ବିନା ମନ୍ତ୍ରରେ ଝିଅ ପଟିବ ମାତ୍ର ୫ମିନିଟରେ । ବାସେଳୀ ମନ୍ତ୍ର
କେତେ ପ୍ରକାରର ଉପାୟରେ ଲୋକ ମାନେ ଝିଅ ପଟେଇଥାନ୍ତି । ଚାଲନ୍ତୁ ଜାଣିବା ସେହି ଉପାୟ ମଧ୍ୟରୁ ଗୋଟିଏ । ଏଥିରେ ଗୋଟିଏ ବଶୀକରଣ ମନ୍ତ୍ର ପ୍ରୟୋଗ କରି ନିଜ ପ୍ରେମିକ ଏବଂ ପ୍ରେମିକଙ୍କୁ ନିଜ ପାଖରେ ପାଇପାରିବେ । ଏହା ଦ୍ୱାରା ଆପଣ ଜଲଦି ପାଇପାରିବେ । ପ୍ରଥମେ ଆପଣ ଶୁକ୍ରବାର ଦିନ କିମ୍ବା ଅମାବାସ୍ୟା ଦିନ ୨ ଟି ପତ୍ର ଆଣିବେ । ଓସ୍ତ ପତ୍ର ଆଣିବେ ଯେପରିକି ପତ୍ର ବେଶୀ ନେଲିଆ ହେଇନଥିବା କି ବେଶୀ ଶୁଖିନଥିବ ।

୨ଟି ହଳଦିଆ ଓସ୍ତ ଗଛର ପତ୍ର ଆଣିବେ । ଗୋଟିଏ ପତ୍ରରେ କଳା ରେ ସେହି ପତ୍ରରେ ସେହି ଝିଅର ଡାକ ନାମ ଲେଖିବେ ଯୋଉ ଝିଅକୁ ଆପଣ ଭଲ ପାଉଥିବେ ।ଏବଂ ତାକୁ ଲେଖିସାରିଲା ପରେ ସେହି ପତ୍ରକୁ ନେଇ ଓସ୍ତ ଗଛ ମୂଳରେ ରଖିଦିଅନ୍ତୁ ଏବଂ ତା ଉପରେ ପଥର ମାଡି ଦିଅନ୍ତୁ । ଏବଂ ରଖିବା ସମୟରେ ଏହି ମନ୍ତ୍ରର ଜପ ତିନି ଥର କରିବେ ଓଁ କାମ ଦେବୟ ମନଃ ।ଏହି ଭଳି ୩ ଥର ସେହି ପତ୍ରକୁ ସେହି ଗଛର ମୂଳରେ ରଖି ପଥର ମାଡି ଦିଅନ୍ତୁ ଯେପରି ପତ୍ର ଦେଖାଯିବନି ।
ତାପରେ ୨ୟ ପତ୍ରକୁ ଆଣିବେ ସେହି ପତ୍ରରେ ନାଲି ସିନ୍ଦୁରରେ ଆପଣ ପୁଣି ଥରେ ତାର ନାମ ଲେଖିବେ ତାକୁ ଲେଖିସାରି ଆପଣ ଆପଣଙ୍କର ବାରିରେ ହଉ କିମ୍ବା ଛାତ ଉପରେ ପଥର ମଡ଼େଇ ରଖିଦେବେ । ଏହା ପରେ ଆପଣ ମନେରଖନ୍ତୁ ୧୫ ଦିନ ପଯ୍ୟନ୍ତ ସେହି ଓସ୍ତ ଗଛର ମୂଳରେ ପାଣି ପ୍ରାତଃ ସମୟରେ ଦେବେ । ମାନେ ସକାଳ ସମୟରେ ଗାଧେଇସାରି ଯାଇ ସେହି ଗଛର ମୂଳରେ ପାଣିଦେବେ । ପୁଣି ସେହି ଦିନ ଠାରୁ ପୂର୍ଣ୍ଣିମା ଯାଏ ସବୁବେଳେ ସେହି ଗଛରେ ପାଣି ଦେବେ । ମନେ ରଖନ୍ତୁ ପୂର୍ଣ୍ଣିମା ଦିନ ହେଉ କି ଶୁକ୍ରବାର ଦିନ ହଉ ଆପଣ ସେହି ଝିଅର ସାମ୍ନାକୁ ଯାଇ ଆପଣଙ୍କର ମନ କଥା ଖୋଲିକହିବେ । ଆପଣଙ୍କ କଥାର ସେ ହଁ ଉତ୍ତର ଦେଇପାରେ ଏବଂ କଥାରେ ଜଲଦି ରାଜି ହୋଇଯାଇ ପାରନ୍ତି । ମନେରଖନ୍ତୁ ପୂର୍ଣ୍ଣିମା ଦିନ କିମ୍ବା ଶୁକ୍ରବାର ଦିନ ପ୍ରେମିକ ପ୍ରମିକା ମାନଙ୍କ ପାଇଁ ବହୁତ ଭଲ ଦିନ ଅଟେ । ଆପଣ ଯାହା ବି କହିବେ ସିଏ ସେହି ଦିନ ମାନିବେ । ଏହି କାଯ୍ୟ କରିସାରିଲା ପରେ ଆପଣଙ୍କ ମନ କଥା ପୂର୍ଣ୍ଣିମା ଦିନ କି ଶୁକ୍ରବାର ଦିନ ଖୋଲିକି କୁହନ୍ତୁ ।ଆପଣ ନିଶ୍ଚିନ୍ତ ଭାବରେ ଆପଣଙ୍କ ପ୍ରଶ୍ନର ସଫଳ ଉତ୍ତର ପାଇଯିବେ । ସିଏ ନିଶ୍ଚିନ୍ତ ଭାବରେ ହଁ କରିବେ ଏବଂ ଆପଣଙ୍କ ସବୁ କଥା ମାନିବେ । ଏବଂ ରାଜି ହୋଇଯିବେ ।

ଏହିପରି ଭାବରେ ଗୋଟିଏ ଝିଅକୁ ଆପଣ ଆପଣଙ୍କ ବଶକୁ ଆଣିପାରିବେ । ଏମିତି ବିଭିନ୍ନ ପ୍ରକାରର ଉପାୟ ଅଛି ଝିଅଙ୍କୁ ପଟେଇବାକୁ । ସେହିପରି ଏହି ଉପାୟରେ ମଧ୍ୟ ଆପଣ ଆପଣଙ୍କ ପ୍ରେମିକା କି ପ୍ରେମିକଙ୍କୁ ନିଜ ପାଖକୁ ଆଣିପାରିବେ । ସେମାନେ ଆପଣଙ୍କର ସବୁ କଥା ମାନିବେ । ଆପଣ ଯାହା କହିବେ ସେଇଆ କରିବେ । ଆପଣଙ୍କ ସବୁ ନିଷ୍ପତିରେ ରାଜି ହୋଇଯିବେ ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ