ପୁଅ ନଥିବା ବେଳେ ଶଶୁର ବୋହୂ କରୁଥିଲେ ଏମିତି କାମ,ନାତି କଲା ଭିଡ଼ିଓ ଭାଇରାଲ

ବନ୍ଧୁଗଣ ଆପଣଙ୍କୁ ଆମ ନିଉଜ୍ ପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ ଆଜି କାଲି କଳିଯୁଗର ପ୍ରଭାବ ବଢିଚାଲିଛି। ଦିନକୁ ଦିନ ଏମିତି ସବୁ ଖବର ଆସୁଛି ଯାହା ଜାଣିଲେ ଆପଣ ମଧ୍ୟ ନିଜ ମୁଣ୍ଡରେ ହାତ ଦେବେ। କେଉଝର ହରିଚନ୍ଦନପୁର ରେ ଏମିତି ଏକ ଘଟଣା ଘଟିଛି ଯାହା କୁ ଶୁଣିଲେ ଆପଣ ମଧ୍ୟ ତାଜୁକ ହୋଇଯିବେ ଏହି ଘଟଣା ଟି ବର୍ତ୍ତମାନ ସେଠାରେ ଆଖ ପାଖରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପୁଅ ଭୁବନେଶ୍ୱର ରେ ଚାକିରୀ କରିଥିବାରୁ ବୋହୂ ନିଜ ଶରୀରର ଭୋକ ମେଣ୍ଟାଇବା ପାଇଁ ଶଶୂର ଙ୍କୁ ନିଜ ଆଶା ବାଡ଼ି ଭାବିନେଇଥିଲା କିନ୍ତୁ ସେ କେବେ ମଧ୍ୟ ଭାବିନଥିଲା ତାର ଏହି ଆଶାବାଡ଼ି ଖୁବ ଶୀଘ୍ର ଭାଙ୍ଗିଯିବ ବୋଲି।

ଘଟଣା ଟି ଏମିତି ଘଟିଛି ଯେ ଶଶୂର ବଂଶୀଧର ଏବଂ ବୋହୁ ଗୀତା ଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହି ଆସିଥିଲା। ଗୀତାଙ୍କର ପୁଅ ଚିଣ୍ଟୁ ହରିଚନ୍ଦନପୁର ଶିଶୁ ମନ୍ଦିର ରେ ପଢୁଥିଲା। ଏକଦା ଶଶୁର ବୋହୁ ଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ କୁ ନିଜ ମାଆ ଙ୍କ ଫୋନ୍ ରେ ରେକର୍ଡ କରି ନେଇଥିଲା ୬ଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ଚିଣ୍ଟୁ। ଏବଂ ଏହି ଭିଡ଼ିଓ କୁ ନିଜ ସାଙ୍ଗ ସାଥୀଙ୍କ ମଧ୍ୟରେ ଭାଇରାଲ କରି ଦେଇଥିଲା ଚିଣ୍ଟୁ। ଏହି ଖବର ଦିନେ ଶଶୁର ବଂଶୀଧର ସକାଳେ ଚାହା ଦୋକାନରେ ଚାହା ପିଉଥିବା ବେଳେ ଶୁଣିବାକୁ ପାଇଥିଲେ ଏବଂ ହାର୍ଟ ଅଟାକ ରେ ତାଙ୍କର ସେହିଠାରେ ମୃତ୍ୟୁ ଘଟିଥିଲା।

ଏହାପରେ ସ୍ୱାମୀ ବାବୁଙ୍କ ଭୟରେ ଗୀତା ନିଜ ଶଶୁର ଘର ଛାଡି ବାପ ଘରକୁ ଚାଲିଯାଇଛନ୍ତି। ସ୍ୱାମୀ ବାବୁଙ୍କ ଏତଲା ପରେ ପୋଲିସ ଘଟଣାର ଛାନ୍ ଭିନ କରୁଛି।ଆପଣଙ୍କୁ ଆମେ ଏମିତି ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.