ବିବାହଦିନ ଶାଳୀ ଏବଂ ଭିଣେଇଙ୍କ ସେକ୍ସ୍।
ଏକ ଦମ୍ପତିଙ୍କ ପ୍ରେମଧୋକା ଏବଂ ବିବାହ ଭଳି ଏକ ଘଟଣା ସାମ୍ନା କୁ ଆସିଛି । ପ୍ରେମରେ ଧୋକା ଖାଇଥିବା ଏକ ବ୍ୟକ୍ତି କିପରି ପ୍ରତିଶୋଧ ନେଇଛନ୍ତି ଯାହାକି ଏବେ ଚୀନର ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ରିପର୍ଟ ଅନୁଯାୟୀ ଏହି ଦମ୍ପତି ଦୁଇବର୍ଷ ଧରି ସମ୍ପର୍କରେ ଥିଲେ ଏବଂ ଛ ମାସ ପୂର୍ବରୁ ଦୁଇ ଜଣଙ୍କ ନିର୍ବନ୍ଧ ହେଇଥିଲା । ବିବାହ ପାଇଁ ଘରେ କୁଣିଆ ଭର୍ତି ହୋଇଥିଲେ ।
ଦମ୍ପତିଙ୍କ ସ୍ବାଗତ ପାଇଁ ସ୍ବତନ୍ତ୍ର ବ୍ୟବସ୍ତା କରାଯାଇଥିଲା । ବିବାହ କୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିବାହ ହଲରେ ଭିଡିଓ ଦେଖାଯାଉଥିଲା । ବିଡିଓ ପରେ କୁହାଯାଇଥିଲା କି ଏହି କପଲ୍ କିପରି ଦୁଇ ଜଣଙ୍କର ନିକଟତର ହେଲେ ତାହା ଦେଖାଇବୁ କିନ୍ତୁ ଏହି ଭିଡିଓ ପରେ ଯେଉଁ ଭିଡିଓ ଚାଲିଲା ତାହା ଦେଖି ସେଠାରେ ଉପସ୍ଥିତ ଥିବା ଅତିଥି ମାନଙ୍କର ହୋସ ଉଡ଼ିଗଲା । ଏହି ଭିଡିଓ ଟି ଏକ ସେକ୍ସ୍ ଭିଡିଓ ଥିଲା ସେଥିରେ ବିବାହ ହେଉଥିବା ଝିଅ ତାଙ୍କ ଭିଣୋଇ ସହ ଶାରୀରିକ ସଂପର୍କ ଥିବାର ଦେଖିବାକୁ ମିଳିଥିଲା ।

ଏହି ଭିଡିଓ ଦେଖି କନ୍ୟା ଆଶ୍ଚର୍ଯ୍ୟ ହୋଇଯାଇଥିବାବେଳେ ବର ତାକୁ କହିଲା ତତେ କଣ ଲାଗିଲା ମୁଁ କିଛି ଜାଣିନି । ଏହା ଶୁଣି କନ୍ୟାଟି ବର ଉପରକୁ ଫୁଲତୋଡ଼ା ଫୋପାଡି ଦେଇଥିଲା । ରିପୋର୍ଟ ଅନୁସାରେ ବରଟି ନିଜର ଭାବି ସ୍ତ୍ରୀ ଏବଂ ତାଙ୍କର ଭିଣୋଇ ମଧ୍ୟରେ ଅବୈଧ ସମ୍ପର୍କ ଥିବାର ଜାଣିଥିଲେ ।
ବିବାହ ପରେ ରହିବା ପାଇଁ ଏହି କପଲ ଏକ ନୂଆ ଘର ନେଇଥିଲେ । ସେହି ଘରେ ଯୁବକ ଜଣଙ୍କ ଏକ ସିକ୍ରେଟ୍ କ୍ୟାମେରା ଲଗାଇଥିଲେ ଏବଂ ସେହି ଘରର ଚାବି ଉଭୟଙ୍କ ପାଖରେଥିଲା । ଏହି ନୂଆ ଘରକୁ ଯୁବତୀ ଜଣଙ୍କ ନିଜ ଭିଣୋଇ ଙ୍କ ସହ ଆସୁଥିଲେ । ଯୁବକ ଜଣଙ୍କ ଯେତେବେଳେ ସେହି ଶିକ୍ରେଟ କ୍ୟାମେରାର ଫୁଟେଜ ଚେକ୍ କଲେ ସେତେବେଳେ ସେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ପ୍ରତିଶୋଧ ନେବାକୁ ନିଷ୍ପତି ନେଇଥିଲେ ।
ତେଣୁ ବିବାହ ଦିନ ହିଁ ସେ ନିଜର ଭାବି ସ୍ତ୍ରୀ ଏବଂ ତାଙ୍କର ଭିଣୋଇ ମଧ୍ୟରେ ଅବୈଧ ସମ୍ପର୍କ ଥିବାର ଭିଡିଓକୁ ସମସ୍ତଙ୍କ ଆଗରେ ଦେଖାଇଦେଇଥିଲେ । କେବଳ ଏତିକି ନୁହେଁ ସେ ଭିଡିଓ କୁ ବି ସୋସିଆଲ ମିଡ଼ିଆରେ ମଧ୍ୟ ସେୟାର କରିଥିଲେ । ଯୁବକ ଜଣଙ୍କ ମହିଳାଙ୍କ ସହ ବିବାହ ଏବଂ ନିର୍ବନ୍ଧ ଭାଙ୍ଗି ଦେଇଥିବା ବେଳେ ଯୁବତୀ ଜଣଙ୍କ ତାଙ୍କର ସମସ୍ତ ଭିଡିଓକୁ ସୋସିଆଲ ମିଡ଼ିଆରୁ ହଟାଇବାକୁ ଦାବି କରିଥିବାର ଜଣାଜାଣିଛି ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ