ବଲିଉଡ ଅଭିନେତ୍ରୀଙ୍କ ଅଶୀଳ ଭିଡ଼ିଓ ଭାଇରଲ,ନିଆଁ ଭଳି ଭାଇରାଲ ହଉଛି ଏହି ଭିଡ଼ିଓ

ବର୍ତ୍ତମାନ ସୋସିଆଲ ମିଡିଆରେ ଆପଣ ବହୁତ୍ ସାରା ଅଶ୍ଳୀଳ ଭିଡିଓ ଦେଖୁଛନ୍ତି ଯାହା ଆପଣଙ୍କୁ ବହୁତ୍ବାର ଆଶ୍ଚର୍ଯ୍ୟରେ ପାକାଇଦେଉଛି । ଆପଣଙ୍କୁ ଲାଗୁଥିବ କଣ ଏମାନେ ସତରେ ଏହିପରି ଭିଡିଓ କରୁଛନ୍ତି ଏବଂ ଚଳଚ୍ଚିତ୍ର କରିବା ସହିତ ଏହିପରି ଅଶ୍ଳୀଳ ଭିଡିଓ ବନାଉଥିବା କମ୍ପାନୀ ମାନଙ୍କ ପାଇଁ କାମ କରୁଛନ୍ତି ।ଏବେ ଯେମେତି ସୋସିଆଲ ମିଡିଆରେ କାଶ୍ମୀରା ସାହେବାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ପୁଣି କିଛିଦିନ ଅନ୍ତରାଳରେ ବଲିଉଡ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ କ୍ୟାତ୍ରିନା କେଫ୍ ଯାହାଙ୍କୁ କି ଆପଣ ବେଶ୍ ଭଲ ଭାବେ ଜାଣିଥିବେ , କିଛିଦିନ ତଳେ ମଧ୍ୟ ଏହି ଅଭିନେତ୍ରୀଙ୍କ ଅଶ୍ଲୀଳ ଭିଡିଓ ସୋସିଆଲ ମିଡିଆରେ ଭାଇ ରାଲ୍ ହେଉଥିଲା । ଯାହାକି ସୋସିଆଲ ମିଡିଆରେ ଘୁରିବୁଲୁଥିଲା । କଟ୍ରୀନା କେଫ୍ ଙ୍କ ସେହି ଅଶ୍ଳୀଳ ଜନକ ଭିଡିଓରେ ମଧ୍ୟ ବହୁତ୍ ଲାଇକ ଆସିଥିଲା ସମସ୍ତଙ୍କ ଦୃଷ୍ଟିର କେନ୍ଦ୍ରବିନ୍ଦୁ ସାଜିଥିଲା ସେହି ଭିଡିଓ ଟି ।

ଆପଣଙ୍କୁ ଲାଗୁଥିବ କଣ ଏହି ଅଭିନେତ୍ରୀମାନେ ସତରେ ଅଶ୍ଳୀଳ ଭିଡିଓ ବନାଉଥିବା କମ୍ପାନୀ ମାନଙ୍କ ପାଇଁ କାମ କରୁଛନ୍ତି , ଆପଣଙ୍କ ଏହି ପ୍ରଶ୍ନର ସିଧାସଳଖ ଉତ୍ତର ହେଉଛି ନା ଏମାନେ କୌଣସି ଅଶ୍ଳୀଳ ଭିଡିଓ ବନାଉଥିବା କମ୍ପାନୀ ମାନଙ୍କ ପାଇଁ କାମ କରନ୍ତିନାହିଁ ।

ଆଜିକାଲିର ଟେକ୍ନୋଲୋଜି ଏତେ ବିକଶିତ ହେଇଗଲାଣି ଯେ ଆମେ ଅତି ସହଜରେ ସେମାନଙ୍କ କୌଣସି ଏକ ଫଟୋକୁ ନେଇ ଅନ୍ୟ ଜଣଙ୍କ ମୁଣ୍ଡରେ ଲଗାଇ ଭିଡ଼ିଓ ବନାଇ ପାରିବ ହେଲେ ଟିକେ ବି ଜଣା ପଡ଼ିବ ନାହିଁ କି ସେଥିରେ ସେ ଅଭିନେତ୍ରୀଙ୍କ ଫଟୋକୁ ଲଗାଯାଇଛି ବୋଲି ।

ଆଜିକାଲି ଅଶ୍ଲୀଳ ଭିଡିଓ ବନେଇବା ଇନଷ୍ଟାଗ୍ରାମରେ ଫିଲ୍ଟର ବଦଳେଇବା ପରି ହୋଇଗଲାଣି । ଭିଡ଼ିଓ ଭେରିଫିକେସନ କରୁଥିବା କମ୍ପାନୀ ଅମ୍ବରର ସିଓ କହିଛନ୍ତି କି ମୋବାଇଲ ବ୍ୟବହରକାରୀମାନେ ଏହି ଜିନିଷକୁ ନେଇ ବହୁତ୍ ଚିନ୍ତିତ ଅଛନ୍ତି ,କାହିଁକି ନା ସୋସିଆଲ ମିଡିଆରୁ ସେମାନଙ୍କର ଫଟୋ ନେଇ ସେପରି ଭିଡିଓ ବନା ଯାଉଥିବା ଏଥିପାଇଁ ସେମାନେ ବି ଚିନ୍ତିତ ଅଛନ୍ତି । ଯାହା ଫଳରେ ସମାଜରେ ଗୋଟେ ଖରାପ ପ୍ରଭାବ ପଡ଼ିବ ଏବଂ ଆମ ସଂପର୍କ ଖରାପ ହେବ । ସାଧାରଣତଃ ଝିଅ ମାନେ ଏହାର ଅଧିକ ଶିକାର ହୋଇପାରନ୍ତି । ଯେମିତି ଗୋଟେ ଝିଅକୁ ବ୍ଲାକମେଲିଂ ମଧ୍ୟ ଅତି ସହଜରେ କରାଯାଇପାରେ ଏବଂ ଯାହା ଫଳରେ ସେହି ଝିଅଟି କିଛି ଖରାପ କାମ ନ କରି ମଧ୍ୟ ସମାଜରେ ମୁଣ୍ଡ ଟେକି ଚାଲିପାରିବନି କାହାକୁ ମୁହଁ ଦେଖାଇବାକୁ ଲଜ୍ଜା ଲାଗିବ ।

ଆପଣମାନେ ଏଥିପ୍ରତି ସଜାଗ ହୋଇଯାଆନ୍ତୁ ଆପଣ କୌଣସି ଫଟୋକୁ ନେଇ ଆପଣଙ୍କର ବି ଭିଡିଓ ବନାଯାଇପାରେ । ଏବେ ଏମତି ବହୁତ୍ ପ୍ରକାରର ଆପ୍ଲିକେସନ ସବୁ ବାହାରି ଗଲାଣି ଯେ ଯେଉଁଥିରେ ଏକ ଅଶ୍ଳୀଳ ଭିଡିଓକୁ ନେଇ ସେଥିରେ ଅନ୍ୟ ଜଣଙ୍କ ଫଟୋ କାହାର ବି ହୋଇପାରେ ସେଥିରେ କଟିଙ୍ଗ କରି ଲଗାଇବା ପରେ ଆପଣଙ୍କୁ ସେହି ଭିଡିଓ ଦେଖିଲେ ଟିକେ ବି ସନ୍ଦେହ ହେବନି କି ଏଥିରେ ଅନ୍ୟ କାହାର ମୁଁହ ଲଗାଯାଇଛି । ଏଥିପାଇଁ ଆପଣ ମାନେ ସଜାଗ ହୋଇ ଯାଆନ୍ତୁ । ସୋସିଆଲ ମିଡ଼ିଆରେ ଫଟୋ ଅପଲୋଡ଼ କଲା ବେଳେ ପ୍ରାଇଭେଶୀ କରିକି ଅପଲୋଡ଼ କରନ୍ତୁ ଯାହା ଫଳରେ ଆପଣ ନିରାପଦରେ ରହିବେ ଆଉ ଆମ ସମାଜ ନିରାପଦରେ ରହିବ ।

ଆମେ ଆଶା କରୁଛୁ ଆପଣମାନେ ଭଲ ଭାବରେ ବୁଝିପାରିଥିବେ ଏବଂ ସଜାଗ ହୋଇଯିବେ ନିଜକୁ ନିରାପଦରେ ରଖିବା ପାଇଁ । ଆପଣ ନିରାପଦରେ ରହିବେ ଆମ ସମାଜ ନିରାପଦରେ ରହିବ ଯାହା ଫଳରେ ଆମ ଦେଶ ହିଁ ନିରାପଦରେ ରହିବ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.