ବର୍ତ୍ତମାନ ସମୟରେ କରୋନାର ଭୟବହତା ସମ୍ପର୍କରେ ଆପଣମାନେ ସମସ୍ତେ ଅବଗତ।କରୋନା ଯୋଗୁଁ ପ୍ରତିଦିନ ଅନେକ ଲୋକଙ୍କ ମୃତ୍ୟୁ ହେଉଛି।ଏହି ସମୟରେ ଆଉ ଏକ ଚାଞ୍ଚଲ୍ୟ ଜନକ ଖବର ସାମ୍ନାକୁ ଆସିଛି।ଆପଣମାନେ ଜାଣନ୍ତି ଯେ ପ୍ରେମକୁ ସର୍ବଦା ଶାଶ୍ୱତ ତଥା ପବିତ୍ର ବୋଲି କୁହାଯାଏ।ମାତ୍ର ସବୁ ପ୍ରେମ ସମ୍ପର୍କ ଯେ ପବିତ୍ର ତାହା ନୁହେଁ।କିଛି ପ୍ରେମ ସମ୍ପର୍କକୁ ଅପବିତ୍ର ମଧ୍ୟ କରେଇଥାଏ।ସେହିଭଳି ଏକ ଘଟଣା ଘଟିଛି ଦିଅର ଏବଂ ଭାଉଜଙ୍କ ମଧ୍ୟରେ।ଭାଉଜ ନିଜ ପିଲାମାନଙ୍କୁ କହୁଛି ଯେ ଏବେ ଠାରୁ ତମ ଦାଦା ହେଉଛନ୍ତି ତମ ବାପା।ଏହି କଥା ଜାଣିବା ପରେ ସେହି ସ୍ତ୍ରୀ ର ସ୍ୱାମୀ ତା ସହ କଣ କଲା ଆସନ୍ତୁ ଜାଣିବା

ବର୍ତ୍ତମାନର କଳିକାଳରେ ପ୍ରେମ ପାଇଁ ମନ୍ୟୁଷ ପ୍ରେମ ପାଇଁ ଏତେ ପାଗଳ ହେଇଯାଇଛି ଯେ ସମ୍ପର୍କର ସୀମା ଅତିକ୍ରମ କରିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହିଁ।ଏହିପରି ଭାବରେ ଏକ ଘଟଣା ଘଟିଯାଇଛି ଭାଗଲପୁର ରେ।ଭାଉଜ ନିଜ ଦିଅରକୁ ଭଲ ପାଇ ବସିଛି।ଏକଥା ତା ସ୍ବାମୀ ଜାଣିବା ପରେ ନିଜ ପରିବାରର ଇଜ୍ଜତକୁ ବଞ୍ଚାଇବା ପାଇଁ ନିଜ ସାନଭାଇ ସହ ନିଜ ପୂର୍ବପତ୍ନୀର ବିବାହ କରେଇଦେଇଛି।
ଏପରିକି ନିଜ ୨ ବର୍ଷର ସାନ ଝିଅଙ୍କୁ ମଧ୍ୟ ସେମାନଙ୍କୁ ଦେଇଦେଇଛି ଏବଂ ନିଜେ ଗାଁ ଛାଡି ପଳେଇଛି।ସେହି ସ୍ତ୍ରୀ ଓରଫ ପ୍ରିୟଙ୍କା ଙ୍କ ସ୍ୱାମୀ ଥିଲେ ପବନ।ପବନ ସମସ୍ତ ଗାଁ ଲୋକଙ୍କ ସାମ୍ନାରେ ନିଜ ସ୍ତ୍ରୀ ପ୍ରିୟଙ୍କା କୁ ନିଜ ଭାଇ ସହ ବିବାହ କରେଇଥିଲେ ଏବଂ ତାଙ୍କୁ ଆଶୀର୍ବାଦ ମଧ୍ୟ ଦେଇଥିଲେ।ପବନଙ୍କର ଭଲପାଇବାକୁ ବୁଝି ପାରିନଥିଲେ ପ୍ରିୟଙ୍କା।ପବନ ଗୋସ୍ୱାମୀ ଯିଏକି ଦିଲ୍ଲୀରେ ରହୁଥିଲେ।୪ ବର୍ଷ ପୂର୍ବେ ପ୍ରିୟଙ୍କା ସହ ତାଙ୍କର ବିବାହ ହେଇଥିଲା।ତାଙ୍କର ଏକ ଝିଅଟିଏ ମଧ୍ୟ ଅଛି।ମାତ୍ର ପବନ ଙ୍କର ଆର୍ଥିକ ଆବାସ୍ଥା ଏତେ ଭଲ ନଥିଲା।ତାଙ୍କର ଏବଂ ପ୍ରିୟଙ୍କା ମଧ୍ୟରେ ଛାଡ଼ପତ୍ର ଦେବାର ପ୍ରକ୍ରିୟା ମଧ୍ୟ ଚାଲୁଥିଲା।

ତାଙ୍କ ତୁଳନାରେ ତାଙ୍କ ଭାଇ ସମ୍ପୂର୍ଣ୍ଣ ବେକାରୀ ଥିଲେ।ମାତ୍ର ପ୍ରିୟଙ୍କା ତାଙ୍କୁ ଖୁବ ଭଲ ପାଉଥିଲେ।ପବନଙ୍କ କହିବା ଅନୁସାରେ ପ୍ରିୟଙ୍କା ତାଙ୍କଠାରୁ ସେ ସୁଖ ପାଉ ନଥିଲେ।ଶେଷରେ ତାଙ୍କ ସ୍ତ୍ରୀ ଏବଂ ସାନଭାଇଙ୍କ ଖୁସି ପାଇଁ ନିଜର ପ୍ରେମ କୁ ଜଳାଞ୍ଜଳି ଦେଇଥିଲେ ପବନ।ଏହି ଅଜବ ବିବାହ ପରେ ପ୍ରିୟଙ୍କା କହିଛନ୍ତି ଯେ ସାଜନ ଯେ କି ପବନ ଙ୍କର ସାନ ଭାଇ,ସେ ହିଁ ତାଙ୍କର ପ୍ରକୃତ ପ୍ରେମ।ତେଣୁ ବାସ୍ତବିକ ପବନଙ୍କ ପରି ସ୍ୱାମୀ କେତେ ଜଣଙ୍କୁ ମିଳନ୍ତି।ତେଣୁ ପ୍ରକୃତ ଭଲ ପାଇବା ଆଜି ମଧ୍ୟ ସମାଜରେ ରହିଛି ଏହି ଘଟଣାରୁ ସ୍ପଷ୍ଟ ଭାବରେ ଜଣାପଡୁଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ