମିସିକି ମହିଳାଙ୍କୁ ଉଲଗ୍ନ କରି ବାଡେଇଥିଲେ ।
ପୀଡିତ ମହିଳା ଜଣକ ନ୍ୟାୟ ମାଗୁଛନ୍ତି । ମହିଳା ଜଣକ କହୁଛନ୍ତି ଯେ ତାଙ୍କୁ ତାଙ୍କ ଶାଶୁ ଘର ଲୋକ ଆଉ ଘରେ ପୁରେଇବେ ବୋଲି ଆଶା ନାହିଁ । ମାରୁଥିବା ବେଳେ ତାଙ୍କ ଘରେ କେହିନଥିଲେ ତାଙ୍କ ସ୍ୱାମୀ କିଛି କାମରେ ବାହାରକୁ ଯାଇଥିଲେ । ଘରେ କେହି ବି ନଥିଲେ ।ଭୁବନେଶ୍ୱର ତମାଣ୍ଡ ଅନ୍ତର୍ଗତ ସୁବୁଦ୍ଧି ପୁରା ସ୍ଥିତ ଲକ୍ଷ୍ମୀ ନଗର ବସ୍ତିରେ ଘଟିଛି ଏପରି ଅଘଟଣ । ଦେଖୁଥିବା ଲୋକ ବି ତଟକ ହୋଇ ଚାହିଁ ରହିଥିଲେ । ବେଶ କିଛି ସମୟ ଅକଥନୀୟ ନିର୍ଯାତନା ଚାଲିବ ପରେ ଲୋକ ଆସି ରକ୍ଷା କଲେ ।ପୀଡିତ ଜଣକ ହେଉଛନ୍ତି ରୁନୁଵାଳା ମୂଳି ।
ଖୁଦୁରୁକୁଣୀ ଓଷାକୁ ନେଇ ତାଙ୍କୁ ଏଭଳି ଅବସ୍ଥା ଭୋଗିବାକୁ ପଡିଛି । କରୋନା ବ୍ୟାପୁଥିବାରୁ ଖୁଦୁରୁକୁଣୀ ଓଷାକୁ ନ ଯିବାକୁ ମନ କରିବାରୁ ପୂଜା ଜାଗାରୁ ନେଇ ଆସିଲେ। ଏହି କଥାକୁ ନେଇ ଯୁକ୍ତି ତର୍କ ଯୋଗୁ ୨ଜଣ ମହିଳା ଜଣେ ପୁରୁଷ ତାଙ୍କ ମିଳିମିଶି ମଦ ମାରିଥିଲେ । ଏମିତିକି ପିଲାଙ୍କୁ ମଧ୍ୟ ମାରିଲେ ବୋଲି ତମଣ୍ଡା ଥାନାରେ ଅଭିଯୋଗ ହୋଇଛି । ଛୁଆ ମାନଙ୍କୁ ମଧ୍ୟ ବହୁତ ବାଡ଼େଇଥିଲେ । ଓଷା କରିବାକୁ ମନା କରିଥିବାରୁ ଏପତି ମାଡ ଖାଇବାକୁ ପତିଥିଲା ମହିଳା ଜଣକୁ । ଏବେ କେବଳ ଦେଖିବାର କଥା ପୋଲିସ କଣ କରୁଛି । ମହିଳା ଜଣକ ନ୍ୟାୟ ପାଇଛନ୍ତି କି ନାହିଁ । ଦେଖାଯାଉ କଣ ହଉଛି ଆଗକୁ ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ