ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ଆସନ୍ତୁ ପହେଲିକୁ ସମାଧାନ କରିବା । ଏଥିରେ ୫ଟି ପହେଲି ଅଛି । ପ୍ରଥମ ପହେଲିଟି ହେଉଛି । କଟକ ସହରରେ ଚୋରି ଦିନକୁ ଦିନ ବଢିଚାଲିଛି । ପ୍ରତ୍ୟକ ଦିନ ଗୋଟିଏ ଚୋର କୌଣସି ଏକ ଦୋକାନକୁ ଟାର୍ଗେଟ କରି ଚୋରି କରୁଥିଲା । ପୋଲିଶ ଭୋରକୁ ଧରିବାରେ ବିଫଳ ରହୁଥିଲେ ଚୋରକୁ ଧରିବା ପାଇଁ ପ୍ରକାଶ ବାବୁ ନାମକ ଜଣେ ପୋଲିସକୁ ପୋଷ୍ଟିଂଗ କରାଗଲା । ପ୍ରକାଶ ବାବୁ ଚୋରି ହେଉଥିବା ଦୋକାନ ଗୁଡିକୁ ଗୁଗୁଲ ମ୍ୟାପ୍ରେ ଦେଖିଲେ । ପ୍ରକାଶ ବାବୁ ବୁଝିପାରିଲେ ଯେ ଚୋରି କୋଉ ସପ ରେ ହେଇଛି । ସିଏ ବୁଝିଯାଉଛନ୍ତି ଯେ ଏବେ ଚୋରି କେଉଁ ଦୋକାନରେ ହବାକୁ ଯାଉଛି । ଆପଣ କହିପାରିବେ ଏହା ପର ଚୋରି କେଉଁ ଦୋକାନରେ ହବ । ଏହି ଡିକନ ଗୁଡିକ ହେଉଛି । ୧,୩, ୭ ,୧୩, ୨୧, ୩୧ , ୪୩ ,? ତାପରେ କେଉଁ ଦୋକାନରେ ଚୋରି ହେବ କହିପାରିବେ କି ?

ଏହାର ଉତ୍ତର ହବ ୫୭। ଏହା ପରେ ୫୭ ନମ୍ବର ଦୋକାନରେ ଚୋରି ହେବ । ପ୍ରକାଶ ବାବୁ ପୂବରୁ ହି ୫୭ଦୋକାନ ପାଖରେ ଛିଡା ହେଉଛନ୍ତି ଚୋରଟି ଯେତେବେଳେ ଆସିଛି ତାକୁ ସେଠାରେ କାବୁ କରିଦେଇଛନ୍ତି ।
୨ୟ ପହେଲି – ବାବୁସାନ ଗୋଟେ ଘରେ ବନ୍ଦୀ ଅଛନ୍ତି ତାଙ୍କ ସାଙ୍ଗରେ ସେ ଘରେ ୫ଟି ରୁମ ଅଛି ବାବୁସାନଙ୍କୁ ବାହରୁକୁ ଯିବାକୁ ହେଲେ ଏହି ରୁମ ଦେଇ ଯିବାକୁ ପଡ଼ିବ । ରୁମ ନମ୍ବର ୧ ରେ ଗୋଟିଏ ସିଂହ ଅଛି । ଏହି ରୁମକୁ ଗଲେ ସିଂହଟି ଖାଇଦବ। ରୁମ ୨ରେ ଅଛି ଗୋଟେ ବାଘ ଗଲେ ବାଘ ଖାଇଦବ । ରୁମ ନମ୍ବର ୩ରେ ଗୋଟେ ଜମ୍ବିସ ଅଛି କବାଟ ଖୋଲିଲେ ସେ ବାବୁସନ ପଛରେ ପଡିଯିବେ । ରୁମ ୪ ଅନ୍ଧାର ଘର ଅଟେ ବାହାରକୁ ଯିବା ପାଇଁ ରାସ୍ତା ନାହିଁ । ରୁମ ୫ରେ ବହୁତ ଓଜନ ଅଛି ଯିଏ ବି ଭିତରକୁ ଯିବ ତାର ହାଡ ଚୁନା ହେଇଯିବ । କଣ କରିବେ ବାବୁସାନ କେଉଁ ବାଟେ ଯିବେ । ଆପଣଙ୍କୁ କଣ ଲାଗୁଚି ବାବୁସାନଙ୍କୁ କେଉଁ କବାଟ ଖୋଲିବା ଉଚିତ ହବ ।

ବାବୁସନ ବହୁତ ଚାଲାକ ରେ ରୁମ ୪ ଏବଂ ୫କୁ ଖୋଲିଦେଲେ ତାପରେ ଜମ୍ବୀ ରାହୁଥିବା ରୁମକୁ ଓପନ କରି ରୁମ ୪କୁ ଜେସି କବାଟ ବନ୍ଦ କରିଦେଲେ । ଜମ୍ବୀ ବାହାରକୁ ଆସିଲେ ଏବଂ ରୁମ ୫କୁ ଚାଲିଗଲେ ତାପରେ ବାବୁସାନ ଜମ୍ବୀ ରୁମ ଦେଇ ବାହାରକୁ ଚାଲିଗଲେ ।
ଚାଲନ୍ତୁ ଦେଖିବା ୩ୟ ପହେଲି । ୬ଟି କଣ୍ଢେଇକୁ ଧ୍ୟାନରେ ଦେଖନ୍ତୁ କେଉଁ କଣ୍ଢେଇଟି ଅନ୍ୟ ମାନଙ୍କଠୁ ଅଲଗା ଅଟେ ।
ଏହାର ଉତ୍ତର ବି କଣ୍ଢେଇ ଅଟେ । ଏହା ସମସ୍ତଙ୍କ ଠାରୁ ଅଲଗା ଅଟେ । ଏହାର ଓଠ ଅନ୍ୟ ଠାରୁ ଅଲଗା ଅଟେ ।

୪ର୍ଥ ପହେଲି – ପୋଲିସ ଥାନାକୁ ଫୋନ ଆସିଲା ମହାନ୍ତି ବାବୁଙ୍କ ମୃତ୍ୟୁ ହୋଇଗଲା । ପୋଲିସ କ୍ରାଇମ ଜାଗାରେ ପହଚିଲା । ସେଠାରେ ଦେଖିଲେ ସବୁ ଜିନିଷ ଠିକ ଜାଗାରେ ଅଛି । ରୁମ ଭିତରେ କିଛି ପ୍ରମାଣ ନଥିଲା । ଗୋଟିଏ ଗ୍ଲାସ ମିଳିଥିଲା ସେଥିରେ ବିଷ ପିଇକି ମରିଥିଲେ । ସେହି ସମୟରେ ତାଙ୍କ ନଜର ଚିଠି ଉପରେ ପଡ଼ିଲା । ସେଥିରେ ଲେଖା ଥିଲା ମୁଁ ଆତ୍ମହତ୍ୟା କରୁଛି । ପୋଲିସ ବୁଝିଗଲା ହେ ଏହା ମଡର ଅଟେ । କେମିତି ଜଣା ପଡିଲା ଏହା ମଡର ବୋଲି ।
ଜଣାନ୍ତୁ ଉତ୍ତର ସହିଠାରେ ଗୋଟିଏ ନାଲି କଲମ ଥିଲା କିନ୍ତୁ ଚିଠିଟି ନୀଳ କଲମରେ ଲେଖା ହେଇଥିଲା ।
୫ମ ପହେଲି -ଏଥିରେ ଦୁଇଟି ପିଲା ଦୁଇ ଜଣକୁ ଗୋଇଠା ମାରୁଛନ୍ତି । ଏଥିରେ କିଏ ମୂର୍ଖ କହିପାରିବେ କି ।
ଏହାର ଉତ୍ତର ହେଉଛି ବି ପିଲାଟି ମୂର୍ଖ ଅଟେ । ଯଦି ବି ଏହି ପିଲା ଟିକୁ ମାରିବା ତାହେଲେ ସିଏ ବି ମଧ୍ୟ ଗଲିପଡିବ ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ