୧୦ ଦିନର ପ୍ରେମ କରିବା ପରେ ଯୁବତୀଙ୍କ ସହ ଯାହା ହେଲା ଆପଣ ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଯାହା କି ୧୦ ଦିନ ପ୍ରେମରେ ଝିଅ ହେଇଗଲା ଗର୍ଭବତୀ । ଝିଅଙ୍କ ପରିବାର ପଚାରିବାରୁ ଝିଅକୁ ଝିଅ କହିଲା କଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେଇ ଯିବେ । ଆସନ୍ତୁ ଜାଣିବା ଏହି ଘଟଣା ସମ୍ପର୍କରେ ।ଯୁବତୀ ଜଣକ ଗର୍ଭବତୀ ହବର ଘଟଣା । ବର୍ତ୍ତମାନ ଚାଲିଛି ଇଣ୍ଟରନେଟର ଦୁନିଆ । ଏହି ସମୟରେ ଏପରି ଘଟଣା ଘଟୁଛି ତାହା ଜାଣିଲେ ଆଶ୍ଚର୍ଯ୍ୟ ହବ । ଲୋକ ମାନେ ସମ୍ପର୍କ ସ୍ଥାପନ କରିବା ପାଇଁ ବହୁତ ଆଗ୍ରହୀ ଏହି ଇଣ୍ଟରନେଟର ଦୁନିଆରେ । ଦୁଇ ଜଣ ପ୍ରେମୀ ଯୁଗଳ ଜାଣିନଥିଲେ ଦୁଇ ଜଣ ଦୁଇ ଜଣକୁ । ସୋସିଆଲ ମିଡ଼ିଆରୁ ଜାଣିଲେ ତାଙ୍କୁ ତାପରେ ଆସ୍ତେ ଆସ୍ତେ ବଢ଼ିଲା ପ୍ରେମ । କଥା ବାର୍ତା ହେଉ ହେଉ ହେଇଗଲା ପ୍ରେମ । ପରିଚିତ ହୋଇଥିଲେ ଦୁଇ ଜଣଙ୍କ ମଧ୍ୟରେ । ତାପରେ ସେମାନେ ଆଗେଇ ଥିଲେ ଶାରୀରିକ ସମ୍ପର୍କ ଆଡକୁ । କଥା ବାର୍ତା ହୁଅନ୍ତି ସରହି ସବୁ ବିଷୟକୁ ନେଇ ।

ପ୍ରେମିକ ଜଣକ ପ୍ରେମିକଙ୍କୁ ମନେଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ଏବଂ ସେମାନେ ଶାରୀରିକ ସମ୍ପର୍କ ରଖିଥିଲେ ଯାହା ଫଳରେ ଯୁବତୀ ଜଣକ ହୋଇଯାଇଥିଲେ ଗର୍ଭବତୀ । ପ୍ରେମିକ ଜଣକ କହିଥିଲେ ତାଙ୍କ ପ୍ରେମିକାଙ୍କୁ କି ସିଏ ଗର୍ଭବତୀ ଅଛନ୍ତି । ପ୍ରେମିକ କହିଥିଲା ସେହି ପିଲା ଟିକୁ ନଷ୍ଟ କରି ଦେବାକୁ କିନ୍ତୁ ପ୍ରେମିକା ରାଜି ହେଇନଥିଲେ ପିଲା ଟିକୁ ନଷ୍ଟ କରିବାକୁ । ଯାହା ଫଳରେ ପ୍ରେମିକଟି ମାରିଦେଇଥିଲା ପ୍ରେମିକାକୁ । ପୋଲିସ ତାହାର ଖୋଳ ତାଳ କରି ବାହାର କରିଥିଲା ସେହି ପିଲାକୁ ।
ଆଜିକାଲି ଦୁନିଆରେ ଲୋକ ମାନେ ଇଣ୍ଟରନେଟରେ ପ୍ରେମ କରି ହେଉଛନ୍ତି ବହୁତ ହଇରାଣ । ନ ଦେଖି ହେଉଛନ୍ତି କଥା ବାର୍ତା । କଥା ବାର୍ତା ପରେ ଆସ୍ତେ ଆସ୍ତେ ବଢୁଛି ନିକଟତା । ତାପରେ ରଖୁଛନ୍ତି ଶାରୀରିକ ସମ୍ପର୍କ ସେହି ପିଲା ସହ ।ତାପରେ ହେଉଛନ୍ତି ଗର୍ଭବତୀ । ଗର୍ଭବତୀ ପରେ ପିଲାକୁ ନଷ୍ଟ କରିବାକୁ ଚଂହୁନାହାନ୍ତି ଝିଅ ମାନେ ଯାହା ଫଳରେ ଘଟୁଛି ବହୁତ ପ୍ରକାର ଅଘଟଣ । ସେହିପରି ଆହୁରି ବହୁତ ଘଟଣା ଘଟିଚାଲିଛି ଦିନକୁ ଦିନ । ଏପରି ଘଟଣା ପାଇଁ ଦୁନିଆରେ ହେଉଛି ବହୁତ ଅଶାନ୍ତି । ଆଜିକାଲିର ପିଲା ମାନେ ହେଉଛନ୍ତି ଇଣ୍ଟରନେଟର ଦାସ । ଇଣ୍ଟରନେଟ ମାଧ୍ୟମରେ ହେଉଛି ବହୁତ ପ୍ରକାର କାମ ।ଏବେ ଏହି ସବୁ ବିଷୟ ଦେଖିବାକୁ ମିଳୁଛି ସୋସିଆଲ ମିଡିଆରେ ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ