ଜଙ୍ଗଲ କୁ ଟାଣି ନେଲେ ମହିଳା ଙ୍କୁ ଦୁଷ୍କର୍ମ କରିବା ପାଇଁ
ସୋସିଆଲ ମେଡ଼ିଆ ରେ ନିଆଁ ପରି ବାଇରଲ ହେଉଛି ଏହି ଭିଡ଼ିଓ… ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ…
ଆମ ସମାଜ ରେ ଲୋକ ଏତେ ହିଂସ୍ର ପ୍ରକୃତି ର ହେଇଗଲେଣି ଯେ ଶିକ୍ଷିତ ହୋଇ ମଧ୍ୟ ଏପରି ଅଶିକ୍ଷିତ କାର୍ଯ୍ୟ କରିବାକୁ ପଛଉନାହାନ୍ତି.. ଯାହା ଦ୍ୱାରା କି ଅନ୍ୟମାନେ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି
ଆମେ ଆପଣଙ୍କୁ ଯାହା ବି ଏ ଭିଡ଼ିଓ ବିଷୟରେ କହିବୁ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ… ଆଜି କାଲି ଆମ ସମାଜ ରେ ନାରୀ ସୁରକ୍ଷିତ ନାହାନ୍ତି
ଏହି ଘଟଣା ଏଇ କିଛି ଦିନ ତଳର ଘଟଣା । ଯୁବତୀ ସକାଳୁ ସକାଳୁ ମନ୍ଦିର ଯାଉଥିଲେ ହଠାତ କିଛି ଯୁବକ ତାଙ୍କୁ ଏକୁଟିଆ ଦେଖି ଦୁଷ୍କର୍ମ କରିଛନ୍ତି।
ଦୁଇ ଜଣ ଯୁବକ ଏହି ଯୁବତୀ କୁ ଜଙ୍ଗଲ ଭିତରକୁ ଟାଣି ନେଉଥିଲେ ଯାହା ଆପଣ ଦେଖିପାରୁଥିବେ ତା ସହ ଅନ୍ୟ ଜଣ ତାଙ୍କୁ ଭିଡିବାକୁ ଚେଷ୍ଟା କରୁଥିଲେ… ଅନ୍ୟ ଜଣେ ନିଜ ମୋବାଇଲ ରେ ଭିଡିଓ ଟିକୁ ରେକର୍ଡ କରିଥିଲେ
ଏହି ଭିଡ଼ିଓ ଟି ସୋସିଆଲ ମେଡ଼ିଆ ରେ ଭାଇରଲ ହେବାକୁ ଲାଗୁଛି
ଏହାକୁ ଆମ ସମାଜ ତୀବ୍ର ନିନ୍ଦା କରିଛି… ଏହି ଭିଡ଼ିଓ ଭାଇରଲ ହେବା ପରେ ପୋଲିସ ଏହି ଯୁବକ ମାନଙ୍କୁ ଆରେଷ୍ଟ କରିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।