ଭଗବାନ ନିଜେ ଲେଖିଦେଲେ ଏହି ୮ଟି ରାଶିର ଭାଗ୍ୟ,ସୁନାଠାରୁ ବି ଅଧିକ ଚମକିବ ଏମାନଙ୍କର ଭାଗ୍ୟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ଗ୍ରହ ମାନଙ୍କର ଗୋଚର ଏ ବର୍ଷ ଆପଣଙ୍କୁ ବହୁତ କିଛି ଦେବ… ଦେବା ସହ ଅନେକ କିଛି ଛଡେଇ ନେବାର ମଧ୍ୟ ଆଶଙ୍କା ରହିଛି

ଆସନ୍ତୁ ଜାଣିବା ଆପଣଙ୍କ ବିଷୟରେ….

ମେଷ ରାଶି- ବ୍ୟବସାୟ ପଥ ରେ ଅଗ୍ରସର ହେବେ… ପିତା ମାତାଙ୍କ ଆଶ୍ରିବାଦ ଯୋଗ ରହିଛି.. ତୀର୍ଥ ଦର୍ଶନ ର ଅପୂର୍ବ ଯୋଗ ରହିଛି ତା ସହ ଚୋର ଭୟ ମଧ୍ୟ ରହିଛି… ଜଗିରଖି ଚଳନ୍ତୁ

ବୃଷ ରାଶି – ପରିବାର ରେ ଅଶାନ୍ତି ଦେଖା ଦେବ.. ସ୍ୱାସ୍ଥ୍ୟବସ୍ତା ରେ ଅବନତି ଦେଖା ଦେଇପାରେ କର୍ମ କ୍ଷେତ୍ର ରେ କ୍ଷତି ର ସମ୍ଭାବନା ରହିଛି.. ଛାତ୍ର ଛାତ୍ରୀ ମନେ ବ୍ୟସାୟିକ ଶିକ୍ଷା ଲାଭ କରିବେ… ମହିଳା ମନେ ଗୃହ କାର୍ଯ୍ୟ ରେ ବ୍ୟସ୍ତ ରହିବେ… ସମ୍ପୂର୍ଣ ବର୍ଷ ଟି ମହିଳା ମାନଙ୍କ ପାଇଁ ସୁଖ ସାବ୍ୟସ୍ତ ହେବ

ମିଥୁନ ରାଶି – ମାଲି ମକଦମା ରେ ଜୟଯୁକ୍ତ ହେବେ.. କର୍ମ କ୍ଷେତ୍ର ରେ ଅଗ୍ରସର ହେବେ.. ବ୍ୟବସାୟ ରେ ଲାଭ…. ମହିଳା ମନେ ପ୍ରସଂଶିତ ହେବେ… ଛାତ୍ର ଛାତ୍ରୀ ମାନଙ୍କର ପଢା ରେ ମନ ଲାଗିବ

କର୍କଟ ରାଶି- ପାରିବାରିକ ଶାନ୍ତି ମିଳିବ.. ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ କର୍ମ କ୍ଷେତ୍ର ରେ ଅଗ୍ରସର ହେବେ.. କୃଷି କାର୍ଯ୍ୟ ରେ ଲାଭ ପାଇବେ.. ମହିଳା ଏବଂ ବିଦ୍ୟର୍ଥୀ ମାନଙ୍କର ଖୁସି ରେ ସମୟ ବିତିବ

ସିଂହ ରାଶି – ଗୃହ ମଧ୍ୟ ରେ ବିବା ଦ ଲାଗି ରହିବ… ବନ୍ଧୁ ବିଛେଦ ଘଟି ପାରେ.. କର୍ମ କ୍ଷେତ୍ର ରେ ସହ କର୍ମୀ ମନେ ଅସୁବିଧା ରେ ପକେଇ ପାରନ୍ତି ବ୍ୟବସାୟ ରେ କ୍ଷତି ହୋଇପାରେ.. ବେକାରୀ ସମସ୍ୟା ଦୂର ହେବ.. ମହିଳା ଏବଂ ଛାତ୍ର ଛାତ୍ରୀ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ…

କନ୍ୟା ରାଶି- ବିଦେଶ ଯାତ୍ରା ର ଯୋଗ ରହୁଛି.. ଅଯଥା ଶତ୍ରୁ ଭୟ ଦେଖା ଦେବ. କର୍ମ କ୍ଷେତ୍ର ରେ ଅପମାନିତ ହୋଇ ପାରନ୍ତି.. ବ୍ୟବସାୟ ରେ ଲାଭ ର ଆଶା କମ ରହିବ…

ତୁଳା ରାଶି – ଏହି ବର୍ଷ ରେ ଅସୁସ୍ଥତା ବୃଦ୍ଧି ପାଇବ… ନିଜ ବ୍ୟକ୍ତିଙ୍କ ସହ ମତାନ୍ତର ଘଟିବାର ସମ୍ଭାବନା ରହୁଛି.. ବିଦ୍ୟାର୍ଥୀ ମନେ ସଫଳତା ପାଇବେ

ବିଛା ରାଶି – ବ୍ୟବସାୟ ରେ ଉନତି ହେବ… ସ୍ଵାସ୍ତ୍ୟ ଭଲ ରହିବ… ମହିଳା ବିଦ୍ୟାର୍ଥୀ ଖୁସି ରେ ରହିବେ.. ପରିବାର ରେ ଶାନ୍ତି ରହିବା

ଧନୁ ରାଶି – ଲାଭ ର ଆଶା ରହୁଛି.. ପାରିବାରିକ ଗଣ୍ଡଗୋଳ ଦେଖା ଦେଉଛି କର୍ମ କ୍ଷେତ୍ର ରେ ସହ କର୍ମୀ ମନେ ଇର୍ଷା ବି କରିପାରନ୍ତି.. ସ୍ଵାସ୍ତ୍ୟ ସାମାନ୍ୟ ଖରାପ ରହିବ…

ମକର ରାଶି – ଏହି ବର୍ଷ କୃଷି କ୍ଷେତ୍ର ରେ ଲାଭ ପାଇବେ ପରିବାର ରେ ଅଶାନ୍ତି ଦେଖା ଦେବ… ବ୍ୟବସାୟରେ ସମସ୍ୟା ଦେଖା ଦେଇ ପାରେ .. ମହିଳା ବିଦ୍ୟର୍ଥୀ ଅପମାନିତ ହେବେ

କୁମ୍ଭ ରାଶି – ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ..ଚୋରି ଭୟ ରହୁଛି.. ବିଦ୍ୟାର୍ଥୀ ଏବଂ ମହିଳା କର୍ମ କ୍ଷେତ୍ର ରେ ସଫଳ ହେବେ

ମିନ ରାଶି = ବ୍ୟବସାୟ ରେ ଉନତି ହୋଇପାରେ… ବ୍ୟବସାୟ ରେ ଲାଭ ପାଇବେ ଧର୍ମ ପ୍ରତି ଅଗ୍ରସର ହେବେ ଚାକିରୀ ରେ ଉନତି ଯୋଗ ରହିଛି

ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ

Leave a Reply

Your email address will not be published.