ଚିଣ୍ଟୁ ନିଜ ବାପା ମାଆ ଙ୍କୁ ବେଡ଼ରୁମ ରେ ଦେଖି ଚିଲେଇଲା ଏବଂ କହିଲା

ପ୍ରତିଦିନ ଭଳି ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ବଛା ବଛା କେତୋଟି ମଜାକଥା, ପଢ଼ନ୍ତୁ ହସି ହସି ଗଡ଼ନ୍ତୁ।

୧) ସିରିୟଲରେ ସବୁ ସ୍ଵାମୀମାନେ ବଡ ବଡ ବିଜନେସମ୍ୟାନ ହୋଇଥାନ୍ତି ।
ତଥାପି ଦିନ ସାରା ନିଜ ସ୍ତ୍ରୀଙ୍କ ଆଗ ପଛରେ ବୁଲୁଥାନ୍ତି ।ତ ବିଜନେସ କିଏ ସମ୍ଭାଳନ୍ତି ।

୨) ସେ କହିଲା ମୋର ବାହାଘରରେ ଆସିବ ତ? ମୁଁ କହିଲି ଆରେ ପାଗେଳି, ମୁ ତ ୫୦ କିଲୋମିଟର ଦୂର ପର୍ଯ୍ୟନ୍ତ ବି ଯାଇ ମାଗଣା ଖାଇ ଆସୁଛି,ତୁ ତ ପୁଣି କେବେ ନିଜର ଥିଲୁ ।
୩) ବାପା ପୁଅକୁ ପଚାରିଲା, ଆଜି ସ୍କୁଲରୁ ଏତେ ଶୀଘ୍ର ଆସିଲୁ ?
ପୁଅ କହିଲା – ମୁଁ ହିଁ ଏମିତି ଏକ ଛାତ୍ର ଥିଲି
ଯିଏକି ଶିକ୍ଷକଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିଲି
ବାପା ପଚାରିଲେ ପ୍ରଶ୍ନ କଣ ଥିଲା ?
ପୁଅ କହିଲା ସ୍କୁଲରେ ନିଆଁ କିଏ ଲଗାଇଲା ? ?

୪)୬୦ ବର୍ଷ ପରେ ପ୍ରେମ
ସ୍ତ୍ରୀ : ଆଜି ରାତିରେ ଘରେ କେହି ନାହାନ୍ତି
କେବଳ ଆମେ ଦୁଇ ଜଣ
ସ୍ୱାମୀ : ହଁ ଠିକ ଅଛି
ତେବେ ଆଜି ଖିଚିଡି ବନେଇ ଦିଅ..

୫) ଝିଅ : ମୁଁ ତମ ପ୍ରେମରେ ଲୁଟି ଗଲି ବର୍ବାଦ ହୋଇଗଲି, ବଦନାମ ହୋଇଗଲି ।
ପପୁ : ପାଗେଳି ତାହାଲେ ମୁଁ କଣ ତୋ ପ୍ରେମରେ କଲେକ୍ଟର ହେଇଗଲି ମୁଁ ବି ତ ପକୋଡି ବିକୁଚି ।

୬)ଝିଅଟି ପୁଅକୁ କୁଣ୍ଢେଇ ନେଇ କାନରେ କହିଲା…
ଝିଅ- କିଛି ଏମିତି କୁହ କି ମୋ ଛାତି ଧକ ଧକ ହେବାକୁ ଲାଗିବ
ପୁଅ- ପଛରେ ତୋ ବାପା ଠିଆ ହେଇଛି, ଏମିତି ହିଁ ଚିପକି ରହ, ନହେଲେ ଧରା ପଡିବୁ !

୭)ଚଉଠି ରାତି ରେ ସ୍ତ୍ରୀ ନିଜ କପଡା ଓଲ୍ହାଇ
ନିଜ ସ୍ଵାମୀ ଆଡକୁ ତେରଛା ନଜରରେ ଚାହିଁ କହିଲା
ଜଣା ଅଛି ନା, ଆଜି ତୁମକୁ କଣ କରିବାର ଅଛି ?
ସ୍ଵାମୀ – ତୋର ପଛେ ଯାହା ହେଇଯାଉ ମୁଁ ଏତେ ରାତିରେ କପଡା ଧୋଇବିନି

୮)ଜଣ ମହିଳା ଟ୍ରାଫିକ୍ ସିଗନାଲ୍ ଭାଙ୍ଗିଦେଲେ , ଟ୍ରାଫିକ୍ ପୋଲିସ୍ ତାଙ୍କୁ ଅଟକାଇଦେଲେ,  ମହିଳା ଜଣଙ୍କ କହିଲେ , ମୋତେ ଛାଡିଦିଅନ୍ତୁ ମୁଁ ଜଣେ ଶିକ୍ଷକ ଅଟେ , ଟ୍ରାଫିକ୍ ପୋଲିସ୍ : ଏହି ବର୍ଷର ଅପେକ୍ଷା ବହୁତ ଦିନ ହେଲା କରୁଛି , ଚାଲ ଏବେ ୧୦୦ ଥର ଲେଖ , ଆଗକୁ ସିଗନାଲ୍ ଭାଙ୍ଗିବି ନାହିଁ ,

୯) ସ୍ୱାମୀକୁ ପଚାରାଗଲା ଏକ ପ୍ରଶ୍ନ : ଯଦି ଆପଣଙ୍କ ସ୍ତ୍ରୀ କୁ ଭୁତ ଧରିନିଏ ତେବେ କଣ୍ କରିବେ ? ସ୍ୱାମୀ : ମୁଁ କଣ କରିବି , ଭୁଲ୍ ଭୁତର ଅଟେ,  ନିଜେ ଭୋଗିବ ।

୧୦) ପପୁ ଆମେରିକାରେ ଥିଲା ସେଠାରେ ଗୋଟେ ବିଲଡିଙ୍ଗ୍ ରେ ନିଆଁ ଲାଗିଗଲା,  ପପୁ : ଅଗ୍ନିଶମ ବିଭାଗକୁ ଫୋନ୍ କରି ଡକାଇଲା , ଟମ୍, ଲୋକଙ୍କୁ ଗୋଟେ ଗୋଟେ କରି ତଳକୁ ଫିଙ୍ଗିଦିଅ, ମୁଁ କ୍ୟାଚ୍ କରିବି,  ପ୍ରଥମେ ଗୋଟେ ପୁଅ ଆସିଲା , ତାପରେ ଗୋଟେ ଝିଅ, ତାର ପରେ ଜଣେ ବୟସ୍କ ଲୋକ, ତାପରେ ଜଣେ ସ୍ତ୍ରୀ ଲୋକ, ପପୁ : ସମସ୍ତଙ୍କୁ ଧରି ପକାଇଲା,  ତାପରେ ଏକ ନିଗ୍ରୋ ଆସିଲା , ପପୁ ତାକୁ ଛାଡିଦେଲା ଓ କହିଲା  ଏବେ ଶଳା ଯିଏ ଜଳିଯାଇଛି ତାକୁ ତଳେ ପକାଅ ନାହିଁ ।

୧୧) ବାପା : ମୋ ପିଲା ବେଳେ ମୁଁ ୧୦ ଟଙ୍କା ଧରିକି ଯାଉଥିଲି, ବଜାରରୁ ମାଛ,ଅଣ୍ଡା,ଚିକେନ୍,ମିସଚର, ଶାଗ,ଚକଲେଟ ସବୁ ଧରିକି ଆସୁଥିଲି
ପୁଅ: ଆଜିକାଲି ସବୁ ଦୋକାନରେ ସିସିଟିଭି ଲାଗି ଯାଇଛି ପରା

୧୨) ଚିଣ୍ଟୁ ଦିନେ ଜଲଦି ସ୍କୁଲ ରୁ ଘରକୁ ଚାଲି ଆସିଲା ଏବଂ ଘରେ ବାପା ମାଆ ଙ୍କୁ ବେଡ଼ ରୁମ ରେ ଦେଖି ଚିଲେଇଲା ଏବଂ କହିଲା…

ନିଜ ମନ ଇଚ୍ଛା ଚୁଚୁମ କିନ୍ତୁ ମୁଁ ଆଙ୍ଗୁଠି ଚୁଚୁମିଲେ ମତେ ସୋଧୁଚ..

ଏଭଳି ଅଧିକ ମଜାକଥା ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ। ଏହାକୁ ସେୟାର୍ ନିଶ୍ଚୟ କରନ୍ତୁ।ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ

Leave a Reply

Your email address will not be published.