ଜଙ୍ଗଲ କୁ ଟାଣି ନେଲେ ମହିଳା ଙ୍କୁ ଦୁଷ୍କର୍ମ କରିବା ପାଇଁ ଦୁର୍ବୁତ,ଏହି ଭିଡିଓ ସୋକିଆଲ ମିଡିଆ ରେ ଭାଇରାଳ ହେଉଛି

ସୋସିଆଲ ମେଡ଼ିଆ ରେ ନିଆଁ ପରି ବାଇରଲ ହେଉଛି ଏହି ଭିଡ଼ିଓ… ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ…ଆମ ସମାଜ ରେ ଲୋକ ଏତେ ହିଂସ୍ର ପ୍ରକୃତି ର ହେଇଗଲେଣି ଯେ ଶିକ୍ଷିତ ହୋଇ ମଧ୍ୟ ଏପରି ଅଶିକ୍ଷିତ କାର୍ଯ୍ୟ କରିବାକୁ ପଛଉନାହାନ୍ତି.. ଯାହା ଦ୍ୱାରା କି ଅନ୍ୟମାନେ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି

ମୁଁ ଆପଣଙ୍କୁ ଯାହା ବି ଏ ଭିଡ଼ିଓ ବିଷୟରେ କହିବି ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ… ଆଜି କାଲି ଆମ ସମାଜ ରେ ନାରୀ ସୁରକ୍ଷିତ ନାହାନ୍ତି
ଏହି ଘଟଣା ଏଇ କିଛି ଦିନ ତଳର ଘଟଣା l

ଦୁଇ ଜଣ ଯୁବକ ଏହି ଯୁବତୀ କୁ ଜଙ୍ଗଲ ଭିତରକୁ ଟାଣି ନେଉଥିଲେ ଯାହା ଆପଣ ଦେଖିପାରୁଥିବେ ତା ସହ ଅନ୍ୟ ଜଣ ତାଙ୍କୁ ଭିଡିବାକୁ ଚେଷ୍ଟା କରୁଥିଲେ… ଅନ୍ୟ ଜଣେ ନିଜ ମୋବାଇଲ ରେ ଭିଡିଓ ଟିକୁ ରେକର୍ଡ କରିଥିଲେ

ଏହି ଭିଡ଼ିଓ ଟି ସୋସିଆଲ ମେଡ଼ିଆ ରେ ଭାଇରଲ ହେବାକୁ ଲାଗୁଛି

ଏହାକୁ ଆମ ସମାଜ ତୀବ୍ର ନିନ୍ଦା କରିଛି… ଏହି ଭିଡ଼ିଓ ଭାଇରଲ ହେବା ପରେ ପୋଲିସ ଏହି ଯୁବକ ମାନଙ୍କୁ ଆରେଷ୍ଟ କରିଛିଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ।

Leave a Reply

Your email address will not be published.