ତଣ୍ଟିରେ ଲାଗିଲେ ମାଛ କଣ୍ଟା କେମିତି ବାହାର କରିବେ ଜାଣନ୍ତୁ ଏହି ସରଳ ଉପାୟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ଏହି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ମାଛ ଖାଇବାକୁ ପସନ୍ଦ କରନ୍ତି ଓ ବହୁତ ରାଜ୍ୟ ଓ ଦେଶ ଅଛି ଯେଉଁଠି ଲୋକ ମାଛ ଖାଇବାକୁ ପସନ୍ଦ ବି କରନ୍ତି ନାହିଁ।କିନ୍ତୁ କିଛି ରାଜ୍ୟ ଏପରିି ଅଛି ଯେଉଁଠି ମାଛ ସବୁଦିନ ଖିଆଯାଏ। ଯେପରିକି କୋଲକାତା, ଚୀନ୍ ଓ ଜାପାନ ପରି ଦେଶରେ ମାଛ ଖାଇବା ଏକ ସାଧାରଣ ବ୍ୟଞ୍ଜନ ଭାବେ ଜଣାଯାଏ।ଯଦି ସିଧା ଶବ୍ଦରେ କହିବା ମାଛ ବଙ୍ଗାଳି ମାନଙ୍କର ଏକପ୍ରିୟ ଖାଦ୍ୟ ଅଟେ।

ଆପଣ ଏବେ ଭାବୁଥିବେ ଆମେ ମାଛ କଥା ଆଲୋଚନା କଣ ପାଇଁ କରୁଛୁ।ତେବେ ଆମେ କହିଦେବୁ କି ଆମେ ମାଛ କଥା ଏଥିପାଇଁ କହୁଚୁ କି ଆମେ ଆଜି ମାଛ ବିଷୟରେ କିଛି ଜରୁରୀ କଥା କହିବାକୁ ଯାଉଛୁ। ଜଣେଇଦବୁ କି ଯୋଉଲୋକ ମାଛ ଖାଇବାକୁ ପସନ୍ଦ କରନ୍ତି ଯଦି ଖାଉଥିବା ସମୟରେ ମାଛର କଣ୍ଟା ଗଳା ରେ ଅଟକିଯାଏ ଏପରି ସ୍ଥିତିରେ ଜୀବନ ଚାଲିଯାଇ ପରେ।ଏଥିପାଇଁ ଆମେ କହିବୁ ଆପଣ କିପରି ମାଛର କଣ୍ଟା ରୁ ବଞ୍ଚିପାରିବେ। ତାହାପାଇଁ ଆମେକିଛି ଘରୋଇ ଉପଚାର କହିବୁ ଯାହା ଆପଣ କେବେବି ଜାଣିନଥିବେ।ତେବେ ଆସନ୍ତୁ ଜାଣିବା ତାହା ବିଷୟରେ। ପ୍ରଥମ ଉପାୟ ଟି ଆପଣ ଏହି କଥା ଜାଣିଥିବେ ଯଦି କିଛି ଜିନିଷ ଗଳା ରେ ଅଟକିଥାଏ ତେବେ ସର୍ବପ୍ରଥମେ ଆମେ କାଶିବା ଆରମ୍ଭ କରିଦେଇଥାଉ ।

ଆପଣଙ୍କୁ ଜଣେଇଦବୁ କି କଣ୍ଟା ବାହାର କରିବାର ଏକ ଭଲ ଉପାୟ ଅଛି।ଯଦି ଗଳା ରେ କଣ୍ଟା ଅଟକିଛି ତେବେ ଆପଣଙ୍କୁ ଲମ୍ବା ସମୟ ଯାଏ କାଶିବାକୁ ପଡ଼ିବ,ତେବେ ଫସିରହିଥିବ କଣ୍ଟା ବାହାରକୁ ଆସିବ।ଯଦି ଏହି ଉପାୟ କରିନପାରନ୍ତି ତେବେ ଦ୍ଵିତୀୟ ଉପାୟ କରିବେ, ଅଲିଭ ତେଲ ପିଇବେ।ହଁ ଆଜ୍ଞା ଯଦି ଗଳା ରେ କଣ୍ଟା ଲାଗିଥାଏ ଏହି ତେଲ ବାହାର କରିଦେଇଥାଏ।ଏହି ତେଲ ପିଇଲେ ମାଛ କଣ୍ଟା ଚିକଣିଆ ହେଇ ତଳକୁ ବହାରିଯାଏ ଯାହା ଫଳରେ ଆପଣଙ୍କୁ ଆଉ କଷ୍ଟ ହୁଏ ନାହିଁ।ତୃତୀୟ ଉପାୟ ଟି ଶୁଖିଲା ରୁଟି ଚୋବାଇକରି ଖାଇବା।

ଆପଣ ଜାଣିକରି ଆଶ୍ଚର୍ଯ୍ୟ ହେବେ କି ଶୁଖିଲା ରୁଟି ଚୋବାଇକାରି ଖାଇଲେ କଣ୍ଟା ବହରିଯାଏ।ହିଁ ଆଜ୍ଞା ଶୁଖିଲା ରୁଟି ଚୋବାଇ କରି ଖାଇଲେ ମାଛ କଣ୍ଟା ଗଳା ରୁ ବାହରିଯାଏ।ହିଁ ଆଜ୍ଞା ଏହି ଉପାୟ ଅନୁସାରେ ଶୁଖିଲା ରୁଟି ଖଣ୍ଡେ ଚୋବାଇକରି ଖାଇଲେ ଏହା କଣ୍ଟା ଭିତରକୁ ପଳାଏ ଏହା ଆପଣଙ୍କ ପାଇଁ ବହୁତ ସହଯ୍ୟକାରି ହେବା।ଚତୁର୍ଥ ଟି ହେଉଛି କଦଳୀର ଖଣ୍ଡ। ଜଣେଇଦବୁ କି ଯଦି ଗଳା ରେ କଣ୍ଟା ଫସିରହିଚି ତେବେ କଦଳୀ ର ଖଣ୍ଡକୁ ନ ଚୋବେଇ ତାକୁ ଗିଳିବାକୁ ଚେଷ୍ଟା କରନ୍ତୁ,ଏହା ଟିକେ କଷ୍ଟଦାୟକ ହେଇପାରେ କିନ୍ତୁ ଏହା ଦ୍ବାରା ଆପଣଙ୍କୁ ଅସୁବିଧାରୁ ମୁକ୍ତି ମିଳିପାରିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.