ନିଜ ଘର ବାଡ଼ିରେ ଯଦି ଏହି ଗଛଥାଏ ତେବେ ହୋଇଯାଆନ୍ତୁ ସାବଧାନ। ଆପଣଙ୍କ ପାଇଁ ବହୁ କ୍ଷତି ହେଇପାରେ

ଆପଣଙ୍କ ଘର ହେଉ ବା ବାଡ଼ିରେ ଅନେକ ପ୍ରକାର ଗଛ ଥାଏ।କିନ୍ତୁ କଣ ଆପଣଙ୍କୁ ଜଣାଅଛି କିଛି ଗଛ ଏପରି ଅଛି ଯାହା ରହିବା ଦ୍ଵାରା ଆପଣଙ୍କର ଅନେକ ଅନିଷ୍ଟ ହୋଇଥାଏ।ଏହିସବୁ ଗଛ ରହିବା ଦ୍ଵାରା ଆପଣଙ୍କ ଘରେ ସବୁବେଳେ ଝଗଡା ଲାଗିରହିଥାଏ।ଏମିତିକି ଆପଣ ଯେତେ କମାଇଲେ ମଧ୍ୟ ଧନର ଅଭାବ ହୋଇଥାଏ।ତେବେ ସେସବୁ କେଉଁ ଗଛ ତାହା ଆପଣ ଜାଣିନଥିବେ।ତେବେ ଆଜି ଆମେ ଆପଣଙ୍କୁ କହିବୁ ସେହିସବୁ ଗଛ ବିଷୟରେ ଯାହା ରହିବା ଦ୍ଵାରା ଘରର ଅଶୁବିଧା ହୋଇଥାଏ।ତେବେ ଆସନ୍ତୁ ଜାଣିବା।

୧-ବଡ଼ ବଡ଼ ଜ୍ୟୋତିଷ କହିଛନ୍ତି ଯଦି ଆପଣଙ୍କ ବାଡ଼ିରେ କୌଣସି କଣ୍ଟା ଜାତୀୟ ଗଛ ରହିଥାଏ ତାହାକୁ ରଖନ୍ତୁ ନାହିଁ।କାରଣ ଯଦି ଆପଣ ସକାଳୁ ଉଠି କଣ୍ଟାଯାତୀୟ ଗଛ ରଖିବା ଦ୍ଵାରା ଆପଣଙ୍କର ଅନିଷ୍ଟ ହୋଇଥାଏ।ଏହି ଗଛ ରହିବା ଦ୍ଵାରା ଘରେ ସର୍ବଦା ଅଭାବ ଲାଗିରହିଥାଏ।ତେଣୁ ଘର ପାଖରେ କଣ୍ଟା ଗଛ ରଖନ୍ତୁନାହିଁ।

୨-ଦ୍ୱିତୀୟରେ କନିଅର ଗଛ- ଆପଣମାନେ କନିଅର ଗଛ ବିଷୟରେତ ନିଶ୍ଚିତ ଜାଣିଥିବେ।ଏହି ଗଛ ଯଦି ଘରର ପାଖରେ ରଖୁଛନ୍ତି ତେବେ ରଖନ୍ତୁ ନାହିଁ।ଘରଠୁ ଦୂରରେ ରଖନ୍ତୁ କିନ୍ତୁ ଘର ପାଖରେ ରଖନ୍ତୁ ନାହିଁ।ଏହି ଗଛ ଘର ପାଖରେ ରଖିବା ଦ୍ଵାରା ଆପଣଙ୍କ ପରିବାରରେ ବହୁତ କ୍ଷତି ହୋଇଥାଏ।କୌଣସି ବ୍ୟକ୍ତି ବିଷ ମଧ୍ୟ ଖାଇପାରେ।ତେଣୁ ଆପଣ ଏହି ଗଛକୁ ଘରର ପାଖରେ ରଖନ୍ତୁନାହିଁ।

୩-ତୃତୀୟରେ ବର ଗଛ ଓ ଆଶ୍ୱସ୍ତ ଗଛ- ଆପଣମାନେ ଦୁଇଟି ଗଛକୁତ ନିଶ୍ଚିତ ଜାଣିଥିବେ।ଏହାକୁ ଯଦି ଆପଣ ନିଜ ଘରର ଚାରିପାଖ ଭିତରେ କୌଣସି ସ୍ଥାନରେ ରଖୁଛନ୍ତି ତେବେ ଘରକୁ ଘୋର ବିପଦ ମାଡ଼ିଆସିବ।ତେଣୁ ଏହି ଦୁଇଟି ଗଛକୁ ଏକାସାଙ୍ଗରେ ପାଖାପାଖି ରଖନ୍ତୁନାହିଁ।ଯଦି ଏହା ଭିତରୁ କୌଣସି ଗୋଟିଏ ଅଛି କିଛି ନାହିଁ କିନ୍ତୁ ଦୁଇଟି ଗଛ ଏକାସାଙ୍ଗରେ ରଖନ୍ତୁ ନାହିଁ।

ଗ୍ରାମରେ ମଧ୍ୟ ଯଦି ଏହି ଦୁଇଟି ଗଛ ପାଖାପାଖି ଅଛି ତେବେ ଗୋଟିଏ ଗଛକୁ କାଟନ୍ତୁ ନଚେତ ବହୁତ ଅନିଷ୍ଟ ହୋଇପାରେ।କୌଣସି ପରିସ୍ଥିତିରେବି ଏହି ଦୁଇଟି ଗଛରଖନ୍ତୁ ନାହିଁ।ଏହା ଛଡା ଏହା ଏତେ ଅଶୁଭ ଅଟେକି କୌଣସି ସ୍ଥାନରେ ମଧ୍ୟ ଯଦି ଆପଣ ଏହି ଦୁଇଟି ଗଛକୁ ଏକାସାଙ୍ଗରେ ଦେଖନ୍ତୁ ତେବେ ମଧ୍ୟ କ୍ଷତି ହୋଇଥାଏ

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.