ଅଧିକ ସିଗାରେଟ ପିଉଥିବା ବ୍ୟକ୍ତି ନିହାତି ଦେଖନ୍ତୁ

ଧୁମ୍ରପାନ ଏମିତି ଏକ ଦ୍ରବ୍ୟ ଅଟେଯାହା କି ଆମ ହୃଦୟ ପାଇଁ ବା ଫୁସଫୁସ ପାଇଁ ବହୁତ କ୍ଷତିକାରକ ସାବ୍ୟସ୍ତ ହୁଏ ଏହା ଆମର ମୁଁହ, ଚୁଟି, ବୁଦ୍ଧି ଉପରେ ଖରାପ ସାବ୍ୟସ୍ତ ହୋଇଥାଏ, ଏକ ରିସର୍ଚ୍ଚ ରୁ ଜଣା ପଡିଛି କି ଆମ ଦେଶରେ ସ୍ମୁକର୍ସ ଙ୍କ ଅପେକ୍ଷା x ସ୍ମୁକର୍ସ ଙ୍କ ସଂଖ୍ୟା ବହୁତ ବେଶୀ

ମାନେ ଯେତିକି ଲୋକ ଆଜି ର ଦିନରେ ସିଗାରେଟ ବ୍ୟବହାର କରୁଛନ୍ତି ତା ଠାରୁ ଅଧିକ ଲୋକ ସିଗାରେଟ ବ୍ୟବହାର କରି ଛାଡି ଦେଇଛନ୍ତି

ଏଥିରୁ ଜଣା ପଡ଼ିଛି କି ସିଗାରେଟ ଦ୍ୱାରା ଆପଣ ଯେତେ ମଧ୍ୟ ଜଡିତ ହୁଅନ୍ତୁ ପଛେ ଆପଣ ଏହାକୁ ସମ୍ପୂର୍ଣ ରୂପ ରେ ଛାଡି ପାରିବେ

ସିଗାରେଟ ଆମର ଏତେ ମାତ୍ର ରେ ବୌଦ୍ଧିକ ଶକ୍ତି କୁ ନଷ୍ଟ କରେ ଯେ ଆପଣ ବ୍ୟବହାର କରୁଥିବା ଗୋଟିଏ ସିଗାରେଟ ରୁ ଧୀରେ ଧୀରେ ଦୁଇ, ତିନି, ପାଞ୍ଚ ପର୍ଯ୍ୟନ୍ତ ଦିନକୁ ବ୍ୟବହାର କରିବାକୁ ପଛାନ୍ତିନି

ଏହା ଆମ ଶରୀର ର ମାନସିକ ଶକ୍ତି କୁ ସମ୍ପୂର୍ଣ ରୂପେ କମ କରିଥାଏ ଧୀରେ ଧୀରେ ଆମେ ଏତେ ସିଗାରେଟ ପିଇବା ଆରମ୍ଭ କରିଥାଉ କି, ଯାହା କି ପୂର୍ବ ରୁ କଳ୍ପନା ବାହାରେ ଥାଏ

ରିସର୍ଚ୍ଚ ଙ୍କ ମତାମତ ଅନୁସାରେ ଗୋଟିଏ ସିଗାରେଟ ଜଳେଇବା ଦ୍ୱାରା ସେଥିରେ 4000 ପ୍ରକାର ର କେମିକାଲ ମିଳିଥାଏ ସେଥିରୁ 400 ବହୁତ ବିଷାକ୍ତ kemical ହୋଇଥାଏ ସେଥିରୁ ପ୍ରାୟ 43 ଟି କେମିକାଲ ରୁ କର୍କଟ ଆଡକୁ ଅବସ୍ଥା ଗତି କରିପାରେ

ଉପାୟ
ଶରୀରକୁ ସୁସ୍ଥ କରିବା ନିମନ୍ତେ ଆୟରବେଦିକ ଚବନପ୍ଲସ ଖାଇଲେ ଶରୀର ରୋଗ ମୁକ୍ତ ହୋଇଥାଏ

ସକାଳୁ ସକାଳୁ ସବୁଦିନ ଏକ୍ସରସାଇଜ଼ କରିବା ଦ୍ୱାରା ଶରୀର କୁ ଆରାମ ମିଳେ

ଅଧିକ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ

Leave a Reply

Your email address will not be published.