ଥମିବାରେ ନାଁ ଧରୁନାହିଁ ପରୀ ହତ୍ୟାକାଣ୍ଡ ମାମଲା, ଦିଲ୍ଲୀରେ ପରୀ ହତ୍ୟା ପ୍ରସଙ୍ଗ ପରୀ କୁ ନ୍ୟାୟ ମିଳିବ ତ?

ସମାଜ ରେ ନାରୀ ମାନେ କେତେ ସୁରକ୍ଷିତ ଆପଣ ପରି ଘଟଣା ରୁ ଭାବି ପାରୁଥିବେ ଯେଉଁଠାରେ ଛୋଟ ଝିଅଟିର ଏପରି ଅବସ୍ଥା ହେଉଛି ସେଠି ଆମେ କେତେ ସୁରକ୍ଷିତ ଥରେ ଭାବି ଦେଖନ୍ତୁ ପ୍ରତି ମୁହୁର୍ତରେ ଏ ଦୁନିଆ ଆମ ପ୍ରତି କାଳ ସ୍ୱରୂପ ଦାଉ ସାଜୁଛି ବହୁ ଚର୍ଚ୍ଚିତ କୁନି ଝିଅ ପରି ମୃତୁ ମାମଲା ଏବେ ଦିଲ୍ଲୀ ରେ ପହଁଚିଛି ଏବଂ ବିରୋଧୀ ଦଳ ମାନେପରି କୁ ନ୍ୟାୟ ଦେବା ପାଇଁ ପାରୁ ପର୍ଯ୍ୟନ୍ତ ପରି କୁ ନ୍ୟାୟ ଦେବା ପାଇଁ ଚେଷ୍ଟା କରି ଚାଲିଛନ୍ତି ଏବଂ ଏବେ କଥା ଦିଲ୍ଲୀ ରେ ପହଂଚି ସାରିଲାଣି

ବିଜେପି ର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଶିଶୁ ଅଧିକାର ସୁରକ୍ଷା କମିଶନ ରେ NCPCR ରେ ସ୍ମାରକ ପତ୍ର ଦେଇଛନ୍ତି ତା ସହିତ NCPCR ର ଅଧକ୍ଷ ଙ୍କୁ ଭେଟି ପରି ପ୍ରସଙ୍ଗ ବିଷୟରେ ଆଲୋଚନା ବି କରିଛନ୍ତି
ପରି ର ପରିବାର କୁ ନ୍ୟାୟ ଓ ଅପରାଧୀ କୁ ଦଣ୍ଡ ନ ମିଳିବାରୁ ଲଢେଇ ନୟାଗଡ ରୁ ଆରମ୍ଭ ହୋଇ ବର୍ତମାନ ଦିଲ୍ଲୀ ଯାଏ କଥା ଗଲାଣି
ଏବଂ ଏହା ଆଗକୁ ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ଲଢେଇ ଜାରି ରହିବ ବୋଲି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ଟ୍ୱଇଟ ମାଧ୍ୟମ ରେ ଜଣାଇ ଛନ୍ତିତି

22 ଜଣ ବିଜେପି ବିଧାୟକ ପରି ର ଗାଁ କୁ ଯାଇ ପରିବାର କୁ ଭେଟି ସାନ୍ତ୍ୱନା ଦେବା ସହ ପରି କୁ ନ୍ୟାୟ ଦେବାକୁ ପ୍ରତିଶୃତି ଦେଇଛନ୍ତି
ଏ ସମୟରେ ବିଜେପି ଅରୁଣ ସାହୁ ଙ୍କର ଇସ୍ତଫା ଦାବି କରିଛି ଏବଂ ହାସରଥ ଘଟଣା ରେ ସିବିଆଇ ତଦନ୍ତ ଯେପରି ହୋଇଥିଲା ଠିକ ସେହି ପରି ପରି ନିମନ୍ତେ ସିବିଆଇ ତଦନ୍ତ ଦାବି କରିଛି ବିଜେପି ଯେପରି ପରି ଓ ତା ପରିବାର ନ୍ୟାୟ ପାଇପାରିବେ.

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.