ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ମୁସଲମାନ ର ଝିଅ ଟି ହିନ୍ଦୁ ଜାତି ର ପୁଅ କୁ ଭଲ ପାଇଲା ବୋଲି ଝିଅଟିର ପରିବାର ଲୋକ କରିଲେ ଏମିତି କିଛି କାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେତ ବନ୍ଧୁଗଣ ଆପଣ ଜାଣନ୍ତି ପ୍ରେମ ହଉଚି ଅନ୍ଧ ଯେ କି ଜାତି ଧର୍ମ କିଛି ବି ମାନେ ନାହିଁ ଏହି ଘଟଣା ଟି ଫ୍ରାନ୍ସ ରେ ଘଟିଛି ଦୁଃଖଦ ଲଜ୍ୟା ଜନକ ଘଟଣା ଯାହା କି ଆପଣ ଜାଣିଲେ କାନ୍ଦି ପକେଇବେ

ତ ଘଟଣା ଟି ହେଉଛି ମହଙ୍ଗା ପଡିଛି ମହିଳାଙ୍କୁ ଭଲ ପାଇବା।
ଝିଅ ଟିର ବୟସ 17 ବର୍ଷ ମାତ୍ର.. ଝିଅଟି ନିଜ କଲୋନୀ ରେ ରହୁଥିବା ଶିଖ ଧର୍ମ ର ପୁଅ ସହ ପ୍ରେମ ହେଇଥିଲା.
ଝିଅ ର ପରିବାର ରେ ଯେତେବେଳେ ଏ ବିଷୟରେ ଜାଣିଲେ.. ଝିଅ କୁ ପୁଅ ସହ ସମ୍ପର୍କ ରଖିବାକୁ ମନା କରିଥିଲେ ଏବଂ ତା ଠାରୁ ମୋବାଇଲ ମଧ୍ୟ ଛଡାଇ ନେଇଥିଲେ
କିନ୍ତୁ ଝିଅଟି ମାନି ନଥିଲା ଏବଂ ଲୁଚି ଲୁଚି ସେ ପୁଅ କୁ ଦେଖା କରୁଥିଲା… ପରିବାର ଲୋକ ଙ୍କ ଅତ୍ୟାଚାର ସହି ନ ପାରି ସେ ପୁଅ ସହ ଲୁଚି ପଳାଇଥିଲା।
ମାତ୍ର ଘର ଲୋକ ତାଙ୍କୁ ଧରିଦେଇ ଥିଲେ ଏବଂ ମାଡ ମାରିଥିଲେ ଏମିତିରେ କି ଝିଅ ର ନିଜ କକା ତାକୁ ନଣ୍ଡା କରାଇ ଗ୍ରାମ ସାରା ଦେଖେଇଥିଲେଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ