ଏଣିକି ବାପା ମା କୁ ନିର୍ଯାତନା ଦେଉଥିବା ଲୋକ ସାବଧାନ ହୋଇ ଯାଆନ୍ତୁବାପା ମା ଙ୍କୁ ନିର୍ଯାତନା ଦେଇଥିବା ଲୋକ ଙ୍କୁ କଣ ଦଣ୍ଡ ବ୍ୟବସ୍ତା କରିଛିସୁପ୍ରିମକୋୖର୍ଟ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଅସହାୟ ବୃଦ୍ଧ ବାପା ମା ଙ୍କ ପାଇଁ ଆମ ସବ୍ରୋଚ ନ୍ୟାୟଳୟ ଗୁରୁତ୍ୱ ପୂର୍ଣ୍ଣ ରାୟ ଶୁଣାଇଛନ୍ତିଏହା ଜାଣି ମଧ୍ୟ କିଛି ଏପରି ସନ୍ତାନ ଅଛନ୍ତି ନିଜ ଜନ୍ମ କଲା ବାପା ମା ଙ୍କୁସେବା କରିବା ତ ଦୂର ର କଥା ଆଖି ଆଡେଇ ଚାଁହୁ ନାହାନ୍ତି

ତେଣୁ ସୁପ୍ରିମ କୋୖର୍ଟ ଙ୍କ ରାୟ ଅନୁସାରେ ଯେଉଁ ସନ୍ତାନ ନିଜ ପିତା ମାତା ଙ୍କୁ ଅତ୍ୟାଚାର କରେ ସେ ପୈତୃକ ସମ୍ପତି ରୁ ବଞ୍ଚିତ ହେବେ..
ତା ସହ ପିତା ମାତା ମଧ୍ୟ ଚାହିଁଲେ ଘରୁ ତାଙ୍କୁ ବେଦଖଲ କରିବି ବାହାର କରିପାରିବେ.. ଯଦି କୌଣସି ସନ୍ତାନ ନିଜ ପିତା ମାତା ଙ୍କୁ ଦୁର୍ବ୍ୟବହାର କରନ୍ତି ବା ଖାଇବା ପିଇବା ରେ ଅବହେଳା କରନ୍ତି… କିମ୍ବା ପିତା ମାତାଙ୍କ ସହ ଚାକର ପରି ବ୍ୟବହାର କରନ୍ତି
ସେଇଭଳି ସନ୍ତାନ କୁ ବା ନାତି ନାତୁଣୀ ଙ୍କୁ ପିତା ମାତା ବାହାର କରିପାରିବେ.. ପିଲା ମାନଙ୍କ ନାଁ ରେ ଯଦି ଆଗରୁ ସମ୍ପତି କରାଯାଇଛି ସେ ସମ୍ପତି ଫେରା ଯାଇପାରିବ
ଏହା କେବଳ ବାପା ମା ଙ୍କର ପୈତୃକ ସମ୍ପତି ଉପରେ ଲାଗୁ ହେଉନି ପିତା ମାତା ଙ୍କର ଅନ୍ୟନ୍ୟ ସମ୍ପତି ଉପରେ ମଧ୍ୟ ଲାଗୁ ହଉଚି
ଆଉ ଦ୍ୱିତୀୟ ରେ ସୁପ୍ରିମ କୋୖର୍ଟ ରାୟ ଦେଇ କହୁଛନ୍ତି ହିନ୍ଦୁ ACT ଅନୁସାରେ ପ୍ରଥମ ପତ୍ନୀ ବଞ୍ଚି ଥାଉ ଥାଉ ସ୍ୱାମୀ ଯଦି ଦ୍ୱିତୀୟ ବିବାହ କରେ.. ତେବେ ଏହା ଦଣ୍ଡନୀୟ ଅପରାଧ ଅଟେ.

କିନ୍ତୁ ପ୍ରଥମ ପତ୍ନୀ ଙ୍କ ମୃତୁ ପରେ ଦ୍ୱିତୀୟ ବିବାହ କଲେ ତାହା ଗ୍ରହଣୀୟ ଯୋଗ୍ୟ ଅଟେ…ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ