୧୮ ବର୍ଷ ପରେ ସିନ୍ଧାନ୍ତଙ୍କ ଝିଅ ରଚନା ବାନାର୍ଜୀଙ୍କୁ ଦେଖିବା ପରେ କଣ କହିଥିଲେ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ଆପଣମାନେ ଜାଣିଥିବେ ‘ଜୀ’ ସାର୍ଥକରେ ପ୍ରସାରିତ ହୋଇଯାଇଛି ‘ଜୀ’ ସାର୍ଥକ ର ସଵୁଠୁ ପ୍ରପୁଲାର୍ ରିଏଲିଟ୍ ‘ଶୋ’ ‘ଜୀ’ସାର୍ଥକ ସଂସାର ଆୱାର୍ଡ଼ 2019।ଏହି ସଂସାର ଆୱାର୍ଡ଼ ରେ ଓଡ଼ିଆ ଟେଲିଭିଜନ ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ 18 ବର୍ଷ ପରେ ଯୋଗ ଦେଇ ଥିଲେ।ଏହା ସହିତ ଓଡ଼ିଆ ଫିଲ୍ମ ଏଣ୍ଡ୍ରଷ୍ଟ୍ରୀ ର ସୁପରଷ୍ଟାର ସିନ୍ଧାନ୍ତ ମହାପାତ୍ର ଏବଂ ସିରିଏଲ୍ ଦୁନିଆର ଅନେକ ଜଣାଶୁଣା ଅଭିନେତା ଏଵଂ ଅଭିନେତ୍ରୀ ମାନେ ଯୋଗ ଦେଇଥିଲେ।ଏହି ଉତ୍ସଵରେ ଓଡ଼ିଆ ଫିଲ୍ମ ଏଣ୍ଡ୍ରଷ୍ଟ୍ରୀ ର ସମସ୍ତ ଅଭିନେତା ଏଵଂ ଅଭିନେତ୍ରୀମାନେ ଡ୍ୟାନ୍ସ କରି ଦର୍ଶକମାନଙ୍କୁ ମତୁଵାଲା କରିଥିଲେ।

ଶେଷରେ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଆୱାର୍ଡ଼ ମିଳିଥିଲା ।ଏହି ଆୱାର୍ଡ଼ ରଚନା ବାନାର୍ଜୀ 15 ବର୍ଷ ପରେ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଦେଇଥିଲେ।ଏହାପରେ ସିଦ୍ଧାନ୍ତ ମହାପାତ୍ର କହିଥିଲେ ସେ ଅଠର ବର୍ଷ ପରେ ରଚନା ବାନାର୍ଜୀ ଙ୍କ ଠାରୁ ଆୱାର୍ଡ଼ ପାଇ ବହୁତ ଖୁସି ଅନୁଭବ କରୁଛନ୍ତି।ଏପଟେ ସିଦ୍ଧାନ୍ତ ମହାପାତ୍ର ଙ୍କ ଝିଅ ସାଇ ସମର୍ଥା ଏହି ଆୱାର୍ଡ଼ ‘ଶୋ’ ରେ ଯୋଗ ଦେଇଥିଲେ ଏଵଂ ସେ କହିଥିଲେ ପୁଣିଥରେ ମୋ ବାପା ସିଦ୍ଧାନ୍ତ ମହାପାତ୍ର ଏଵଂ ମାଉସୀ ରଚନା ବାନାର୍ଜୀ ଙ୍କୁ ଗୋଟିଏ ଫିଲ୍ମ ରେ ଆମ୍ଭେମାନେ ଦେଖିବାକୁ ଚାହୁଁଛୁ।

ଏହାପରେ ରଚନା ବାନାର୍ଜୀ ଏଵଂ ସିଦ୍ଧାନ୍ତ ମହାପାତ୍ର କହିଥିଲେ ଆମେ ଖୁବ୍ ଶୀଘ୍ର 2020 ମସିହା ରେ ଗୋଟିଏ ନୂଆ ଓଡ଼ିଆ ଫିଲ୍ମ ରେ ଅଭି ନୟ କରିବାକୁ ଯାଉଛୁ ତେଣୁ ଆପଣମାନେ ଅପେକ୍ଷା କରନ୍ତୁ ଏଵଂ ଆମକୁ ପୁଣିଥରେ ସେହି ଭଲ ପାଇବା ଦିଅନ୍ତୁ। ଆପଣମାନେ ପୁଣିଥରେ ଅଠର ବର୍ଷ ପରେ ରଚନା ବାନାର୍ଜୀ ଏଵଂ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଗୋଟିଏ ନୂଆ ଓଡ଼ିଆ ଫିଲ୍ମ ରେ ଦେଖିବାକୁ କେତେ ଏକ୍ସ ସାଇମେନ୍ଟ ଅଛନ୍ତି ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।

ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ

Leave a Reply

Your email address will not be published.