ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେଥାଇରଡ ଏମିତି ଏକ ରୋଗ ଅଟେ ଯାହା ଆମ ଶରୀର କୁ କ୍ଷତି ପହଞ୍ଚାଏ ତାହା ବେକ ର ତଳେ ହୋଇଥାଏ ଏବଂ ହର୍ମୋନ ଦ୍ୱାରା ପ୍ରଭାବିତ ହୋଇଥାଏ ଯାହାକୁଥାଇରସସିନ କୁହା ଯାଏ

ଏହା ଅତ୍ୟଧିକ ମାତ୍ର ରେ ବଢିଯାଏ ତ ଏହାକୁ ହାଇପର ଥାଇରଡ଼ କୁହାଯାୟୀ ଥାଏଏହାକୁ ଯଦି ଠିକ ଭାବରେ ଟ୍ରିଟମେଣ୍ଟ କରା ନ ଯାଏ ତେବେ ଏହା ଆମର ପୁରା ଶରୀର କୁ କ୍ଷତି ପହଂଚାଇଥାଏଯେମିତି କିଆମର ଓଜନ ପୁରା ପୁରୀ ବୃଦ୍ଧି କରେଇଥାଏ କିମ୍ବା ପୁରା ପୁରୀ କମେଇଦେଇଥାଏକେଶ ଝଡିଯାଇଥାଏ ଶରୀର ରେ କାଲସିୟମ ର ଅଭାବ ଦେଖା ଦିଏଅତ୍ୟଧିକ ନିଦ ଏବଂ ହୃଦୟରେ ଧକ ଧକ ଅଧିକ ଦେଖାଦିଏ
ଉପାୟ- ଥାଇରୋଡ଼ ସମୟ ରେ ଅଳସି ଖାଇବା ଦ୍ୱାରା ଅନେକ ଲାଭ ମିଳେ ଏହା ଖାଇବା ଦ୍ୱାରା ହର୍ମୋନ ର ମାତ୍ର ଠିକ ରହିଥାଏ ଏବଂ ଥାଇରଡ଼ ରୁ ଉପଶମ ମିଳେଏହାକୁ ଭାଜି ଗୁଣ୍ଡ କରି ସରିଲା ପରେ ସବୁଦିନ ସକାଳେ ଗୋଟେ ଗିଲାସ ପାଣି ରେ ଏକ ଚାମଚ ଅଳସି ଗୁଣ୍ଡ ମିଶାଇ ପିୟନ୍ତୁଦ୍ୱିତୀୟରେ ଆପଣଙ୍କୁ ଦରକାର ସବୁଜ ଧନିଆ ପତ୍ର ଏହା ଥାଇରୋଡ଼ କୁ ନଷ୍ଟ କରିବାରେ ସାହାର୍ଯ୍ୟ କରେଏହାକୁ ବାଟି ଗରମ ପାଣି ରେ ସେବନ କଲେ ଉପଶମ ମିଳେ

ତୃତୀୟ ରେ ଲେମ୍ବୁ ଅଦା ଗୋଟେ ଗରମ ପାଣି ରେ ପକାଇ ଅଳ୍ପ ଅଳ୍ପ ସାରା ଦିନରେ ପିୟନ୍ତୁ ଏଥିରେ ଉପଶମ ପାଇବେ..ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ