ବନ୍ଧୁଗଣ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆମେ ଆଜି କିଛି କଷ୍ଟ ପୂର୍ଣ୍ଣ ଜଣା ଅଜଣା ସାଧାରଣ ଜ୍ଞାନ IAS ପରୀକ୍ଷା ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା। ଏହି ପ୍ରଶ୍ନ ଗୁଡ଼ିକ ର ଉତ୍ତର ଅନେକ ଉଚ୍ଚ ପାଠ ପଢ଼ା ବ୍ୟକ୍ତି ମଧ୍ୟ ସଠିକ ଦେଇ ପାରନ୍ତି ନାହିଁ। ଏହି ପ୍ରଶ୍ନ ଗୁଡ଼ିକ ସେତେ ସହଜ ହୋଇନଥାଏ। ଏହି ପ୍ରଶ୍ନ ଗୁଡିକ UPSC ବା IAS , IPS ଇଣ୍ଟରଭିଉ ପରୀକ୍ଷା ରେ ପଚାରାଯାଇଥାଏ। ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା।
୧) ଆଖିରେ କଳା ପଟି ହାତରେ ନିକିତି ଏହା କାହାର ପ୍ରତୀକ ଅଟେ ?
ଉତ୍ତର. ନ୍ୟାୟ
୨) ଅଚାନ କମାର ୱାଇଲଡ ଲାଇଫ ସଂକେଚେରୀ କେଉଁ ରାଜ୍ୟ ରେ ଅବସ୍ଥିତ ?
ଉତ୍ତର. ମୁଙ୍ଗେଲି, ଛତିଶଗଡ
୩) ଦେବୀ ଅହଲ୍ୟା ବାଇ ବିମାନ ବନ୍ଦର ଟି କେଉଁ ଠାରେ ଅବସ୍ଥିତ ?
ଉତ୍ତର. ଇନ୍ଦୋର, ମଧ୍ୟପ୍ରଦେଶ

୪) ପ୍ରଥିବୀର ସବୁଠାରୁ ଛୋଟ ଦେଶ ଟିର ନାମ କଣ ?
ଉତ୍ତର. ଭାଟିକାନ ସିଟି
୫) ଡ଼ିଲୱାଡ଼ରେ ଜୈନ ମନ୍ଦିର କେଉଁ ଥରେ ଅବସ୍ଥିତ ?
ଉତ୍ତର. ମାଉଣ୍ଟ ଆବୁ, ରାଜସ୍ଥାନ
୬) ଆଣବିକ ଗବେଷଣା ପ୍ରତିଷ୍ଠାନ ସାହା ଇନଷ୍ଟିଚୁଡ଼ ଅଫ ନିଉ କ୍ଲିୟର ଫିଜି କେଉଁ ଥରେ ଅବସ୍ଥିତ ?
ଉତ୍ତର. କୋଲକାତା
୭) ଏହି ମଧ୍ୟ ରୁ ଓଡ଼ିଶାର ଦେଖା ଯାଉଥିବl ଜନଜାତି ବା ଆଦିବାସୀ ସମ୍ପ୍ରଦାୟ ଟି କଣ ?
ଉତ୍ତର. କନ୍ଧ, ଓରାମ, ମୁଣ୍ଡା, ସାନ୍ତାଳ
୮) ପାଟଳି ପୁତ୍ର ରେ ନୂତନ ବା ଏବେକା ନାମ କଣ ?
ଉତ୍ତର. ପାଟଣା
୯) ସୂର୍ଯ୍ୟ ଙ୍କର ଆୟୁଷ କେତେ ?
ଉତ୍ତର :- 4.603 ମିଲିୟନ ବର୍ଷ
୧୦) ପ୍ରଥମ ବିଶ୍ୱ ଯୁଦ୍ଧ କେବେ ହୋଇ ଥିଲା ?
ଉତ୍ତର. 1914
୧୧) ଅମିତାଭ ଘୋଷ ଙ୍କୁ କେଉଁ କ୍ଷେତ୍ର ରେ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ କରା ଯାଇଛି ?
ଉତ୍ତର. ସାହିତ୍ୟ
୧୨) ଯାହା କେବଳ ବଢିଥାଏ କେବେବି କମି ନଥାଏ ତାହା କଣ ?
ଉତ୍ତର- ବୟସ
୧୩)ତାହା କଣ ଯାହା ତଳ ଉପର ହୋଇଥାଏ କିନ୍ତୁ ହଲି ନଥାଏ ?
ଉତ୍ତର : ତାପମାତ୍ରା
୧୪) ମୁଁ ଆଲୋକ ଦ୍ଵାରା ବଞ୍ଚିଥାଏ ଆଲୋକ ଦ୍ଵାରାହିଁ ମରିଥାଏ । ମୁଁ କିଏ ?
ଉତ୍ତର : ଛାଇ

୧୫) ତାହା କଣ ଯାହାକୁ କେବଳ ବାମ ହାତରେ ଧରି ହୁଏ ଡାହାଣ ହାତରେ ନୁହେଁ ।
ଉତ୍ତର : ଡାହାଣ ହାତ
୧୬) ଯଦି ଗୋଟିଏ ଅଣ୍ଡା ସିଝିବା ପାଇଁ ୧୦ ମିନିଟ ନିଏ, ୧୦ଟି ଅଣ୍ଡା ସିଝିବା ପାଇଁ କେତେ ସମୟ ନେବ ?ଉତ୍ତର : ୧୦ ମିନିଟ
୧୭) ତାହା କଣ ଯାହା ମେଡିକାଲରେ ପଇସା ଦେବାକୁ ପଡେ କିନ୍ତୁ ବାହାରେ ମାଗଣାରେ ମିଳେ ?
ଉତ୍ତର : ଅକ୍ସିଜେନ
୧୮)କିଏ ପ୍ରଥମେ ଗୀତ ଶୁଣାଏ, ତାପରେ ଆକ୍ରମଣ କରେ ?
ଉତ୍ତର : ମଶା
୧୯) କଣ ସବୁବେଳେ ଆସେ ହେଲେ କେବେ ପହଞ୍ଚେ ନାହିଁ ?
ଉତ୍ତର : ଆସନ୍ତା କାଲି
୨୦) ବିବାହ ପରେ ସ୍ତ୍ରୀ କୁ ସ୍ୱାମୀର କେଉଁ ଜିନିଷ ବଡ଼ ହେଉ କି ଛୋଟ, ନେବାକୁ ପଡ଼ିଥାଏ?
ଉତ୍ତର : ଟାଇଟେଲ୍
ଆପଣଙ୍କୁ ଆମେ ଏମିତି ଚତୁର ପ୍ରଶ୍ନ ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ