ସ୍ଵପ୍ନରେ ସେକ୍ସ୍ କରି କିପରି ହେଲେ ପ୍ରେଗନାଣ୍ଟ ।ଦେଖନ୍ତୁ ଭିଡିଓ

ଗୋଟେ ଘରେ ସ୍ବାମୀ ଏବଂ ସ୍ତ୍ରୀ ରହୁଥିଲେ । ସେମାନଙ୍କ ମଧ୍ୟରେ ଝଗଡ଼ା ହେବା କାରଣରୁ ସେମାନଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଗଲା । ଏବଂ ଛାଡ଼ପତ୍ର ହେବାପରେସେହି ସ୍ତ୍ରୀ ଲୋକଟି ପ୍ରେଗନାଣ୍ଟ ହୋଇଗଲେ । ଯେତେବେଳେ ପଡିଶା ଘର ତାଙ୍କୁ ପଚାରିଲେ କି ଆପଣଙ୍କର ତ ଛାଡ଼ପତ୍ର ହୋଇଗଲା ତା ପରେ ବି ଆପଣ କିପରି ପ୍ରେଗ୍ନେଣ୍ଟ ହୋଇଗଲେ ଆପଣ ଦୁଇଜଣ ତ ଅଲଗା ହୋଇଯାଇଥିଲେ ।

ସେତେବଳକୁ ସେହି ସ୍ତ୍ରୀ ଲୋକ ଟି କହିଲେ ମୋ ସ୍ବାମୀ ମଝିରେ ମଝିରେ ମତେ କ୍ଷମା ମାଗିବାକୁ ଆସୁଥିଲେ । ଏହିପରି ଭାବରେ ଆପଣ ଜାଣିପାରିଥିବ କି ସ୍ବାମୀ ଏବଂ ସ୍ତ୍ରୀ ଭିତରେ କିପରି ସମ୍ପର୍କ ବଢିଥିଲା । ତ ଏହିଭଳି ଏକ ଘଟଣା ଏକ ଯାଗାରେ ଦେଖିବାକୁ ମିଳିଛି । ମହିଳା ଜଣଙ୍କ ପାଖରେ ତାଙ୍କ ସ୍ବାମୀ ନଥିଲେ ବହୁତ୍ ଦିନ ଧରି କିନ୍ତୁ ସେହି ମହିଳା ଜଣଙ୍କ ପ୍ରେଗ୍ନେନେଟ ହୋଇଯାଇଥିଲେ । କିନ୍ତୁ ମହିଳା ଜଣଙ୍କ ଯେମିତି କହୁଛନ୍ତି କି ତାଙ୍କର ସ୍ଵାମୀଙ୍କ ସହ କିପରି ସଂପର୍କ ଥିଲା ଆପଣ ଜାଣିଲେ ଆପଣଙ୍କ ହୋସ ହିଁ ଉଡ଼ିଯିବ । ତ କଣ ରହିଥିଲା ସେହି ସ୍ତ୍ରୀ ଲୋକଟିର ଉତ୍ତର ଆସନ୍ତୁ ଜାଣିବା ।

ସ୍ବାମୀ ଏବଂ ସ୍ତ୍ରୀ ଅଲଗା ହେବାପରେ ପିଲାପିଲି ହେବାର ଏହି ଘଟଣା ଟି ଘଟିଛି ବିହାରର ବାଗଲପୁରରେ । ସ୍ତ୍ରୀ ଲୋକଟି ପ୍ରିଗ୍ନେନେଣ୍ଟ ହୋଇଯାଇଛନ୍ତି ଏହି କଥାଟି ଯେତେବେଳେ ତାଙ୍କର ପରିବାର ଲୋକ ଜାଣିଛନ୍ତି ସେତେବେଳେ ଗୋଟେ ହଂଗାମା ହୋଇଯାଇଛି । ହଙ୍ଗାମା ହେବାର କାରଣ ହେଲା ପୁରୁଷଟି ନଅ ମାସ ହେଲା ଘର ଛାଡ଼ିକି ବାହାରେ ରହୁଥିଲେମାନେ ସେ ବାହାରେ ଚାକିରୀ କରୁଛନ୍ତି । କିନ୍ତୁ ବର୍ତ୍ତମାନ ସେହି ମହିଳା ଜଣଙ୍କ ତିନି ମାସ ହେଲା ପ୍ରେଗନାଣ୍ଟ ଅଛନ୍ତି ଏହିଁ କଥା ଶୁଣି ତାଙ୍କର ନଣନ୍ଦ ଜଣଙ୍କ ଏହି ଘଟଣାର ଅଭିଯୋଗ କରିବା ପାଇଁ ଡି ଆଇ ଜି ଙ୍କ ନିକଟରେ ପହଞ୍ଚି ଯାଇଛନ୍ତି । ନଣନ୍ଦ ଜଣଙ୍କ ଯାଇକି ଆବେଦନ କରିଛନ୍ତି କି ଏଥିପାଇଁ କି ସେ ଜାଣିବାକୁ ଚାହୁଁ ଥିଲେ କି ସେ ପିଲାଟି ତାଙ୍କ ପରିବାରରକି ଆଉ କାହା ପରିବାରର ।

ଏହି ପ୍ରଶ୍ନର ଉତ୍ତରରେ ମହିଳା ଜଣକଙ୍କ କହିଛନ୍ତିକି ନା ଏଇଟା କେବଳ ମୋ ସ୍ବାମୀଙ୍କ ପିଲା । କିନ୍ତୁ ଏମିତି ହେଇ ବହୁତ୍ ହିଁ ତାମସା ଝଟିଥିଲା କିନ୍ତୁ ଯେତେବେଳେ ତାଙ୍କ ନାମରେ ଅଭିଯୋଗ କଲେ ସେତେବେଳେ ତାଙ୍କ ପରିବାର ଲୋକମାନେ ତାଙ୍କୁ ଘରୁ ବାହାର କରିଦେବାକୁ ଧମକ ଦେଲେ । ମହିଳାଜଣଙ୍କ କିନ୍ତୁ ବାରମ୍ବାର କହିଚାଲିଛନ୍ତିକି ଏଇଟା ହେଉଛି ତାଙ୍କର ସ୍ବାମୀଙ୍କର ପିଲା ।

କିନ୍ତୁ ସେମାନେ ଯେତେବେଳେ କହିଲେ ହଉ ଠିକ୍ ଅଛି ଯଦିଓ ଆମେ କିଛି ସମୟ ପାଇଁ ବିଶ୍ୱାସ କରିଦେବୁକି ଏଇଟା ତମ ସ୍ଵାମୀଙ୍କ ପିଲା କିନ୍ତୁ ତମ ସ୍ବାମୀତ ନା ମାସ ହେଲା ବାହାରେ ଅଛନ୍ତି ଏବଂ ଏହି ପିଲାଟି ଏବେ ତିନି ମାସର ,ତେବେ ତମ ମଧ୍ୟରେ ସଂପର୍କ ହେଲା କିପରି ଏବଂ ଏହି ପିଲାଟି ଜନ୍ମ ନେଲା କେମିତି ।କିନ୍ତୁ ଏହାର ଉତ୍ତର ସେହି ମହିଳା ଜଣଙ୍କ ଅହିଛନ୍ତି କି ଯେତେବେଳେ ମୁ ଶୋଇବାକୁ ଯାଏ ସେତେବେଳେ ମୋ ସ୍ଵପ୍ନରେ ସବୁବେଳେ ମୋ ସ୍ବାମୀ ମୋ ପାଖକୁ ଆସୁଛନ୍ତି ,ଯାହା ଫଳରେ ଏହି ସଂପର୍କ ଗଢିଉଠିଛି ,ମାନେ ଏଭଳି କଥା ଏହା ଯାହାକୁ କେହି ବି ବିଶ୍ୱାସ କରିବେନି ଆପଣବି ମଧ୍ୟ ବିଶ୍ୱାସ କରୁନଥିବେ ।

କିନ୍ତୁ ଯେତେବେଳେ ଗାଁର ପଞ୍ଚାୟତ ବସିଲା ସେଠାରେ ବି ମହିଳା ଜଣଙ୍କ ଏହି କଥା କହିଲେ । କିନ୍ତୁ ମହିଳା ଜଣଙ୍କ ମୋବାଇଲ ଚେକ୍ କରି ବହୁତ୍ ତର୍ଜମା ପରେ ଜଣା ପଡିଲାକି ସେହି ଗ୍ରାମର ଏକ ଅବିବାହିତ ପୁଅ ସହ ଏହି ମହିଳା ଜଣଙ୍କ ସମ୍ପର୍କ ରଖିଥିଲେ ଏବଂ ଏହି ପିଲା ଟି ସେହି ପୁରୁଷର । ଏବଂ ତାକୁ ନିଜ ସ୍ବାମୀଙ୍କ ନାମ ଦେଇ ସେ ନିଜ ପରିବାର ଲୋକଙ୍କୁ ମିଛ କହି ଆସୁଥିଲେ । ଏହି ପ୍ରେମ ସଂପର୍କ ଗଢିଉଠିଥିଲା ସେତେବେଳେ ଯେତେବେଳେ ତାଙ୍କ ସ୍ବାମୀ ବାହାରେ ଚାକିରି କରିଥିଲେ

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.