ଓଡ଼ିଆ ସିନେମା ଜଗତର ଜଣେ ଜଣାଶୁଣା ଅଭିନେତା ଏବଂ ଅଭିନେତ୍ରୀ ଅନୁଭବ ଏବଂ ବର୍ଷା । ଆପଣ ମାନେ ଏହି ଦୁଇ ଜଣଙ୍କୁ ତା ବେଶ୍ ଭଲ ଭାବେ ଜାଣିଥିବେ ।ସେମାନେ ନିଜ ଅଭିନୟ ଦ୍ଵାରା ଓଡ଼ିଆ ସିନେମା ଜଗତରେ ସୁନାମ ଅର୍ଜନ କରିଛନ୍ତି । ଆପଣ ମାନେ ତ ଜାଣିଥିବେ କି ଅନୁଭବ ଏବଂ ବର୍ଷା ମଧ୍ୟରେ ପ୍ରଥମେ ପ୍ରେମ ସଂପର୍କ ଗଢି ଉଠି ଥିଲା । ଏହି ସଂପର୍କ ଧୀରେ ଧୀରେ ବଢ଼ି ବିବାହ ରେ ପରିବର୍ତ୍ତନ ହେଇଥିଲା । ହେଲେ ବର୍ତ୍ତମାନ ସମୟରେ ସେହି ଦୁଇ ପ୍ରେମୀ ଯୁଗଳଙ୍କ ମଧ୍ୟରେ ଛାଡ଼ପତ୍ର ହେବାକୁ ଯାଉଛି ଆସନ୍ତୁ ଜାଣିବା ଏହା ପଛରେ କି କି କାରଣ ସବୁ ରହିଛି ।

ଆପଣ ମାନେ ତ ଜାଣି ସାରି ଥିବେ ଓଡ଼ିଆ ସିନେମା ଜଗତର ଜଣାଶୁଣା ଅଭିନେତା ଏବଂ ଅଭିନେତ୍ରୀ ଅନୁଭବ ଏବଂ ବର୍ଷା ଙ୍କ ସଂପର୍କ ରେ ଆସିଥିବା ତିକ୍ତତା ବିଷୟରେ । ସିନେମା ଜଗତରୁ ପ୍ରେମ ସଂପର୍କ ରେ ବାନ୍ଧି ହୋଇଥିବା ଏହି ଶୁଆ ସାରି ଏବେ ଅଲଗା ହୋଇଯାଇଛନ୍ତି ଏବଂ ସେମାନଙ୍କ ମଧ୍ୟରେ ମଧ୍ୟ ଛାଡ ପତ୍ର ହେବାକୁ ଯାଉଛି । ବର୍ତ୍ତମାନ ସେ ଦୁହେଁ ଗୋଟେ ଘରେ ରହୁଥିଲେ ମଧ୍ୟ ପରଷ୍ପର ମଧ୍ୟରେ ମିଳାମିଶା ବନ୍ଦ ହୋଇଯାଇଛି।
ଅପର ପକ୍ଷରେ ଆମ ପାଖରେ ଯାହା ଖବର ରହିଛି ଡିସେମ୍ବର ୧୫ ରେ ହେବାକୁ ଯାଉଛି ଅନୁଭବ ଏବଂ ବର୍ଷା ଙ୍କ କେଶ୍ ର ଶୁଣାଣି । ତେବେ କଣ ଡିସେମ୍ବର ୧୫ ରେ ସେମାନଙ୍କ ମଧ୍ୟରେ ସତରେ ହୋଇଯିବ ଛାଡ ପତ୍ର କଣ ସେମାନେ ସତରେ ଅଲଗା ହୋଇଯିବେ ,ତେବେ ଡିସେମ୍ବର ୧୫ ରେ କଣ ରହିବ କୋର୍ଟ ର ଶୁଣାଣି ।
ଆପଣ ମାନେ ଏହି କଥା ଜାଣିଥିବେ କି ଅନୁଭବ ନିଜ ସ୍ତ୍ରୀ ବର୍ଷ ଙ୍କୁ ଛାଡ ପତ୍ର ଦେବାକୁ ଚାହୁଁ ଥିବା ବେଳେ ଘରୋଇ ହିଂସା ଏମିତିକି ଶାରୀରିକ ଏବଂ ମାନସିକ ଯନ୍ତ୍ରଣା ଦେଉଥିଲେ ବୋଲି ବର୍ଷା ଅଭିଯୋଗ ଆଣିଛନ୍ତି ଅନୁଭବ ଙ୍କ ନାମରେ । ଏଥିପାଇଁ ଉଭୟ କୋର୍ଟ ର ଦ୍ଵାର ସ୍ତ ହୋଇଥିଲେ । ଅନୁଭବ ମହାନ୍ତି ଛାଡ ପତ୍ର ପାଇଁ ଆବେଦନ କରିଥିବା ବେଳେ ବର୍ଷା ଅନୁଭବ ଙ୍କ ନିକଟରେ ୧୫ କୋଟି ର ଦାବି କରିଥିବାର ଜଣା ଜାଣିଛି।
ଦୁଇ ମାସ ତଳେ ସୁପ୍ରିମ କୋର୍ଟ ଏହି ରାୟ ଶୁଣାଇଥିଲା କି ଦୁଇ ମାସ ପର୍ଯ୍ୟନ୍ତ ଦୁହେଁ ଏକାଠି ରହିବେ ଯଦି ନିଜ ନିଜ ଭିତରେ କିଛି ବୁଝାମଣା ନା ହୁଏ ତାହେଲେ ସୁପ୍ରିମ କୋର୍ଟ ନିଜର ରାୟ ଶୁଣାଇବା । ବର୍ଷା ଙ୍କ ଏହିପରି କାର୍ଯ୍ୟ ପାଇଁ ଅନୁଭବ ତାଙ୍କ ଉପରେ ବହୁତ୍ ରହି ଯାଇଛନ୍ତି ଏବଂ ସେ ଏହା ମଧ୍ୟ କହିଥିଲେ କି ସେ ଜନ୍ମ ରେ ନୁହେଁ କି ୭ ଜନ୍ମ ରେ ମଧ୍ୟ ବର୍ଷା ଙ୍କୁ ଗ୍ରହଣ କରିବେନି । ଏବେ ବି ସେ ଦୁହେଁ ଏକାଠି ରହୁଛନ୍ତି ଏବଂ କିଛି ଦିନ ତଳେ ତାଙ୍କ ଘରର କିଛି ମରାମତି ହେବ ବୋଲି ବର୍ଷା ଙ୍କୁ ନିଜ ବାପ ଘରକୁ ପଠାଇବେ ବୋଲି ଶୁନା ଯାଉଥିଲା କିନ୍ତୁ ଏହି କଥା ରେ ବର୍ଷା ରାଜି ହୋଇ ନଥିଲେ । ତ ଏହି ଦୁଇ ମାସ ମଧ୍ୟରେ କଣ ନିଜ ନିଜ ବୁଝାମଣା ହୋଇଯିବ କି ସେମାନଙ୍କ ମଧ୍ୟରେ ମଧ୍ୟରେ ଛାଡ ପତ୍ର ହେବ ସେ କଥା ତ ଡିସେମ୍ବର ୧୫ ହିଁ ଜଣା ପଡ଼ିବ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ