ଓଡିଶା ସରକାରଙ୍କର ସ୍କୁଲ ଖୋଲିବା ଉପରେ କାହିଁକି ଲାଗିଛି ଏତେ ଦିନ ଧରି କଟକଣା ।
ଓଡ଼ିଶାରେ କାହିଁକି ଖୋଲୁନାହିଁ ସ୍କୁଲ । ସେଥିପାଇଁ ଆରମ୍ଭ ହେଇଛି ବିରୋଧୀ ମାନଙ୍କ ଗଣ୍ଡଗୋଳ ।ସବୁ ରାଜ୍ୟରେ ସ୍କୁଲ ଖୋଲିଥିବା ବେଳେ ଓଡ଼ିଶାରେ ସ୍କୁଲ ଖୋଲିବାର ପ୍ରସଙ୍ଗ କାହିଁକି ଉଠୁନି ।ପିଲାମାନଙ୍କର ସ୍କୁଲ ଯିବା ଏ ବର୍ଷ ତମାମ ହୋଇପାରିଲା ନାହିଁ । କରୋନା ସହ ଚଳିଗଲେଣି ଲୋକମାନେ ।ସ୍କୁଲ ଖୋଲିଲେ ଆସିବିଧା କଣ ଚାଲନ୍ତୁ ଜାଣିବା । ଏହାକୁ ନେଇ ଅଭିଭାବକ ଏବଂ ପିଲା ମାନଙ୍କ ପ୍ରତିକ୍ରିୟା କଣ ରହିଚି।
ବିଧାନ ସଭାରେ ସ୍କୁଲ ବନ୍ଦକୁ ନେଇ ବିରୋଧୀ ଦଳଙ୍କ ଚାଲିଛି ଗଣ୍ଡଗୋଳ ।ତେବେ ୨ଦିନ ମଧ୍ୟରେ ଗଣ ଶିକ୍ଷା ମନ୍ତ୍ରୀ ଏହି ପ୍ରସଙ୍ଗରେ ଉତ୍ତର ରଖିବେ ବୋଲି ସୂଚନା ମିଳିଛି । କାହିଁକି ରାଜ୍ୟ ସରକାର ସ୍କୁଲ ବନ୍ଦ ରଖିଛନ୍ତି । ଏବଂ ଛାତ୍ର ଛାତ୍ରଙ୍କ ଭବିଷ୍ୟତ କଣ ଏପରି ପ୍ରଶ୍ନ ଉଠିଛି । ୯ମାସ ବିତି ଗଲାଣି ମହାମାରୀ କରୋନା ରାଜ୍ୟର ସ୍ଥିତି ବଦଳେଇ ଦେଇଛି । ଏହା ଛଡା ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଉପରେ ମଧ୍ୟ ପ୍ରଭାବ ପଡୁଛି । ପିଲାମାନେ ଅନଲାଇନ କ୍ଲାସ କରୁଛନ୍ତି । କିନ୍ତୁ ସମସ୍ତଙ୍କ ପାଖରେ ଫୋନ ନ ଥିବାରୁ ସେମାନେ କ୍ଲାସ କରିପାରୁନାହାନ୍ତି । ରାତିରେ ବି ପିଲାମାନଙ୍କୁ ପାଠ ପଢ଼ାଯାଉଛି ।
ଅଭିଭାବକ ଡରୁଛନ୍ତି ପିଲାଙ୍କୁ ସ୍କୁଲ ଛାଡିବାକୁ । କିନ୍ତୁ ପିଲା ମନେ ପାଧୁନାହାନ୍ତି ଘରେ । ଯଦି ସମସ୍ତେ ମିଶି ସତର୍କ ଏବଂ ସଚେତନ ହେବେ ତାହେଲେ ସ୍କୁଲ ଖୋଲିହେବ। ପିଲାମାନେ ପାଠ ପାଧୁନାହାନ୍ତି ଘରେ । ସାରା ଦିନ ଗେମ ଖେଳୁଛନ୍ତି ପିଲା ମନେ । ଯଦି ସଚେତନ ହୋଇ କ୍ଲାସ କରିବେ ତାହେଲେ ଭଲ ହେବ ବୋଲି ଜଣେ ଅଭିଭାବକ କହିଛନ୍ତି ।
ପିଲାମାନଙ୍କର ପାଠ ପଢା ପ୍ରତି ଆଗ୍ରହ କମିଯାଇଛି । ଫୋନ ପ୍ରତି ତାଙ୍କର ଆଗ୍ରହ ବଢିଯାଇଛି । କିନ୍ତୁ ସରକାରଙ୍କ ନିଷ୍ପତି ପିଲାମାନଙ୍କ ଉପରେ ଭାରି ପଡୁଛି । ଅଭିଭାବକଙ୍କ ମତରେ ସରକାରଙ୍କ ନିଷ୍ପତିରେ ସେମାନେ ଖୁସି ଅଛନ୍ତି ।କିନ୍ତୁ ପାଠ ପଢା ଠିକରେ ହୋଇପାରୁନାହିଁ । ଅଧା ପିଲା ବୁଝିପାରୁନାହାନ୍ତି ପାଠ ତା ଅଧା ପିଲଷଙ୍କ ପାଖରେ ନାହିଁ ଫୋନ । ପିଲା ମାନଙ୍କର ହେଉଛି ବହୁତ ଅସୁବିଧା । ସେଥିପାଇଁ ଚାଲିଛି ଗଣ୍ଡଗୋଳ । ଅନଲାଇନ ରେ ବୁଝିବାକୁ କଷ୍ଟ ହଉଚି ।
ସରକାର ଯାହା ବି ପଦକ୍ଷପ ନେଇଥିବେ ତାହା ଆମ ଭଲ ପାଇଁ ନେଇଥିବେ । ଆମକୁ ପଢ଼ାଟିକୁ ହ୍ୟାଣ୍ଡେଲ କରିବାର ଅଛି ଘରେ ରହିକିବି ପିଲା ପାଠ ପଢୁଛନ୍ତି । ରାଜ୍ୟ ସରକାର ଯାହା ନିଷ୍ପତି ନେଇଛନ୍ତି ତାହା ତା ନିହାତି ଠିକ ।କିନ୍ତୁ ସ୍କୁଲ ଖୋଲହବ ଦରକାର ପରିସ୍ଥିତିକୁ ଦେଖି ସ୍କୁଲ କୋଳିବା ଉଚିତ । ଦିଲ୍ଲୀରେ ସେଥିପାଇଁ କରୋନା ବଢିଗଲା । ଦେଖଯାଉ ଆଗକୁ କଣ ହେଉଛି ଏବଂ ସାକାର କଣ ନିଷ୍ପତି ନେଉଛନ୍ତି । ସେ ସବୁକୁ ନରି ଆମକୁ ଆଗକୁ ବଢ଼ିବାରେ ଅଛି ।
ସରକାରଙ୍କ ଗାଇଡ଼ ଲାଇନକୁ ମାନି ଚାଲିବାକୁ ପଡିବ ଏବଂ ସତର୍କ ସଚେତନ ରହିବାକୁ ପଡିବ । ମାସ୍କ ପିନ୍ଧି ସବୁ ଅସୁବିଧାର ସମ୍ମୁଖୀନ କରିଶକୁ ପଡିବ । ସରକାରଙ୍କ ସାଥ ଦେବାକୁ ପଡିବ । ଯାହା ବି ହଉଚି ସବୁ ଆମ ଭଲ ପାଇଁ ହଉଛି ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ