ବନ୍ଧୁଗଣ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆମେ ଆଜି କିଛି କଷ୍ଟ ପୂର୍ଣ୍ଣ ଜଣା ଅଜଣା ସାଧାରଣ ଜ୍ଞାନ IAS ପରୀକ୍ଷା ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା। ଏହି ପ୍ରଶ୍ନ ଗୁଡ଼ିକ ର ଉତ୍ତର ଅନେକ ଉଚ୍ଚ ପାଠ ପଢ଼ା ବ୍ୟକ୍ତି ମଧ୍ୟ ସଠିକ ଦେଇ ପାରନ୍ତି ନାହିଁ। ଏହି ପ୍ରଶ୍ନ ଗୁଡ଼ିକ ସେତେ ସହଜ ହୋଇନଥାଏ। ଏହି ପ୍ରଶ୍ନ ଗୁଡିକ UPSC ବା IAS , IPS ଇଣ୍ଟରଭିଉ ପରୀକ୍ଷା ରେ ପଚାରାଯାଇଥାଏ। ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା।

ପ୍ରଶ୍ନ: କଳା ଘୋଡା ଧଳା ସବାରି ଗୋଟେ ଓଲ୍ହେଇଲେ ଅନ୍ୟର ପାଳି ତାହେଲେ ସେ କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଲୁହା କଳା ତାୱ। ଆଉ ରୁଟି
ପ୍ରଶ୍ନ:ଏମିତି କେଉଁ ଜିନିଷ ଅଟେ ଯାହାକୁ ଗୋଟେ ଝିଅ ବାହାଘର ପୂର୍ବରୁ ପିନ୍ଧି ପାରିବ ନାହିଁ।
ଉତ୍ତର:-ଏହାର ସଠିକ ଉତ୍ତର ହେଲା ମଙ୍ଗଳସୂତ୍ର,କେବଳ ଗୋଟେ ଝିଅ ନିଜ ବାହାଘର ପରେ ହିଁ ମଙ୍ଗଳସୂତ୍ର ପିନ୍ଧି ପାରେ।
ପ୍ରଶ୍ନ: ଏମିତି କେଉଁ ଜିନିଷ ଅଟେ ଯିଏ ପାଣିରୁ ତିଆରି ହୋଇଥାଏ କିନ୍ତୁ ତାକୁ ସୁର୍ଯ୍ୟ ମଧ୍ୟ ସୁଖେଇ ପାରିବ ନାହିଁ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଝାଳ,ମଣିଷ ଶରୀରରୁ ବାହାରୁଥିବା ଝାଳ,ଯାହା ଖରାରେ ଅଧିକ ବାହାରି ଥାଏ।
ପ୍ରଶ୍ନ: ଭଗବାନ ଶ୍ରୀରାମଙ୍କ ପିତାଙ୍କ ନାମ କଣ ଥିଲା ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅଯୋଧ୍ୟାର ରାଜା ଦଶରଥ ଥିଲେ।
ପ୍ରଶ୍ନ ନମ୍ବର୍ : ଏମିତି କେଉଁ ଜିନିଷ ଅଛି ଯାହାକୁ ସମ୍ପୂର୍ଣ୍ଣ ଭାରତ ଯେଉଁ ଆଡେ ନେଇ ଗଲେ ମଧ୍ୟ ଏହାର ମୁଲ୍ୟ ପରିବର୍ତ୍ତନ ହୁଏ ନାହିଁ ?
ଉତ୍ତର: ଏହାର ସଠିକ ଉତ୍ତର ହେଲା ନୋଟ ଯାହାକୁ ଭାରତରେ ଯେକୌଣସି ସ୍ଥାନକୁ ନେଲେ ମଧ୍ୟ ଏହାର ମୁଲ୍ୟ ପରିବର୍ତ୍ତନ ହୁଏ ନାହିଁ।

ପ୍ରଶ୍ନ: ଖାଇବା କେବେ ଖାଇ ନଥାଏ,ନା କେବେ ପାଣି ପିଇ ଥାଏ,ତାର ବୁଦ୍ଧି ଆଗରେ ସବୁ ହାର ମାନିଥାଆନ୍ତି ସବୁ ବଡ଼ ବଡ଼ ଜ୍ଞାନୀ।ସେ କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କମ୍ପୁଟର।
ପ୍ରଶ୍ନ:ମାତ୍ର ୧୦ ଟଙ୍କାରେ ଆପଣ କଣ କିଣିବେ ଯାହାଦ୍ୱାରା ଆପଣଙ୍କ ଘର ସମ୍ପୂର୍ଣ୍ଣ ଭାବରେ ପୁର୍ଣ୍ଣ ହୋଇଯିବ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଧୂପ କାଠି।
ପ୍ରଶ୍ନ: ତାହା କଣ ଯାହା ଶୁଖିଗଲେ ୨ କିଲୋ ଓଦା ହେଲେ ୧ କିଲୋ ଓ ଜଳିଗଲେ ୩ କିଲୋ ହୋଇଥାଏ ?
ଉତ୍ତର : ସଲଫର ବା ଗନ୍ଧକ
ପ୍ରଶ୍ନ:ଏମିତି ଚଢେଇ ନାମ କୁହ ଯାହାର ମାନେ ଇଂରାଜିରେ ବେସି ହୋଇଥାଏ ?
ଉତ୍ତର:ଏହାର ସଠିକ ଉତ୍ତର ହେଲା ମୟୁର ବା (ମୋର)
ପ୍ରଶ୍ନ:କିନ୍ନର ମାନଙ୍କର କଣ ଅନ୍ତିମ ସଂସ୍କାର ରାତିରେ ହୋଇଥାଏ ନା ନାହିଁ ?
ଉତ୍ତର: ଆଜ୍ଞା ହଁ,କିନ୍ନର ମାନଙ୍କର କଣ ଅନ୍ତିମ ସଂସ୍କାର ରାତିରେ ହୋଇଥାଏ।
ପ୍ରଶ୍ନ:କେଉଁ ଭିଟାମିନ ଶରୀରରେ ସଂଗୃହିତ ହୋଇ ନଥାଏ ?
ଉତ୍ତର:ଏହାର ସଠିକ ଉତ୍ତର ହେଲା ଭିଟାମିନ-ସି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ