ଦୁଇ ମିନିଟରେ ଆପଣଙ୍କ ବୋର୍ନର ସୁନ୍ଦର ଭାବରେ ଜଳିବ ମାତ୍ର କରନ୍ତୁ ଏହି ଉପାୟ

ଯଦି ଗ୍ୟାସ ଚୁଲା ବହୁତ୍ ଧୀରେ ଧୀରେ ଜଳୁଥିବ ତାହେଲେ କିପରି ଆମେ ତାହାକୁ ଜୋର ଜଳାଇପାରିବା ଆସନ୍ତୁ ଜାଣିବା ।ତ ଆମ ନିକଟରେ ଏକ ଚାରୋଟି ବର୍ଣ୍ଣର୍ ବାଲା ଚୂଲା ଅଛି ।ଏହି ଚାରୋଟି ବର୍ଣ୍ଣର୍ ମଧ୍ୟରୁ ଗୋଟେ ବର୍ଣ୍ଣର୍ ବହୁତ୍ ହିଁ ଧୀରେ ଜଳୁଛି ତ ଏଇଟାକୁ କିପରି ଆମେ ମରାମତି କରି ଜୋରେ ଜଳାଇ ପାରିବା ଆସନ୍ତୁ ଜାଣିବା।ଆମ ଘରେ ଏପରି କିଛି ଅସୁବିଧା ହେଲେ ଆମ ଗ୍ୟାସ ଚୂଲା ମରାମତି କରୁଥିବା ଲୋକଙ୍କୁ ଡାକି ଥାଉ ଯେଉଁମାନେକି ତାହାକୁ ମରାମତି କରିଦିଅନ୍ତି ହେଲେ ସେଥିପାଇଁ ବହୁତ୍ ଅର୍ଥ ଆମଠୁ ନେଇଥାନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କୁ ତାହାର ମରାମତି ସଂପର୍କରେ ଜଣାଇବୁ ଯାହା ଦ୍ଵାରା ଆପଣ ନିଜେ ହିଁ ନିଜ ଚୁଲର ମରାମତି କରିପାରିବେ ।

ଆମକୁ ପ୍ରଥମେ ସେହି ଚୁଲା ଖୋଲିକି ଏକ ପାତ୍ରରେ ରଖିବାକୁ ହେବ । କିଛି ଦିନ ଭିତରେ ଚୁଲାରେ ବହୁତ୍ ଧୂଳି ହୋଇଯାଇଥାଏ ଏହି କାରଣରୁ ଆମକୁ ଗୋଟେ ମାସରେ ଦୁଇଥର ତାକୁ ସଫା କରିବାକୁ ହୋଇଥାଏ ଯାହାକି ଆମେ କରିନଥାଉ ଏଥିପାଇଁ ବର୍ଣ୍ଣର୍ ଧୀରେଧୀରେ ଜଳିଥାଏ । ଖୋଲାଯାଇଥିବା ସେହି ବର୍ଣ୍ଣର୍ କୁ ଏକ ପାତ୍ର ଭିତରେ ରଖି ତାଉପରେ ଆମକୁ ହାର୍ପିକକୁ ପକାଇ ୧୫ମିନିଟ ପର୍ଯ୍ୟନ୍ତ ରଖିବାକୁ ହେବ।

ସେହି ସମୟରେ ଆମେ ଚୁଲାକୁ ଓଲଟାଇ ପ୍ଲାସରେ ବର୍ଣର ତଳେ ଥିବା ନଟକୁ ଖୋଲିକି ଚୁଲାକୁ ସଫା କରିବା । ଯେଉଁ ପାର୍ଟ ମଧ୍ୟ ଦେଇ ଗ୍ୟାସ ବର୍ଣର ପର୍ଯ୍ୟନ୍ତ ଆସି ପହଞ୍ଚେ ସେହି ପର୍ଟ ର ଅଗ୍ରଭାଗ ଭିତରେ ଧୂଳି ରହିଯାଇଥାଏ ଯାହା ଫଳରେ ଧୀରେ ଧୀରେ ଜଳିଥ ଥାଏ ।ଆମେ ତାକୁ ସଫା କରିବାପାଇଁ ଆମକୁ ଗୋଟେ ସୂତା ଏବଂ ଗୋଟେ ତାର ଦରକାର । ପ୍ରଥମେ ଷ୍ଟୋଭର୍ ବର୍ଣରକୁ ଜଳାଇବା ପାଇଁ ବ୍ୟବହାର କରାଯାଉଥିବା ପିନକୁ ଆଣିବା ଗ୍ୟାସ ଆସୁଥିବା ସେହି ପାଇପକୁ ସେଥିରେ ଟିକେ ସଫା କରିଦେବା ନଚେତ୍ ଏକ ସୂତା ଏକ ତରରେ ଗୁଡ଼ାଇ ତା ସାହାର୍ଯ୍ୟରେ ସେଥିରେ ଥିବା ଧୂଳିକୁ ବାହାରକରିପାରିବା । ସେଥିରେ ଏହି ଟିକେ ଟିକେ ଧୂଳି ରହିଯିବା କାରଣରୁ ଗ୍ୟାସ ବର୍ଣର ପର୍ଯ୍ୟନ୍ତ ଆସି ପହଞ୍ଚି ପାରେନି ସେଥିପାଇଁ ବର୍ଣର ବହୁତ୍ ଧୀରେ ଧୀରେ ଜଳିଥାଇ ।

ଏହା ପରେ ଏକ ବ୍ରସର ସାହାର୍ଯ୍ୟରେ ସେହି ପାଇପକୁ ଭଲ ଭାବରେ ଘଷିକି ସଫା କରି ଦିଅନ୍ତୁ । ବ୍ରଶକୁ ପାଇପ୍ ବାହାରେ ଏବଂ ପାଇପ୍ ଭିତରେ ପୁରାଇ ଭଲ ଭାବରେ ଘସିକି ସେଥିରେ ଲାଗିଥିବା ଧୂଳିକୁ ସଫା କରି ଦିଅନ୍ତୁ । ଆମେ ବେଳେବେଳେ ତାର ଉପରୁ ଉପରୁ ଟିକେ ସଫା କରିଦେଇଥାଏ ସେଥିପାଇଁ କିଛି ଦିନ ପରେ ପୁଣି ତ ଭିତରେ ଧୂଳି ଜମି ଯାଏ ଯାହା ଫଳରେ ଧୀରେଧୀରେ ଜଳି ଥାଏ ।

ଆମର ପାଇପ୍ ବର୍ତ୍ତମାନ ଭଲ ଭାବରେ ସଫା ହୋଇଯାଇଛି । ଏହା ପରେ ଆମକୁ ପାଇପ୍କୁ ଠିକ୍ ସ୍ଥାନରେ ରଖି ପ୍ଲାସ୍ ସାହାର୍ଯ୍ୟ ରେ ନଟ୍ ଗୁଡ଼ିକୁ ଫିଟ୍ କରିଦିଅନ୍ତୁ । ବହୁତ୍ ହିଁ ସହଜ ଅଟେ ଯେ କୌଣସି ଲୋକ ବି ଏହାକୁ ଅତି ସହଜରେ କରିପାରିବ । ଏହା ପରେ ଆମେ ରଖିଥିବା ବର୍ଣରକୁ ୱାଶିଂ ପାଉଡରରେ ସଫା କରିଦେବା ସେଥିରେ ଥିବା ଧୂଳି ବି ସବୁ ଚାଲିଯିବ ଏବଂ ବର୍ଣର ପୁରା ସଫା ହୋଇଯିବ ।

ଏହିପରି ଭାବରେ ଆମକୁ ସମସ୍ତ ବର୍ଣର କୁ ସଫା କରିବାକୁ ହେବ ୨ ରୁ ୩ ମିନିଟ ପର୍ଯ୍ୟନ୍ତ । ଏହା ପରେ ବର୍ଣରକୁ ନେଇ ପାଣିରେ ଧୋଇଦିଅନ୍ତୁ । ଏହା ପରେ ଧୋଇ ଥିବା ବର୍ଣରକୁ ଏକ ଶୁଖିଲା କପଡ଼ାରେ ପୋଛି ଦିଅନ୍ତୁ । ଏହା ପରେ ସେହି ବର୍ଣରକୁ ଟିକେ ଝାଡି ଦିଅନ୍ତୁ ଯାହା ଦ୍ଵାରା ତା ଭିତରେ ରହିଥିବା ପାଣି ବି ସେଥିରୁ ବାହାରିଯିବ । ଏହା ପରେ ଆମେ ସେହି ବର୍ଣରକୁ ଫିଟ୍ କରିଦେବା । ଏହାପରେ ଆପଣ ଦେଖିବେ ଆପଣଙ୍କ ଗ୍ୟାସ ବର୍ଣର ବହୁତ୍ ହିଁ ଜୋରରେ ଜଳିବାକୁ ଲାଗିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.