ଏକା ସାଙ୍ଗରେ ୬ ଜଣ ମହିଳାଙ୍କୁ ଗର୍ଭବତୀ କରି ରେକର୍ଡ ବନାଇଲେ ବ୍ୟକ୍ତି।

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ନାଇଜେରିଆର ଜଣେ ବ୍ୟକ୍ତି ଏକ ପାର୍ଟିରେ ନିଜ ଦୁଇ ପାର୍ଶ୍ଵରେ ୬ ଜଣ ମହିଳାଙ୍କ ସହ ଠିଆ ହୋଇ ଏକ ଫୋଟୋ ସୋସିଆଲମିଡ଼ିଆ ରେ ଛାଡିଥିଲେ। ୬ ଜଣ ମହିଳା ସମାନ ପୋଷାକ ସହ ଗର୍ଭବତୀ ଥିଲେ। ସେହି ଫୋଟୋରେ ୬ ଜଣ ମହିଳାଙ୍କ ମଝିରେ ଏହି ବ୍ୟକ୍ତି ଜଣଙ୍କ ଥିଲେ। ଏବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି,ଏହାକୁ ଦେଖି ଆପଣ ମଧ୍ୟ କହିବେ ଏମିତି ଜିନିଷ।

ସମସ୍ତେ ଆଚମ୍ବିତ ଥିଲେ,ଏବଂ ଭାବୁଥିଲେ ସତରେ କଣ ଏହି ବ୍ୟକ୍ତି ଜଣକ ୬ ଟି ଶିଶୁର ପିତା ନୁହଁନ୍ତି ତ। ଆଜ୍ଞା ହଁ,ଏହା ସତ୍ୟକି ଏହି ବ୍ୟକ୍ତି ଜଣଙ୍କ ଏକା ସାଙ୍ଗରେ ୬ ଟି ଶିଶୁ ମାନଙ୍କର ପିତା ।

ଏହି ବ୍ୟକ୍ତି ଜଣକ ହେଲେ ପ୍ରୀଟ୍ ମାଇକ୍। ସେ ଜଣେ ନାଇଜେରିଆ ର ଲୋଗୋସ ରେ ଥିବା ନାଇଟ କ୍ଲବର ମାଲିକ।ମାଇକ୍ ନାଇଜେରିଆ ରେ ଏକ ପାର୍ଟିରେ ତାଙ୍କର ୬ ଗର୍ଭବତୀ ପ୍ରେମିକାଙ୍କୁ ନେଇ ପହଁଚିଥିଲେ । ସମସ୍ତ ମହିଳା ଏକଭଳି ପୋଷାକ ସହ ଗର୍ବଭାତୀ ମଧ୍ୟ ଥିଲେ । ସେଠାରେ ଉପସ୍ଥିତ ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ତାପରେ ଏହି ଫୋଟୋ ସୋସିଆଲ ମିଡିଆ ରେ ବେଶ ଚର୍ଚ୍ଚାର ବିଷୟ ହୋଇଗଲା। ବହୁତ ଭାଇରାଲ ମଧ୍ୟ ହୋଇଗଲା।

ଆଗରୁ ମାଇକ୍ ଙ୍କ ଅତୀତ ବହୁତ ଖରାପ ଥିଲା। ୨୦୧୭ ରେ ମାଇକ୍ ନିଜ ସ୍ତ୍ରୀକୁ ଏକ ବିବାହ ଉତ୍ସବ ରେ କୁକୁର ବନ୍ଧା ଚେନ ରେ ବାନ୍ଧି ବୁଲାଇଥିଲେ।ଏଥିପାଇଁ ପୋଲିସ ତାଙ୍କୁ ଗିରଫ କରିଥିଲା।ତେବେ ସେ ଏପରି କାମ କେବେବି କରିବେ ନାହିଁ ବୋଲି କହିଥିଲେ।ତେଣୁ ଏବେ ତାଙ୍କ ୬ ଜଣ ପ୍ରେମିକା ଗର୍ଭବତୀ ହେବାରୁ ସେ ବର୍ତ୍ତମାନ ଚର୍ଚ୍ଚା ରେ ଅଛନ୍ତି।

ତେବେ ସେହି ଫୋଟୋଟି ସୋସିଆଲ ମେଡିଆ ରେ ଭାଇରାଲ ହେବାକୁ ଲାଗୁଛି। ପ୍ରଶ୍ନ ଉଠୁଛି କି ଏହି ୬ ଜଣ ମହିଳା ଏକାସଙ୍ଗେ କିପରି ହେଲେ ଗର୍ଭବତୀ? ସେହି ୬ ଜଣ ମହିଳା ଭଉଣୀ ଭଉଣୀ ପରି ଚଳନ୍ତି। ସେମାନଙ୍କର କୌଣସି ଅଭିଯୋଗ ନାହିଁ ବୋଲି ମାଇକ୍ କହିଛନ୍ତି। ସେମାନେ ମଧ୍ୟ ସେମାନଙ୍କ ନିଜ ନିଜ ମଧ୍ୟରେ କୌଣସି ଦାବି କି ଅଭିଯୋଗ ରଖିନାହାନ୍ତି। ୬ ଜଣ ମହିଳା ମଧ୍ୟ ଖୁସିରେ ଅଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.