ଏମାନେ ହେଉଛନ୍ତି ସୁପରଷ୍ଟାର ଧର୍ମେନ୍ଦ୍ରଙ୍କ ଦୁଇ ସ୍ତ୍ରୀ , ଆପଣ ତାଙ୍କର ପ୍ରଥମ ସ୍ତ୍ରୀକୁ ଦେଖିଲେ ତ ଆଶ୍ଚର୍ଯ୍ୟ ହୋଇଯିବେ ।

ଵୋଲିଉଡ଼ ସିନେମା ଜଗତରେ ଧର୍ମେନ୍ଦ୍ର ଏପରି ଏକ ଅଭିନେତା ଅଟନ୍ତି ଯାହାଙ୍କର ଅଭିନୟ କୁ ଦେଖିବା ପାଇଁ ବହୁତ ଲୋକ ଆଜି ବି ପାଗଳ ଭଳି ହେଉଛନ୍ତି । ଆସନ୍ତୁ ଜାଣିବା ସେହି ପ୍ରସିଦ୍ଧି ଅର୍ଜନ କରିଥିବା ସୁପରଷ୍ଟାର ଙ୍କୁ କିଛି ହିଟ୍ ହିଟ୍ ଚଳଚ୍ଚିତ୍ର କଣ ସବୁ ଯେମିତିକି ସୋଲେ ,ସୋନେ ପେ ସୁହାଗ , ଗୁଲମି ,ମେରା ଗାଁ ମେରା ଦେଶ , ରାମ ବଳରାମ ଏବଂ ଆଜି ପର୍ଯ୍ୟନ୍ତ ବି ସେ ବହୁତ୍ ସାରା ସୁପରହିଟ ଫିଲ୍ମ ଦେଇଛନ୍ତି ସିନେମା ଜଗତ କୁ ।

ସିନେମା ଜଗତ ଭଳି ଧର୍ମେନ୍ଦ୍ର ଙ୍କ ନିଜ ଜୀବନ ମଧ୍ୟ ସ୍ବର୍ଗ ପରି ରହିଥିଲା । ଯେଉଁ କାରଣରୁ ତାଙ୍କର ଦୁଇ ଦୁଇଟି ବିବାହ ମଧ୍ୟ ହୋଇଛି। ଧର୍ମେନ୍ଦ୍ର ପ୍ରଥମେ ପ୍ରକାଶ କୌର ଙ୍କୁ ବିବାହ କରିଥିଲେ । ପ୍ରକାଶ କୌର ଲାଇମ ଲାଇଟ୍ ରୁ ଦୂର ରହିବା କୁ ପସନ୍ଦ କରନ୍ତି । ଧର୍ମେନ୍ଦ୍ର ଏବଂ ପ୍ରକାଶ କୌର ଙ୍କ ବିବାହ କୁ ଏବେ ୬୫ ବର୍ଷ ହୋଇଗଲାଣି । କିନ୍ତୁ ଏହି ଦୁଇ ଜଣ ବହୁତ୍ କମ ସମୟ ନିଜ ନିଜର ପାଖାପାଖି ଥିବାର ଦେଖିବାକୁ ମିଳିଥାଏ । ପ୍ରକାଶ କୌର ନିଜ ଦୁଇ ପୁତ୍ର ସନୀ ଦେଓଲ ଏବଂ ବବି ଦେଓଲ୍ ଙ୍କ ସହ ରହିଥାନ୍ତି ।

ଅପର ପକ୍ଷ ରେ ଧର୍ମେନ୍ଦ୍ର ୧୯୮୧ ରେ ହେମା ମାଳିନୀ ଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ । ଧର୍ମେନ୍ଦ୍ର ହେମା ମାଳିନୀ ଙ୍କ ସହ ବହୁତ୍ ସିନେମା ରେ ଏକାଠି କାମ କରିଛନ୍ତି । ହେମା ମାଳିନୀ ଡ୍ରିମ୍ ଗାର୍ଲ୍ ଭାବରେ ବହୁତ୍ ପ୍ରସିଦ୍ଧ ଅଟନ୍ତି । ହେମା ମାଳିନୀ ନିଜ କ୍ୟାରିଅର ରାଜ କପୂର୍ ଙ୍କ ସହ ସିନେମା ସୌଦାଗର ରୁ ହିଁ କରିଥିଲେ । ଏହି ସିନେମା ଦ୍ଵାରା ହିଁ ଧମେଦ୍ର ହେମା ମାଳିନୀ ଙ୍କୁ ନିଜ ହୃଦୟ ଦେଇଦେଇଥିଲେ ଏବଂ ୧୯୮୧ ରେ ହିଁ ସେ ହେମା ମାଳିନୀ ଙ୍କୁ ବିବାହ କରିଥିଲେ ।

ଧର୍ମେନ୍ଦ୍ର ଏବଂ ପ୍ରକାଶ କୌର ଙ୍କ ୪ ଟି ପିଲା ଅଛନ୍ତି ସେମାନେ ହେଲେ ଶନି ଦେ ଓଲ୍ ,ବବି ଦେ ଓଲ, ବିଜେତା ଏବଂ ଅଜେତା । ଶନି ଙ୍କ ଦୁଇ ଭଉଣୀ ବିଜେତା ଏବଂ ଅଜେ ତା ବିଦେଶ ରେ ବିବହକରି ସେହି ଠାରେ ରହୁଛନ୍ତି ।ସେହିପରି ଭାବରେ ହେମା ମାଳିନୀ ଙ୍କ ଦୁଇଟି ଝିଅ ଅଛନ୍ତି ସେମାନେ ହେଲେ ଇଶା ଏବଂ ଆନ୍ନା । ଏହି ଅଭିନେତା ଙ୍କ ଏହିପରି ଏକ ପରିବାର ରହିଛି ଏବଂ ଯାହାଙ୍କର ୬ ଟି ପିଲା ରହିଛନ୍ତି ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.