କେମିତି ୧୬ ବର୍ଷରେ ପୂରା ଜବାନ ହୋଇଯାଇଥିଲା ଏହି ଝିଅ? ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବଲିଉଡର ମାନେ ହେଉଛି ସୁନ୍ଦର ଜିନିଷ ଏବଂ ଗ୍ଲାମର ।ଆଉ ବଲିଉଡରେ ସବୁଠାରୁ ସୁନ୍ଦର ଆଉ ଗ୍ଲାମରରେ ଆଗୁଆ ଥାନ୍ତି ଆମ ଅଭିନେତ୍ରୀମାନେ । ଆମ ଅଭିନେତ୍ରୀ ମାନେ କେତେ ସବୁବେଳେ କ୍ୟୁଟ ଦେଖାଯାନ୍ତି ।ନିଜର ବଡିକୁ ମେଣ୍ଟେନ କରି ରଖନ୍ତି ।ସୁନ୍ଦର ଦେଖାଯିବ ପାଇଁ କଣ କଣ ନ କରନ୍ତି ।ଆମ ଅଭିନେତ୍ରୀ ମାନଙ୍କର ବାହାର ଦୁନିଆରେ ମଧ୍ୟ ବହୁତ ଚର୍ଚ୍ଚା ଅଛି । ଯେପରି ଦୀପିକା ପାଦୁକୋନ , ଆଲିଆ ଭଟ୍ଟ , ପ୍ରିୟଙ୍କା ଚୋପ୍ରା ଏମିତି କେତେ ହିରୋଇନ ଅଛନ୍ତି ଯେଉଁମାନେ ଲୋକଙ୍କୁ ନିଜ ସୁନ୍ଦର ଏବଂ ଆକର୍ଷିତ ଚେହେରାରେ ମନ ମୁଗ୍ଧ କରନ୍ତି । କିନ୍ତୁ ଏମିତି କିଛି ହିରୋଇନ ଆମ ବଲିଉଡ ଏବଂ ଟଲିଉଡ଼ରେ ଅଛନ୍ତି ଯୋଉମାନେ ନିଜ ବଡିକୁ ସର୍ଜରୀ କରନ୍ତି ଏବଂ ସର୍ଜରୀ କରିକି ବିଭିନ୍ନ ପ୍ରକାର ଇଂଜେଟ ମଧ୍ୟ କରନ୍ତି । ଆମେ କହିବାକୁ ଯାଉଛୁ ଏମିତି ଏକ ଟଲିଉଡ଼ ହିରୋଇନଙ୍କ ବିଷୟରେ ଯିଏକି ୧୬ବର୍ଷ ବୟସରେ ୨୨ବର୍ଷର ହଟ ଝିଅ ଦେଖାଯାଉଥିଲେ । ୮ବା ୯ ଶ୍ରେଣୀ ବେଳକୁ ସିଏ +୩ ଝିଅଙ୍କୁ ପରି ଦେଖାଯାଉଥିଲେ । ତେବେ କିଏ ସେ ହିରୋଇନ ଆଉ କଣ ସିଏ ଏମିତି ଇଂଜେଟ କରିଥିଲେ ଜାଣିବା ଆସନ୍ତୁ।

ଛୋଟବେଳେ ଆମକୁ ଶକ୍ତିମାନ , ସାକାଲାକା ବୁମ ବୁମ ଦେଖିବାକୁ ଭଲ ଲାଗେ ।ଆମକୁ ଲାଗୁଥିଲା ସତରେ ସସେମିତି ମୁ କରିପାରିଥାନ୍ତି କି । ସାକାଲାକା ବୁମ ବୁମରେ କାମ କରିଥିବା ହିରୋଇନ ହଂସୀକା । ସେହି ସିରିଏଲ ବହୁତ ହିତ ହୋଇଥିଲା । ସେହି ସିରିୟଲ ସରିଲା ପରେ ଲୋକମାନେ ତାଙ୍କୁ ଜାଣିକି ସେ ଅଟେ ଫେମସ ହେଇଗଲେ ଯେ ତାଙ୍କୁ ୨୦୦୨ରେ ସିରିୟଲ ଅଫର ମିଳିଥିଲା। କିନ୍ତୁ ୨୦୦୭ରେ ତାଙ୍କର ହାତରେ ଗୋଟେ ବଡ ପ୍ରୋଜେକ୍ଟ ଥିଲା । ୨୦୦୭ ବେଳକୁ ତାଙ୍କର ବୟସ ଥିଲା ମାତ୍ର ୧୬ବର୍ଷ ସିଏ ସେତେବେଳେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ । ପାଠ ପଫାହିଲା ବେଳେ ମଧ୍ୟ ତାଙ୍କ ହାତକୁ ଗୋଟେ ବଡ ସିନେମାର ପ୍ରୋଜେକ୍ଟ ଆସିଥିଲା ।ଏମିତି ସେମିତି ସିନେମା ନୁହଁ ହୀମେଶ ରଶ୍ମିୟାଙ୍କ ସିନେମା । ଏହି ସିନେମାର ନାମ ହେଉଛି ଆପକା କସୁର । ସେତେବେଳେ ତାଙ୍କର ବୟସ ଥିଲା ମାତ୍ର ୧୬ବର୍ଷ ।କିନ୍ତୁ ସେଥିରେ ତାଙ୍କୁ ୨୨ କି ୨୧ ବର୍ଷର ଲାଗୁଛନ୍ତି।

ଏଇଟା ହେଉଛି ମେଡିସିନର କମାଲ । ଏଇଟା ହେଉଛି ସର୍ଜରୀର କମାଲ ।୧୬ ବର୍ଷରେ ଗୋଟେ ଝିଅ କିପରି ହୋଇପାରିବ ଏମିତି ହିରୋଇନ । ସେ ବ୍ୟବହାର କରୁଥିଲେ ଗୋଟିଏ ଇଂଜେକ୍ସନ । କିନ୍ତୁ ତାଙ୍କ ମା ଡାକ୍ତର ଥିଲେ ।ତେଣୁ ସିଏ ତାଙ୍କ ଝିଅକୁ ସେହି ଫିଲ୍ମ ପାଇଁ ସଜେସ୍ଟ କରିଥିଲେ ଗୋଟିଏ ଇଂଜେକ୍ସନ । ଏହି ଇଞ୍ଜେକ୍ସନର ନା ହେଲା ହର୍ମୋନାଲ ଇଂଜେକ୍ସନ । ସେହି ଇଂଜେକ୍ସନ ଦେଲେ ବଡି ପାର୍ଟ ସବୁ ଗ୍ରୋଥ କରେଇବାରେ ସାହାଯ୍ୟ କରେ । ଡେଙ୍ଗା ଦେଖାଯିବେ । ଚଉଡା ଦେଖାଯିବେ, ସୁନ୍ଦର ଦେଖାଯିବେ , ମୋଟା ଦେଖାଯିବେ ।ସେ ୧୬ ବର୍ଷ ବୟସରେ ଏହି ଇଂଜେକ୍ସନ ବ୍ୟବହାର କରିଥିଲେ । ଯଦି ଆପଣ ଏମିତି କରୁଛନ୍ତି ତାହେଲେ ଏମିତି କରନ୍ତୁନି । କେମିକାଲ ବଡି ଗଲେ ବହୁତ କ୍ଷତି କରିଥାଏ । ଏମିତି କରନ୍ତୁନି ଏବଂ ନିଜ ସ୍ବାସ୍ଥ୍ୟକୁ ଭଲ ରଖନ୍ତୁ। ପଛରେ ମଧ୍ୟ କିଛି ଅସୁବିଧା ହବ ନାହିଁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.